ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଭିଡ଼ିଓ ଯାହାକୁ ଦେଖି ଦର୍ଶକ ମାନେ ମୋତୁଆଲା ହେଉଛନ୍ତି | ତେବେ ବର୍ତ୍ତମାନ ସେହିଭଳି ଏକା ଭିଡିଓ ଟି ଭାଇରାଲ ହେଉଛି ଯାହା ଓଡିଶା ର ଘରେ ଘରେ ନିଜର ସଂଗୀତ ମାଧ୍ୟାମ ରେ ଲୋକମାନଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଓଡିଶା ଆଲବମ କୁଇନ ଦୀପ୍ତିରେଖା | ଯାହାଙ୍କର ଗୀତ ଶୁଣିବା ପାଇଁ ହେଉ କିମ୍ବା କିମ୍ୱା ତାଙ୍କୁ ଦେଖିବା ପାଇଁ ହେଉ ଲୋକମାନେ ତାଙ୍କର ଟିକିଏ ଝଲକ ପାଇବା ପାଇଁ | ଲୋକମାନେ ବହୁତ ଦୂର କୁ ଯିବାର ମଧ୍ୟ ଦେଖାଯାଏ | ତେବେ ବାଙ୍କୀ ରେ ଅନୁଷ୍ଠିତ ହେଇଥିବା ବାଙ୍କୀ ମହୋତ୍ସବ ରେ ତାଙ୍କର ନିଆରା ଅନ୍ଦାଜ ର ଗୀତ ଗାଇବାର ଭିଡ଼ିଓ ଏବେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଦିପ୍ତୀରେଖା ଙ୍କ ଭାଇରାଲ ଗୀତ ବିଷୟରେ |
ବନ୍ଧୁଗଣ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିବା ଜଣାପଡିଛି | ସୂଚନା ଅନୁଯାୟୀ ବାଙ୍କୀ ସ୍ଥିତି ବାଙ୍କୀ ମହୋତ୍ସବ କମିଟି ଦ୍ୱାରା ଆୟୋଜନ କରାଯାଇଥିବା ଏକ ପ୍ରୋଗରାମ ରେ ଦିପ୍ତୀରେଖା ଙ୍କ ନାଜବାବ ପେରଫୋରମାନ୍ସ ଦର୍ଶକ ମାନଙ୍କୁ ମତୁଆଲା କରିଛି | ତେବେ ବାଙ୍କୀ ରେ ଦିପ୍ତୀରେଖା ପହଞ୍ଚିବା ପରେ ଦର୍ଶକ ମାନେ ବହୁତ ଖୁସି ହେଇଯାଇଥିଲେ | ସେ ଷ୍ଟେଜ ଉପରକୁ ଯାଇ ଯେଉଁ ପରି ଭାବରେ ଏନକାରିଙ୍ଗ କରିବା ସହିତ | ତାଙ୍କର ଗୀତ ଦର୍ଶକ ମାନଙ୍କୁ ଶୁଣାଇଥିଲେ ତାହା ଅତି ଆକର୍ଷଣୀୟ ଥିଲା |
ତେବେ ଦର୍ଶକ ମାନେ ତାଙ୍କର ଏହି ଗୀତ ଶୁଣି ନିଜେ ମଧ୍ୟ ନାଚିବାରେ ଦେଖା ଯାଇଥିଲା | ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |ତେବେ କୁହାଯାଇଛି ଯେ ଦୀର୍ଘ ଦିନ ପରେ ଦିପ୍ତୀରେଖା ଙ୍କୁ ଏମିତି ପାଖରେ ପାଇ ଦର୍ଶକ ମାନଙ୍କ ପୂର୍ବ ପରି ଖୁସି ଦେଖିବାକୁ ମିଳିଥିଲା ବୋଲି କୁହାଯାଇଛି | ସେ ଯାହା ବି ହେଇ ଦିପ୍ତୀରେଖା ଙ୍କ ଷ୍ଟେଜ ଉପରେ, “ହାଇ ତୋ ପ୍ରେମ ଗଜଲ ଗଜଲ” ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଗୀତ ଗାଇ ଦର୍ଶକ ମାନଙ୍କ ଇଚ୍ଛା ପୂରଣ କରିଥିଲେ |ତେବେ ଦୀପ୍ତି ଙ୍କ ସହିତ ଉପସ୍ଥିତ ଦର୍ଶକ ମାନେ ମଧ୍ୟ ତାଙ୍କର ଗୀତ ରେ ଝୁମିବାକୁ ଲାଗିଛନ୍ତି |
ଆଉ ଯାହା ଦେଖିବାକୁ ମିଳିଛି କି ସୁନାମ ଧନ୍ୟା କଣ୍ଠ ଶିଳ୍ପୀ ଦୀପ୍ତି ରେଖା ଙ୍କର ଏହିପରି ଗୀତ କୁ ଶୁଣିବା ପରେ ସେଠାରେ ଉପସ୍ଥିତ ଦର୍ଶକ ମାନେ ମୋତୁଆଲା ହେଇଯାଇଥିଲେ | ତାହାଲେ ଦର୍ଶକ ବନ୍ଧୁ ଦିପ୍ତୀରେଖା ଙ୍କ ଏହିପରି ଷ୍ଟେଜ ପରଫୋରମାନ୍ସ ଦେଖିବା ପରେ ବର୍ତ୍ତମାନ ଚାରିଆଡେ ତାଙ୍କୁ ପ୍ରଶଂସା ମିଳିଥିବା ସୂଚନା ମିଳିଛି |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଦିପ୍ତୀରେଖା ଙ୍କ ପ୍ରତି ଦର୍ଶକ ମାନଙ୍କ ଭଲପାଇବା ଆଉ ଟିକେ ଅଧିକ ହେଇଯାଇଥିବା କୁହାଯାଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।