କୁନି ସୁପର ଡ୍ୟାନ୍ସର ଙ୍କ ଏହି ” ରାମ ଚାହେ ଲୀଲା ” ଡ୍ୟାନ୍ସ Performance ରେ Impress ହୋଇଗଲେ ଜଜ Geeta ମା, ଆଉ ତା ପରେ….

ହଁ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡ଼ିଓ ଏକ 5 ବର୍ଷ ର କୁନି ଝିଅ ସନି ଟିଭି ରେ ପ୍ରସାରଣ ହେଉଥିବା ସୁପର ଡ୍ୟାନ୍ସର ଚାପଟର 1 ରେ ଡ୍ୟାନ୍ସ କରି ଜର୍ଜ ମାନଙ୍କ ମନ ଜିଣିଥିବା ଜଣା ପଡିଛି | ତାହାଲେ ବନ୍ଧୁ ଗଣ ସୋନୀ ଟିଭି ରିୟାଲିଟି ଶୋ ରେ ନଜର ଆସିଥିବା ଏହି କୁନି ଝିଅ ଝିଅ ଙ୍କ ଏହି ସୁନ୍ଦର ଡ୍ୟାନ୍ସ ଟି ସୋସିଆଲ ମିଡିଆରେ ଏବେ ଭାଇରାଲ ହେବା ପରେ ଲୋକମାନେ ମଧ୍ୟ ଏହାକୁ ଦେଖି ପ୍ରଶଂସା କରିଛନ୍ତି | ତାହାଲେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଏହି କୁନି ଝିଅ କେମିତି ସମସ୍ତ ଙ୍କ ପ୍ରଶଂସା ର ପାତ୍ର ହେଇପାରିଛନ୍ତି ସେ ବିଷୟରେ ଜାଣିବା |

ତେବେ ବର୍ତ୍ତମାନ ଟିଭି ପରଦା ରେ ଆପଣ ମାନେ ବିଭିନ୍ନ ପ୍ରକାର ର ରିୟାଲିଟି ଶୋ ଆପଣ ମାନେ ଦେଖିଥିବେ | ହେଲେ ସୋନୀ ଟିଭି ରେ କୁନି କୁନି ପିଲାଙ୍କୁ ନେଇ ଆୟୋଜିତ ଏହି ରିୟାଲିଟି ଶୋ ରେ ଛୋଟ ପିଲାଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ଆଗାମୀ ଭବିଷ୍ୟତ ପାଇଁ ପେରଣା ମଧ୍ୟ ଦେଇଥାଏ | ତେବେ ଏହି ରିୟାଲିଟି ଶୋ କୁ ଆୟୋଜିତ କରିଥିବା ସୋନୀ ଟିଭି ଓ ଏଥିରେ ଉପସ୍ଥିତ ଥିବା ଜର୍ଜ ମାନେ ତାଙ୍କର ମୁଖ୍ୟ ଭୂମିକା ରଖିଥିବାର ନଜର ଆସିଛନ୍ତି | ତେବେ ଏହି ରିୟାଲିଟି ଶୋ ରେ 3 ଜଣ ଜର୍ଜ ର ଭୂମିକା ତୁଲାଇବା ର ନଜର ଆସିଛନ୍ତି, ସେମାନେ ହେଉଛନ୍ତି ବୋ୍ଲୀବୂଡ଼ ବେଶ ଜଣା ଶୁଣା ସମସ୍ତ ଙ୍କ ର ଅତି ପ୍ରିୟ ନାୟିକା ଶିଳ୍ପା ସେଠୀ,ଗୀତା କପୁର ଓ ଅନୁରାଗ ବାସୁ ଙ୍କ ଦ୍ୱାରା ଏହି ଶୋ ଟି ବେଶ ସୁରଖର ରେ ଚାଲିଛି |

ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ କୁନି ଝିଅ ଟି ରାମଲୀଳା ଫ୍ଲିମର ଏକ ଗୀତ ରେ ଯେଉଁ ଗୀତ ରେ ଦୀପିକା ପାଦୁକନ ଡ୍ୟାନ୍ସ କରି ଲୋକଙ୍କ ମନ ଭିତରେ ସେ ତାଙ୍କର ନା ଲେଖିଦେଇଥିଲେ, ସେଇ ଗୀତ କୁ ପୁଣିଥରେ ସୋନୀ ଟିଭି ରେ ପୁଣି ଥରେ ଦେଖିବାକୁ ମିଳିଛି | ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି କୁନି ଝିଅ ଟି ରାମଲୀଳା ଫ୍ଲିମ ର ରାମଲୀଳା ଗୀତ ରେ ସୁନ୍ଦର ଡ୍ୟାନ୍ସ କରି ଜର୍ଜ ମାନଙ୍କୁ ଆକର୍ଷିତ କରିଥିବା ଜଣାପଡିଛି | କୁନି ଝିଅ ଏହି ଡ୍ୟାନ୍ସ ଦେଖି ତାଙ୍କୁ ପରବର୍ତ୍ତୀ ସ୍ଥାନ କୁ ଯିବାକୁ ଅନୁମତି ଦେଇଛନ୍ତି 3 ଜର୍ଜ ଯାହା ପାଇଁ ସଭିଙ୍କ ମନ ରେ ଏବେ ଏହି କୁନି ଝିଅ କଥା ଚର୍ଚ୍ଚା ଚାଲିଛି ବୋଲି ଜଣାପଡିଛି |

ତାହେଲେ ବନ୍ଧୁଗଣ ଏହା ଥିଲା ସେହିଁ ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଦେଖି ପ୍ରଶଂସା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment