କୋଣାର୍କ ଗଣନାଟ୍ୟ ର ଡ୍ୟାନ୍ସ ଝଲକ ର ଆଖଡ଼ା ଶାଳ… ଏମିତି ବି ହୁଏ ଆଖଡ଼ା ରେ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖୁବାକୁ ପାଉଥିବେ | ତେବେ ଆପଣ ମାନେ ଜାଣିଥିବେ ଯେତେବେଳେ ଡାନ୍ସ ର କଥା ଉଠେ ସେତେବେଳେ ସମସ୍ତଙ୍କର ମନରେ ଏକ ନୂଆ ଜାଗରଣ ସୃଷ୍ଟି ହୁଏ | ଆଉ ସମସ୍ତେ ସେହି ଡାନ୍ସ ର ତଳେ ତଳେ ଝୁମିବାକୁ ଲାଗିଥାନ୍ତି | ତେବେ ସେହି ଭଳି ଡାନ୍ସ ର କମାଲ ଦେଖିବାକୁ ମିଳିଛି ଆଖଡ଼ା ଶାଳ ରେ | ଆଉ ଯେଇଠି ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଡାନ୍ସ ଦେଖାଇବାରେ ଲାଗିଛନ୍ତି ଯାତ୍ରା ପାର୍ଟି ରେ କାମ କରୁଥିବା ଡାନ୍ସର ମାନେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆଜି ଯେଉଁ ଡାନ୍ସ ବିଷୟରେ ମୁଁ କହିବାକୁ ଯାଉଛି ତାହା ହେଉଛି କୋଣାର୍କ ଗଣନାଟ୍ୟ ର ଏକ ସୁପରହିଟ ନାଟକ ଓ ଡାନ୍ସ ର କିଛି ଭିଡିଓ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଡାନ୍ସ ମାନେ ଡାନ୍ସ ର ପ୍ରାକ୍ଟିସ କରିବାକୁ ଲାଗିଛନ୍ତି ଏହି ଭିଡିଓ ରେ | ଆଉ ବେଶ ସୁନ୍ଦର ଭାବରେ ଡାନ୍ସ ମାଷ୍ଟର ଜଣଙ୍କ ଡାନ୍ସ ଶିଖାଇବାକୁ ଲାଗିଛନ୍ତି | ଆଉ ଡାନ୍ସ ମାଷ୍ଟର ଙ୍କର ଡାନ୍ସ କୁ ଫୋଲ କରିବାକୁ ଲାଗିଛନ୍ତି ଆଖଡ଼ା ରେ ଡାନ୍ସ କୁ ପ୍ରାକ୍ଟିସ କରୁଥିବା ଡାନ୍ସର ମାନେ | ଆଉ ନିଜର ଡାନ୍ସ ର ଧ ମାଲ ଦେଖାଇବାକୁ ଲାଗିଛନ୍ତି ସେମାନେ | ଆଉ ଯାହାକୁ ଦେଖିବା ସହିତ ସମସ୍ତେ ବେଶ ପ୍ରସଂଶା ମଧ୍ୟ କରୁଛନ୍ତି |

କୋଣାର୍କ ଗଣନାଟ୍ୟ ର ଅଭିନୟ ହେଉ ବା ଡାନ୍ସ ସବୁଥିରେ ଏକ ସ୍ୱତନ୍ତ୍ର ତା ରହିଛି | ଆଉ ଅଖଡା ରେ ହେଉଥିବା ଏହି ଡାନ୍ସ ଗୁଡିକ ଦେଖିବା ପରେ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରୁଥିବେ | ଆଉ ଏଠାରେ ଦେଖିବାକୁ ମିଳିଛି କି ଗ୍ରୁପ ରେ ସେମାନେ ବେଶ ସୁନ୍ଦର ଭାବରେ ଡାନ୍ସ ପ୍ରାକ୍ଟିସ କରିବା ପାଇଁ ଲାଗିଛନ୍ତି ଓ ତାହା ସହିତ ଫେମିଲି ସଙ୍ଗ ରେ ମଧ୍ୟ ଡାନ୍ସ ପ୍ରାକ୍ଟିସ କରିଛନ୍ତି ଡାନ୍ସର ମାନେ | ଆଉ ଯାହା ଏତେ ଭଲ ହୋଇଛି ତାହା ସମସ୍ତଙ୍କର ମନକୁ ମଧ୍ୟ ଛୁଇଁଛି ବୋଲି କୁହାଯାଉଛି |

ତେବେ ଅଖଡା ରେ ହେଉଥିବା ଡାନ୍ସର ମାନଙ୍କର ଡାନ୍ସ ଏତେ ଭଲ ଥିଲା କି ତାହାକୁ ଯିଏ ବି ଦେଖୁଥିଲା ଜାଣି ପାରୁଥିଲା କି ଯଦି ଅଖଡା ରେ ଡାନ୍ସ ଏତେ ସୁନ୍ଦର ହୋଇଛି ତାହେଲେ ଯାତ୍ରା ରେ ଡାନ୍ସ କେତେ ଭଲ ହେବ | ଆଉ ଯାହା ଭାଇଆଲ ହେବା ପରେ ସମସ୍ତଙ୍କ ମନରେ ଯାତ୍ରା କୁ ଦେଖିବା ପାଇଁ ଆଗ୍ରହ ବଢ଼ି ଯାଇଛି | ଆଉ ଯେଉଁ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment