ଫୁଲ ଭଲଟେଜ ଡ୍ରାମା ! ” ସ୍ୱାମୀ ଦେଢଶୁର ଦିଅର ବର ” ମିଟୁନା ଅପା ର Best Scene… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଯାତ୍ରା ଜଗତର କିଛି ସୁନ୍ଦର୍ ଦୃଶ୍ୟ ଆପଣ ଅନେକ ସମୟରେ ଦେଖିବାକୁ ପାଇଥିବେ। ଯଦି ଆପଣ ଜଣେ ଯାତ୍ରାପ୍ରେମୀ ହୋଇଥିବେ ତେବେ ଜାଣିଥିବେ ଯେ ଯାତ୍ରା ଜଗତର କଥା କେତେ ମଜାଦାର ଏବଂ ମନୋରଂଜନ ପୂର୍ଣ୍ଣ ଅଟେ। ତେବେ ଯାତ୍ରା ପ୍ରେମୀ ମାନଙ୍କର ଯାତ୍ରାପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ। ତେବେ ଯେତେବେଳେ ବି ଯାତ୍ରା ଜଗତର କୌଣସି କଥା ଆସେ ସେତେବେଳେ ଯାତ୍ରା ପ୍ରେମୀଙ୍କ ମନରେ ଭରି ଯାଇଥାଏ ଏକ ଭିନ୍ନ ଉତ୍ସାହ। ଯାତ୍ରା ଏକ ଏଭଳି ମନୋରଂଜନ ର ମଞ୍ଚ ଯାହା ଦର୍ଶକ ମାନଙ୍କୁ ତାର ଆକର୍ଷଣୀୟ ପ୍ରଦର୍ଶନ ରେ ବାନ୍ଧି ରଖିବାକୁ ସକ୍ଷମ ହୋଇଥାଏ।

ଓଡ଼ିଶାରେ ଯଲିଉଡ ଇଣ୍ଡଷ୍ଟ୍ରି ବା ଯାତ୍ରା ଜଗତର ଲୋକପ୍ରିୟତା ବେଶ୍ ଅଧିକ ରହିଛି। ଅନେକ ଯାତ୍ରା ପ୍ରେମୀ ଏମିତି ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ। ଯେଉଁଠି ବି ଅପେରା ପଡ଼ିଲେ ଏବଂ ତାଂକ ପସନ୍ଦର କଳାକାର ସେହି ପାର୍ଟିରେ ଅଛନ୍ତି ଜାଣିଲେ ସେମାନେ ଆଗ୍ରହର ସହିତ ଯାତ୍ରା ଦେଖିବାକୁ ଦୌଡ଼ି ଯାଇଥାନ୍ତି। ତେବେ ସେ ସିନେମା ଇଣ୍ଡଷ୍ଟ୍ରି ହେଉ କି ଯାତ୍ରା ଜଗତର କଥା ହେଉ, ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ।

ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି। ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଦେଖାଇବୁ ଇଷ୍ଟର୍ଣ୍ଣ ଅପେରାର ଏକ ସୁନ୍ଦର୍ ହୃଦୟସ୍ପର୍ଶୀ ଦୃଶ୍ୟ।ଏଠାରେ ଆପଣ କଳାକାର ରତି ଏବଂ ମିଟୁନା ଙ୍କ ଦମଦାର ଅଭିନୟ କୁ ଦେଖିବାକୁ ପାଇବେ।

ଏକା ଏକ ଭିନ୍ନ ସ୍ୱାଦର କାହାଣୀ। ଯାହାକୁ ଦେଖିଲେ ଆପଣ ଜାଣି ପାରିବେ କିପରି ଭାବରେ ପାରମ୍ପରିକ ବିଷୟବସ୍ତୁ କୁ ନେଇ ଏହି ନାଟକଟି ଅଗ୍ରସର ହୋଇଛି। ଯେଉଁ ଦୃଶ୍ୟ ବିଷୟରେ ଆମେ କହିବାକୁ ଯାଉଛୁ ତାହା ଏକ ଭାବପୂର୍ଣ୍ଣ ଦୃଶ୍ୟ। ବେଶ୍ ଜୀବନ୍ତ ଅଭିନୟ ଆପଣ କଳାକାର ମାନଙ୍କ ଦ୍ଵାରା ଦେଖିବାକୁ ପାଇବେ।ଏଠାରେ ସେମାନଙ୍କ ଭିତରେ ବାର୍ତ୍ତାଳାପ ଏବଂ ସେହି ସମୟର ଦୃଶ୍ୟ ବହୁତ୍ ସୁନ୍ଦର୍ ଭାବରେ ନିର୍ଦ୍ଦେଶନା କରା ଯାଇଛି। ତେବେ ଏହି କାହାଣୀ ଟି ଲୋକଙ୍କ ଦ୍ଵାରା ବେଶ ଆଦୃତ ହୋଇଛି ଯାହାକୁ ଦେଖିଲେ ଆପଣ ବି ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment