ହଁ ବନ୍ଧୁଗଣ ସୋସିଆଲ ମିଡିଆରେ କିଛି ନା କିଛି ଘଟଣା ବିଷୟରେ ଆମେ ସବୁବେଳେ ଶୁଣିବାକୁ ପାଇଥାଉ ଓ ଅନେକ ନୂଆ କଥା ମଧ୍ୟ ଶୁଣିଥାଉ ଆଉ ଜାଣିବାକୁ ପାଇଥାଏ | ତେବେ ଆଜି ସେହିଭଳି ଏକ ଭିଡିଓ ଟିଏ ଭାଇରାଲ ହେବାରେ ଲାଗୁଛି ଆଉ ଯେଉଁ ଭିଡିଓ ରେ ପୁରୀ ଜଗନ୍ନାଥ ମନ୍ଦିରର ରୋଷ ଶାଳ କଥା କୁହାଯାଇଛି | ଆଉ ସେହି ରୋଷ ଶାଳ ଭିତରେ ସେବାୟତ ବଡ଼ ପଣ୍ଡା ମାନେ କଣ କରନ୍ତି, କେଉଁ ସବୁ ନିୟମ କୁ ମାନନ୍ତି ସେ ସବୁ କଥା କୁ ପ୍ରକାଶ କରିକି କହିଛନ୍ତି | ଆଉ ପୁରୀ ରେ ଥିବା ଏତେ ସବୁ କଥା ସମସ୍ତଙ୍କୁ ବେଶ ଆକୃଷ୍ଟ କରେଇଛି ଓ ଯାହା ସମସ୍ତ ମନ୍ଦିରର ନୀତି କାନ୍ତି ଠାରୁ ଅଲଗା ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଭିଡିଓ ଉପରେ ନଜର ପକାଇବା |
ତେବେ ଏହି ଭିଡିଓ ରେ ପୁରୀ ଜଗନ୍ନାଥ ମନ୍ଦିରର ରୋଷଇ ଶାଳ ଭିତରେ କଣ ସବୁ ବ୍ୟବସ୍ତା ରହିଛି ସେ ବିଷୟରେ ପୂଜକ ମହୋଦୟ ଜଣଙ୍କ କହିଛନ୍ତି | ତେବେ କୁହାଯାଏ କି ଜଗନ୍ନାଥ ହେଉଛନ୍ତି ଜୀବନ୍ତ ଠାକୁର | ଆଉ କଳି ଯୁଗରେ ଜଗନ୍ନାଥ ହେଉଛନ୍ତି ଏଭଳି ଅନ୍ତର୍ଯ୍ୟାମୀ ଯିଏକି ସବୁ ଭକ୍ତ ଙ୍କର ଦୁଃଖ କୁ ବୁଝି ପାରନ୍ତି ଓ ଦୁଃଖୀ ମାନଙ୍କର ଦୁଃଖକୁ ମଧ୍ୟ ହରଣ କରିଥାନ୍ତି ସେଥିପାଇଁ ତ ତାଙ୍କୁ ଅନାଥର ନାଥ ବୋଲି ମଧ୍ୟ କୁହାଯାଇଛି |
ତେବେ କୁହାଯାଏ କି ରୋଷେଇ ଶାଳ କୁ ଯିବା ପୂର୍ବରୁ ସେମାନେ ମା କାଳୀ ଙ୍କର ସିନ୍ଦୁର କୁ ମୁଣ୍ଡରେ ମରିଥାନ୍ତି ଓ ସେମାନେ ରୁଷେଇ କରିବା ଯାଇ ଜଗନ୍ନାଥ ଙ୍କର ବଳ ଆଣିଥାନ୍ତି ଗଣେଶ ଙ୍କ ପାଖରୁ ଆଉ ଗଣେଶ ଙ୍କୁ ପୂଜା କରିବା ପରେ ରୋଷ ଘର ଭିତରେ ପଶିଥାନ୍ତି ବୋଲି କହିଛନ୍ତି | ଆଉ ଯାହା କୁହାଯାଉଛି କି ରୋଷେଇ କରିବା ପାଇଁ ଯିବା ବେଳେ କାହାକୁ ଛୁଇଁବେ ନାହିଁ | ନହେଲେ ସେମାନେ ରୋଷେଇ କରି ପରିବେ ନାହିଁ ଅଛୁଆଁ ହେଇକି ସେମାନେ ରହିବେ | ଆଉ ରୋଷେଇ କରିବା ସମୟରେ ଯାହା ବି ଭୁଲ କରିବ ତାହାର ଫଳ ଜଗନ୍ନାଥ ସଙ୍ଗେ ସଙ୍ଗେ ଦିଅନ୍ତି ବୋଲି କୁହାଯାଇଛି |
ଆଉ ରୋଷ ଶାଳ ରେ ପୁରୀ ରେ ମାଟି ହାଣ୍ଡି ରେ ରୁଷେଇ ହେଉଥାଏ କିନ୍ତୁ ସେ ହାଣ୍ଡି କେବେହେଲେ ଫାଟି ନ ଥାଏ | ତେବେ ରୁଷେଇ କରିବା ପରେ ଯାହା ବଳି ଯାଏ ରୁଷେଇ ସାମଗ୍ରୀ ତାହାକୁ ଫୋପାଡ଼ି ଦିଆଯାଏ ବୋଲି କୁହାଯାଏ | ତେବେ ଏହା ବ୍ୟତୀତ ରୋଷେଇ ଶାଳ କୁ ପରିଷ୍କାର ରଖିବା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ବ୍ୟବସ୍ତା କରାଯାଇଛି ଓ ଯାହା ସବୁ ଦିନ କରାଯାଇଥାଏ | ଏହା ବ୍ୟତୀତ ପୁରୀ ମନ୍ଦିର ର ରୋଷ ଶାଳ ଭିତରକୁ ପଶିବା ପାଇଁ କାହାକୁ ସେମିତି ଅନୁମତି ଦିଆଯାଇ ନ ଥାଏ ବୋଲି କୁହାଯାଇଛି | ଆଉ ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।