ବନ୍ଧୁଗଣ ପୁଣିଥରେ କୁନି ପିଲା ମାନଙ୍କର ଏକ ଜବରଦସ୍ତ ଡାନ୍ସ ଭିଡିଓ ସାମ୍ନାକୁ ଆସିଛି।ଏହି ଡାନ୍ସ ଭିଡିଓ କେତେ ଆକର୍ଷଣୀୟ ଏବଂ ମନଛୁଆଁ ତାହା ଦେଖିଲେ ଆପଣ ଜାଣି ପାରିବେ।ଏହି ପିଲା ମାନେ ଏକ ଦେଶାତ୍ମବୋଧକ ଗୀତରେ ତାଙ୍କର ନୃତ୍ୟ ପରିବେଷଣ କରୁଛନ୍ତି। ତେବେ ଆପଣ କୁନି ପିଲାମାନଙ୍କ ର ଅନେକ ଭିଡିଓ ସମୟକ୍ରମେ ଦେଖିବାକୁ ପାଉଥିବେ। ଆଉ ସେହିସବୁ ଭିଡିଓ ଯେମିତି ବି ହୋଇ ଥାଉ ନା କାହିଁକି ତାହା ଦେଖିବାକୁ ବହୁତ୍ ଭଲ ଲାଗେ ଏବଂ ଏକ ଭିନ୍ନ ଖୁସି ମିଳିଥାଏ। ସେହିପରି ଛୋଟ ପିଲା ମାନଙ୍କର ନାଚ ଦେଖିବାକୁ ମଧ୍ଯ ବହୁତ୍ ଖୁସି ଲାଗିଥାଏ। ଆପଣ ତ ଅନୁଭବ କରିଥିବେ ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଅଟେ।
ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି। ଏହିଭଳି ସୁନ୍ଦର୍ ଭିଡିଓ ଦେଖି ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। କାରଣ ଏହା ଏକ ମନୋରଞ୍ଜନର ସୁରାକ ଯୋଗାଇଥାଏ।ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଜଣ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ଏବଂ କୁନି ପିଲାମାନଙ୍କ ର ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି।ସେମାନେ କୁନି ପିଲା ମାନଙ୍କର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।
ତେଣୁ ଯେତେବେଳେ ବି ଆମେ କୁନି ପିଲା ମାନଙ୍କୁ ନୃତ୍ୟ କରୁ ଥିବାର ଦେଖୁ, ଆମକୁ ବହୁତ୍ ଖୁସି ଲାଗେ।ଯେତେବେଳେ ବି ଆମେ କେହି ନାଚୁଥିବାର ଦେଖିବାକୁ ପାଉ ସେତେବେଳ ଆମକୁ ଟିକିଏ ଦେଖିବାକୁ ଇଚ୍ଛା ହୁଏ। ଏହା ଆମକୁ ଏକ ଭିନ୍ନ ଖୁସି ଦେଇଥାଏ। ହୁଏତ ଅନେକ ଲୋକଙ୍କୁ ନୃତ୍ୟ ପସନ୍ଦ ହୋଇ ନପାରେ କିନ୍ତୁ ପ୍ରାୟତଃ ନାଚ ଦେଖିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ତେଣୁ ଆପଣ ଏହିଭଳି ଭାବରେ ଅନେକ ନାଚ ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ। ସେହିପରି ଯେଉଁ ଡାନ୍ସ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଠି ତିନି ଜଣ କୁନି ପିଲା ତାଙ୍କର ଜବରଦସ୍ତ ଡାନ୍ସ ଦେଖାଉଛନ୍ତି।
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ଦେଶାତ୍ମବୋଧକ ଗୀତରେ ସେମାନେ ବହୁତ୍ ସୁନ୍ଦର ଭାବରେ ତାଙ୍କର ଏହି ନୃତ୍ୟ ପରିବେଷଣ କରୁଛନ୍ତି।ଏହି କୁନି ଝିଅମାନେ ଏକ ସୁନ୍ଦର୍ ଦେଶପ୍ରେମ ର ହିନ୍ଦି ଗୀତ, ତେରୀ ମିଟି ମେଁ ମିଲି ଯାୱା ଗୀତରେ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି। ଧଳା ରଙ୍ଗର ପୋଷାକ ପିନ୍ଧି,ଉପରେ ତ୍ରିରଙ୍ଗା ପତାକା ର କଭର ବ୍ୟାଣ୍ଡ କୁ ଗୁଡ଼ାଇ ବହୁତ୍ ସୁନ୍ଦର୍ ଭାବରେ ସେମାନେ ତାଙ୍କ ନାଚକୁ ଦେଖାଉଛନ୍ତି। ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।