ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ସେହି ହେଣ୍ଡସମ ହିରୋ ଯାହାଙ୍କର ଏକ୍ଟିଙ୍ଗ ରେ ଅଛି କିଛି ନିଆରା ଷ୍ଟାଇଲ ଆଉ ଯାହା ଦର୍ଶକ ମାନଙ୍କ ର ମନକୁ କରିଥାଏ ଆକୃଷ୍ଟ ଆମ ସମସ୍ତଙ୍କର ଓ ଓଡିଶା ବାସୀ ଙ୍କର ପ୍ରିୟ ସବ୍ୟସଚୀ ଓ ଓଡିଶା ର ଘରେ ଘରେ ପରିଚିତ ସେହି ଚୁଲବୁଲି ଓ ସୁନ୍ଦରୀ ନାୟିକା ଜିନା ଙ୍କ ର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ବହୁତ ସୁନ୍ଦର ଭାବରେ ନିଜର ଡାନ୍ସ ସାଙ୍ଗକୁ ଗୀତ ଓ ଅଭିନୟ ର ଝଲକ ଦେଖାଇବାକୁ ଲାଗିଛନ୍ତି ଏହି କଳାକାର ଦୁଇ ଜଣ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ଆପଣ ମାନେ ଜାଣିଥିଲେ କି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ସବ୍ୟସାଚୀ ସମସ୍ତଙ୍କ ର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରୁବାକୁ ଲାଗିଛନ୍ତି | ଆଉ ବହୁତ ସାରା ଫ୍ଲିମ କରି ଓଡିଶା ର ଘରେ ଘରେ ପ୍ରତେକ ଲୋକଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ସେହି ହିରୋ ସବ୍ୟସାଚୀ ଓ ନିଜର ଚୁଲବୁଲି ଆନ୍ଦାଜ ରେ ସମସ୍ତଙ୍କର ପ୍ରିୟ ଆଉ ଭଲ ପାଇବା ର ପାତ୍ର ହୋଇ ପାରିଛନ୍ତି ଜିନା | ଆଉ ଏଠାରେ ଦେଖିବାକୁ ମିଳିଛି ଷ୍ଟେଜ ଉପରେ ଲୋକ ମାନଙ୍କର ମନୋରଞ୍ଜନ ପାଇଁ ସେମାନଙ୍କୁ ଗେଷ୍ଟ ଭାବରେ ଅଣା ଯାଇଛି |
ଆଉ ଦର୍ଶକ ମାନଙ୍କର ଏତେ ସଂଖ୍ୟାରେ ଭିଡ଼ କୁ ଦେଖିବାକୁ ପରେ ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି | ଆଉ ସବ୍ୟଙ୍କର ଲୋକ ମାନଙ୍କୁ ବିଭିନ୍ନ ପ୍ରକାରର କାମ ରେ ସାହାଯ୍ୟ କରୁଥିବାର କାମ ପାଇଁ ତାଙ୍କୁ ସଂମ୍ମାନିତ ମଧ୍ୟ କରାଯାଉଥିବାର ଦେଖିବାକୁ ମିକିଛି | ତାହା ସହିତ ସବ୍ୟ ଆଉ ଜିନା ଉଭୟ ତାଙ୍କର ଅଭିନୟ ର ଯାଦୁ ରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କର ମନକୁ ବେଶ ଆକର୍ଷିତ ମଧ୍ୟ କରିଥିବାର ଦେଖିବାକୁ ମିଳିଛି |ଆଉ ତାହା ସହିତ ସବ୍ୟ ଙ୍କ ମୁହଁରୁ ଗୀତ କୁ ଶୁଣିବା ପାଇଁ ଲୋକ ମାନଙ୍କର ଭିଡ଼ ଲାଗିଥିବାର ମଧ୍ୟ ଦେଖିବାକୁ ମିଳିଛି |
ତେବେ ସେମାନେ ଷ୍ଟେଜ ରେ ତାଙ୍କର ପୋରଫୋମେନ୍ସ କୁ ବହୁତ ଭଲ ଭାବରେ ଦେଇଛନ୍ତି ଆଉ ଟିଭି ପରଦା ରେ ଦେଖୁଥିବା ଏହି କଳାକାର ମାନଙ୍କୁ ଷ୍ଟେଜ ରେ ଦେଖିବା ପରେ ଦର୍ଶକ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି | ଆଉ ତାଙ୍କର କଥା ଆଉ ଅଭିନୟ ସହିତ ଗୀତ ଆଉ ନାଚ ରେ ଦର୍ଶକ ମାନେ ମଧ୍ୟ ମଜି ଯାଇଛନ୍ତି ଆଉ ସେମାନଙ୍କୁ ବହୁତ ସାରା ଭଲ ପାଇବା ମଧ୍ୟ ଦେବାକୁ ଲାଗିଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।