ଭସାଣି ରେ ରୂପା ( Rupa ) ଙ୍କୁ ଗୋଡେଇ ଗୋଡେଇ ରଙ୍ଗ ଦେଲେ ପିଣ୍ଟୁ ଏବଂ ତାଙ୍କ ସାଥି…. ମୋତେ ଛାଡି ଦିଅ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି। ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।

ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ତେବେ ବନ୍ଧୁଗଣ ଏହି ଭିଡ଼ିଓ ଟିରେ ଦେଖିବେ କି ଆଜି ପିଣ୍ଟୁ ଓ ରୁପା ଭାଉଜ ଙ୍କ ଘରେ ମା ଲକ୍ଷ୍ମୀ ଙ୍କ ର ଭସାଣି ରହିଛି। ତେବେ ପିଣ୍ଟୁ ଭାଇଙ୍କ ଘରେ ମା ଲକ୍ଷ୍ମୀ ଙ୍କ ର ପୂଜାର୍ଚ୍ଚନା ହୋଇଥିଲା ଆଉ ଆଜି ଭସାଣି ର ସମୟ ରହିଛି। ତେବେ ମା ଙ୍କୁ ପିଣ୍ଟୁ ଭାଇଙ୍କ ପୁରା ପରିବାର ବେଶ ହସ ଖୁସିରେ ତଥା ପାରମ୍ପରିକ ରୀତିନୀତି ରେ ନଦୀ ରେ ଭସାଇ ଦେଇଛନ୍ତି। ତେବେ ଆପଣ ଏହି ଭିଡ଼ିଓ ଟିରେ ଦେଖିବା କୁ ପାଇବେ କି ପିଣ୍ଟୁ ଭାଇଙ୍କ ଘରେ ମା ଙ୍କୁ ଭସାଣି ପାଇଁ ତାଙ୍କର କାନ୍ଧ ରେ ବସାଇ ନେଇଛନ୍ତି।

ତେବେ ଭସାଣି ସମୟ ରେ ମା ଙ୍କୁ ରଙ୍ଗ ଲଗାଇବା ସହ ସମସ୍ତ ଙ୍କ ମୁଁହ ରେ ସମସ୍ତେ ରଙ୍ଗ ଲଗାଇ ଖୁସି ହେଉଛନ୍ତି। ତା ମଧ୍ୟରେ ଆମ ପିଣ୍ଟୁ ଭାଇ ତାଙ୍କର ଭାଉଜ ଓ ଭଉଣୀ ମାନଙ୍କ ସହ ବେଶ ମଜା ମସ୍ତି କରିଛନ୍ତି ତା ଭିତରେ ଡ୍ୟାନ୍ସ ମଧ୍ୟ ଚାଲିଛି। ଆଉ ମା ଙ୍କୁ ସମସ୍ତେ କାନ୍ଦ ରେ ବସାଇ ନଈ ପାଖ କୁ ନେଇ ଯାଇଛନ୍ତି , ତା ପରେ ତାଙ୍କୁ ନଇ ରେ ଭସାଣି ସାରି ପରସ୍ପର କୁ ମିଠା ଖୁଆଇ ସ୍ୱାଗତ କରିଛନ୍ତି। ତେବେ ପିଣ୍ଟୁ ଭାଇ ଓ ରୁପା ଭାଉଜ ଙ୍କ ର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି। ସମସ୍ତେ ଏହାକୁ ଦେଖି ଖୁସି ମଧ୍ୟ ହୋଇଥିବା ଜଣାପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment