ହଁ ଦର୍ଶକ ବନ୍ଧୁ ଆଜି କାଲି କିଏ ନ ଚାହେଁ ଖୁସିରେ ରହିବା ପାଇଁ | ସେଥିପାଇଁ ସେ ଘର ଉନ୍ନତି ପାଇଁ ଚିନ୍ତା କରିବା ମଧ୍ୟ ଆରମ୍ଭ କରିଦେଇଥାଏ | ତେବେ ଦର୍ଶକ ବନ୍ଧୁ ଘର ଉନ୍ନତି ପାଇଁ ଦେଖା ଯାଏ ଯେ ପ୍ରାୟତଃ ସମସ୍ତ ଲୋକ ଚିନ୍ତା ରେ ରହିଥାନ୍ତି | କାରଣ ଆପଣ ଯେତେ ବି ରୋଜଗାର କରୁଛନ୍ତି ବା ଯେତେ ବି ଚେଷ୍ଟା କରୁଛନ୍ତି ଘର ଉନ୍ନତି ପାଇଁ ତାହା ସମ୍ଭବ ହେଇପାରୁନାହିଁ | ତେବେ ଏହି ସମୟରେ ଆପଣ ଅଧିକ ଚିନ୍ତା ରେ ରହିବା ସହିତ ପରିବାର ଲୋକଙ୍କ ସହିତ ଝଗଡା ମଧ୍ୟ ହେବାରେ ଦେଖା ଯାଇଥାଏ | ଯାହା ଘରର ଅମଙ୍ଗଳ ବୋଲି କୁହାଯାଏ | ତାହାଲେ ଦର୍ଶକ ବନ୍ଧୁ ଆପଣ ଯଦି ଚାହୁଁଛନ୍ତି ଘର ମଙ୍ଗଳ ହେଉ ବା ଘର ର ସୁଖ ସମୃଦ୍ଧି ବଢ଼ୁ ତାହାଲେ ଆପଣଙ୍କୁ ଘରେ 5 ଟି ଜିନିଷ ରଖିବା ଆବଶ୍ୟକ ହେଇଥାଏ | ଯାହା ରଖିବା ଦ୍ୱାରା ଆପଣଙ୍କର ଘର ଉନ୍ନତି ହେବା ସହିତ ଘର ର ଶୁଭ ମଧ୍ୟ ହେଇଥାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି 5 ଟି ଜିନିଷ ବିଷୟରେ ଆଲୋଚନା କରିବା |
ତାହେଲେ ବନ୍ଧୁଗଣ ଘରର ସୁଖ ଶାନ୍ତି ବୃଦ୍ଧି ବା ଘର ର ଶୁଭ ପାଇଁ ଘରେ ଏହି 5 ଟି ଜିନଷ ରଖନ୍ତୁ | ଯାହାକୁ ରଖିବା ଦ୍ୱାରା ଦ୍ୱାରା ଘରର ସୁଖ ଓ ସମୃଦ୍ଧି ବୃଦ୍ଧି ହେଇଥାଏ ବୋଲି କୁହାଯାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି 5 ଟି ଜିନିଷ ବିଷୟରେ ଜାଣିବା |
(1) ଦର୍ଶକ ବନ୍ଧୁ ବେଳେ ଆପଣଙ୍କ ଘରେ ପାଣି ଟ୍ୟାପ ରେ ପାଣି ଟପ ଟପ ପଡିବା ରେ ଶୁଣିବାକୁ ମିଳିଥାଏ | ତାହା ଆପଣଙ୍କ ଘର ପାଇଁ ଓ ଆପଣଙ୍କ ପାଇଁ ବହୁତ ଅଶୁଭ ହେଇଥାଏ ବୋଲି କୁହାଯାଏ | ତେଣୁ ଆପଣ କଣ କରିବେ ଆପଣଙ୍କ ଘର ର ପାଣି ଟାଙ୍କି କୁ ଉତ୍ତର ପୂର୍ଵ ଦିଗରେ ରଖନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କ ଶୁଭ ଫଳ ମିଳିବା ସହିତ ଘରର ଉନ୍ନତି ମଧ୍ୟ ହେଇଥାଏ | କାରଣ ଜଳ ଅନେକ ଭଲ ଗୁଣ ରହିଛି |
(2) ଧନନ୍ତରୀ ଙ୍କ ଫୋଟ ପୂଜା ଘରେ ରଖି ପୂଜା କରନ୍ତୁ | କାରଣ ଧନନ୍ତରୀ ଙ୍କୁ ପୂଜା କରିଲେ ଅଧିକ ଟଙ୍କା ପଇସା ଆସିବା ର ସମ୍ଭାବନା ରହିଥାଏ | ଯାହା ଅତ୍ୟନ୍ତ ଶୁଭ | ମନେ ରଖନ୍ତୁ ଏହାଙ୍କୁ ମଧ୍ୟ ଆପଣ ଉତ୍ତର -ପୂର୍ବ ଦିଗରେ ରଖନ୍ତୁ |
(3) ମନି ପ୍ଲାଣ୍ଟ କୁ ଆପଣ ଆପଣଙ୍କ ଘରେ ଲଗାନ୍ତୁ | ଯେତେବେଳେ ଏହାକୁ ଲଗାଇବେ ସେତେବେଳେ ଏହାର ଶାଖା ପ୍ରଶାଖା ଉପରକୁ ଯିବା ଆବଶ୍ୟକ | ତୋଳକୁ ଆସିଲେ ଏହା ଅଶୁଭ ହେଇଥାଏ |
(4) ଘଣ୍ଟା କୁ ଆପଣ ଆପଣଙ୍କର ଡ୍ରଇଂ ରୁମ ରେ ଉତ୍ତର ଦିଗରେ ରଖନ୍ତୁ |
(5) ଆପଣ ଆପଣଙ୍କର ସପରିବାରର ଫୋଟ କୁ ଏକ ଗୋଲଡେନ ଫ୍ରେମ ରଖନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କ ପରିବାର ମଧ୍ୟରେ ସମ୍ପର୍କ ମଧୁର ହେବା ସହିତ ସବୁଦିନ ପାଇଁ ଆପଣ ସାଙ୍ଗରେ ଜଡିତ ହେଇ ରହିବେ |
ତେବେ ଏହା ଥିଲା ସେହି 5 ଟି ଜିନିଷ ଯାହାକୁ ଘରେ ରଖିଲେ ଶୁଭ ହୋଇଥାଏ ଆମ ପାଇଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।