ହ୍ୟୁମାନ ସାଗର ( Humane ) & R.Ankita ଗାଇଲେ ଏମିତି ଗୀତ ” Tu Aakhi Mun Sapana “… ମାତ୍ର 4 ଘଣ୍ଟାରେ Million Plus Views

ବନ୍ଧୁଗଣ ଗାୟକ ହ୍ୟୁମାନ ସାଗରଙ୍କ କଣ୍ଠରୁ ତ ଆପଣ ଅନେକ ଗୁଡ଼ିଏ ଗୀତ ଶୁଣିଥିବେ।ଓଡିଶାର ସେ ଜଣେ ଆଗଧାଡିର ଲୋକପ୍ରିୟ କଣ୍ଠଶିଳ୍ପୀ ଅଟନ୍ତି। ତାଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ହ୍ୟୁମାନ। ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି। ସମସ୍ତ ଯୁବପିଢି ତାଙ୍କ ସଙ୍ଗୀତକୁ ଶୁଣିବାକୁ ଭଲ ପାଆନ୍ତି।ଆପଣ ମାନେ ଜାଣିଛନ୍ତି ଯେ ସେ ଅନେକ ଫିଲ୍ମ୍, ଆଲବମ ଗୀତରେ ତାଙ୍କର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି ହ୍ୟୁମାନ।

ତେବେ ଏହି ସିଙ୍ଗର ଜଣଙ୍କ ସମସ୍ତଙ୍କ ପାଇଁ ଜଣେ ଆଦର୍ଶ ଏବଂ ଉଦାହରଣ ପାଲଟି ଛନ୍ତି ତାଙ୍କର ପ୍ରତିଭାକୁ ଦେଖାଇ। ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା କୁ ସେ ଦେଖାଇଛନ୍ତି। ତେବେ ଅନେକ ପ୍ରକାରର ଗୀତକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି। ତେବେ ଏହି ଗାୟିକ ଜଣଙ୍କର ତାଙ୍କର ବ୍ୟକ୍ତିତ୍ଵ ସାଙ୍ଗକୁ ସେ ତାଙ୍କର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। ତାଙ୍କ ସୁନ୍ଦରତା ଏବଂ ସ୍ୱର ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ।ତାଙ୍କର ସରଳତା, ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ମଧ୍ୟ ସେ ବେଶି ଲୋକପ୍ରିୟ ଅଟନ୍ତି।

ନିଜର ସୁନ୍ଦରତା ଏବଂ ଭିନ୍ନ ଅନ୍ଦାଜ ର ଜୀବନଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା ଅଟନ୍ତି ସିଙ୍ଗର ହ୍ୟୁମାନ ସାଗର।ସେ ଅନେକ ସମୟରେ କିଛି ଏମିତି ଗୀତ ଗାଇଥାନ୍ତି ଯାହା ବହୁତ୍ ହିଟ୍ ହେବା ସହିତ ଚର୍ଚ୍ଚାରେ ରହିଥାଏ। ଆପଣ ବି ହ୍ୟୁମାନ ସାଗର ଙ୍କ ସ୍ୱର କୁ ନିଶ୍ଚିତ ଶୁଣିଥିବେ।ସେହିପରି ଏକ ଗୀତକୁ ନେଇ ସେ ଏବେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି।ଏହି ଗୀତଟି ହେଉଛି ଏକ ସୁନ୍ଦର୍ ରୋମାଣ୍ଟିକ ଆଲବମ୍ ଗୀତ।ଏହି ଗୀତ ଏବେ ବେଶ୍ ହିଟ ହେବାରେ ଲାଗିଛି।ଏହି ଗୀତଟି ହେଉଛି ରଖିଥିବି ତୋତେ ସାଇତି ମୁଁ ଏହି ହୃଦୟରେ, ଦେଖୁଥିବି ତୋତେ ନିଇତି ମୁଁ ଆଖି ପଲକରେ।ଏହି ଗୀତର ଟାଇଟଲ ରହିଛି ତୁ ଆଖି ମୁଁ ସପନ।

ବହୁତ୍ ସୁନ୍ଦର୍ ଭାବରେ ଏହି ସଙ୍ଗୀତର ରଚନା କରାଯିବା ସହିତ ଏହାକୁ ସ୍ଵରରେ ସଜା ଯାଇଛି। ତେବେ ରୋମାଣ୍ଟିକ ଗୀତକୁ ଗାଇଛନ୍ତି ହ୍ୟୁମାନ ସାଗର ଓ ଆର୍ ଅଙ୍କିତା। ଏହି ଗୀତର ମ୍ୟୁଜିକ କରିଛନ୍ତି ଚିନ୍ମୟ ଦାସ୍ ଏବଂ ବିଭୁନ। ଏହି ଗୀତର ଲିରିକ୍ସ କରିଛନ୍ତି ବିକୁ ବାବୁ। ତେବେ ଏହି ଭିନ୍ନ ସ୍ୱାଦର ଗୀତ ସମସ୍ତଙ୍କ ହୃଦୟକୁ ଛୁଇଁବ ବୋଲି ଆଶା କରା ଯାଉଛି। ଆପଣ ବି ଥରେ ଏହି ଗୀତକୁ ଶୁଣିଲେ ନିଶ୍ଚିତ ଖୁସି ହେବେ। ଏବେ ସୁଦ୍ଧା ୫୦ ଲକ୍ଷ ଲୋକ ଏହି ଗୀତକୁ ଶୁଣି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment