Sampurna Laxmi – Audition ରେ ମାଆ ଝିଅଙ୍କ ସୁନ୍ଦର ରୋମାଣ୍ଟିକ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି….

ହଁ ବନ୍ଧୁଗଣ ବର୍ତ୍ତମାନ ଓଡ଼ିଶାର ସବୁଠାରୁ ବଡ଼ ରିୟାଲିଟି ଶୋ ହେଉଛି “ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ଆଉ ଏହି ଶୋ ଟିକୁ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ବେଶ ପସନ୍ଦ କରିଥିବାର ଦେଖିବାକୁ ମିଳିଛି | ଆଉ ଏଠାରେ ଦେଖିବାକୁ ମିଳିଛି କି ଓଡ଼ିଶାର କୋଣ ଅନୁକଣ ରୁ ଅନେକ କଣ୍ଟେସଟେଣ୍ଟ ମାନେ ଏଥିରେ ଭାଗ ନେବାକୁ ଆସିଛନ୍ତି | ଆଉ ଏହି ଶୋ ରେ କେବଳ ବିବାହିତ ମହିଳା ମାନେ ହିଁ ଭାଗ ନେଉଛନ୍ତି ବୋଲି ମଧ୍ୟ କୁହାଯାଉଛି | ଆଉ ଏଠାରେ ଦେଖିବାକୁ ମିଳିଛି କି ଜ୍ୟୋତିର୍ମୟୀ ମାଡାମ ଓ ତାଙ୍କ ସହିତ ତାଙ୍କର ଝିଅ ସୁନ୍ଦର ଭାବରେ ନିଜର ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଏହି ମଞ୍ଚ ରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |

ଆମେ ଜାଣିଛି କି ସମସ୍ତଙ୍କ ପାଖରେ କିଛି ନା କିଛି ପ୍ରତିଭା ରହିଛି କିନ୍ତୁ ସେମାନଙ୍କୁ ଅନେକ ସମୟରେ ସୁଯୋଗ ମିଳି ଣ ଥାଏ ଆଉ ଯେଉଁଥିପାଇଁ ସେମାଙ୍କ ଭିତରେ ଥିଲା କଳା କୁ ସମସ୍ତେ ଜାଣି ପାରି ଣ ଥାନ୍ତି | ତେବେ ନୂଆ ନୂଆ ପ୍ରତିଭା ଆଉ ଟେଲେଣ୍ଟ କୁ ଖୋଜି ଆଣି ସେମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭା କୁ ସମସ୍ତ ଙ୍କ ସାମ୍ନା ରେ ପ୍ରକାଶ କରିବାର କାମ ହେଉଛି ସିଦ୍ଧାର୍ଥ ଟିଭି ର | ଆଉ ଯେଉଁ ଠି ଗୃହିଣୀ ମାନଙ୍କ ପାଇଁ ଅର୍ଥାର ସମସ୍ତ ମହିଳାଙ୍କ ପାଇଁ ଗୋଟିଏ ବଡ଼ ସୁଯୋଗ |

ତେବେ “ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ହେଉଛି ଏମିତି ଏକ ରିୟାଲିଟି ଶୋ ଯେଉଁଥିରେ ସେମାନେ ଅଂଶ ଗ୍ରହଣ କରି ପାରିବେ, ଆଉ ନିଜ ଭିତରେ ଥିବା ପ୍ରତିଭା କୁ ସମସ୍ତଙ୍କ ସାମ୍ନା କୁ ମଧ୍ୟ ଆଣି ପାରିବେ ବୋଲି କୁହାଯାଇଛି | ତେବେ ଏଠାରେ ଯାହା ଦେଖିବାକୁ ମିଳିଛି କି “ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ର ମହା ମଞ୍ଚ ରେ ସୁନ୍ଦର ଭାବରେ ନିଜର ଡାନ୍ସ ର କମାଲ ଦେଖାଇଛନ୍ତି ଜ୍ୟୋତିର୍ମୟୀ ମାଡାମ ଓ ତାଙ୍କ ସହିତ ତାଙ୍କର ଝିଅ| ଆଉ ମା ଝିଅ ଙ୍କର ଏହି ଭଳି ବଣ୍ଡିଙ୍ଗ କୁ ଦେଖି ଉପସ୍ଥିତ ଥିବା ଜୋର୍ଜ ମାନେ ମଧ୍ୟ ବହୁତ ଖୁସି ହୋଇଛନ୍ତି |

ତେବେ ଜ୍ୟୋତିର୍ମୟୀ ସୁନ୍ଦର ଭାବରେ ଏକ ଭଜନ ଗୀତରେ ନିଜ ର ଡାନ୍ସ ର ପ୍ରତିଭା ଦେଖାଇବାକୁ ଲାଗିଛନ୍ତି ଓ ଶେଷରେ ସେ ସିଲେକ୍ଟ ମଧ୍ୟ ହୋଇଛନ୍ତି | ଆଉ ସିଲେକ୍ଟ ହେବା ପରେ ଉଭୟ ମା ଆଉ ଝିଅ ଖୁସି ଥିବାର ନଜର ଆସିଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment