ବନ୍ଧୁଗଣ ସଙ୍ଗୀତ ଶୁଣିବାକୁ କିଏ ଭଲ ନପାଏ। ସମସ୍ତଙ୍କ ମନରେ ସଙ୍ଗୀତ ପ୍ରତି ଏକ ଭିନ୍ନ ଆଗ୍ରହ ଏବଂ ଉତ୍ସାହ ରହିଛି।ପୁଣି ଏକ ସୁନ୍ଦର୍ ସ୍ୱରର ସଙ୍ଗୀତ ଆଜି ଆମେ ଆପଣଙ୍କୁ ଶୁଣାଇବା ପାଇଁ ଯାଉଛୁ। ଯାହାକୁ ଜଣେ ଲୋକପ୍ରିୟ ଗାୟିକା ଗାଇଛନ୍ତି। ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ। କାରଣ ଏହା ଏକ ଭିନ୍ନ ସ୍ୱାଦର ସଙ୍ଗୀତ।ଏତେ ଚମତ୍କାର ଭାବରେ ଏହି ଗୀତଟିକୁ ଗାଇଛନ୍ତି ଏବଂ ଏହାର ଭିଡିଓ ମଧ୍ୟ ବହୁତ୍ ଭଲ ରହିଛି। ଆପଣ ମାନେ ଜାଣିଛନ୍ତି ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ।
ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ।ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ। ଗୀତ ଶୁଣିଲେ ମନଟା ଯେମିତି ଝୁମି ଉଠିଥାଏ।ଏହାକୁ ଆମେ ଶୁଣୁ, ଅନୁଭବ କରୁ ଏବଂ ଖୁସି ବି ହେଉ। ଯେଉଁଠି ବି ହେଉ ସଙ୍ଗୀତ ଶୁଣିଲେ ନିରସ କ୍ଳାନ୍ତ ଜୀବନରେ ରସ ଓ ଆନନ୍ଦ ଭରି ଯାଏ।ତେଣୁ ଏଥିପାଇଁ କୌଣସି ବି ନିର୍ଦ୍ଦିଷ୍ଟ ଜାଗା ନଥାଏ। ଯେଉଁଠି ବି ଟିକିଏ ଗୀତ ଶୁଣି ନାଚିବାର ସୁଯୋଗ ମିଳେ ସେତେବେଳ ଆମେ ନାଚିଥାଉ କିଛି ନଭାବି। ତେଣୁ ଆପଣ ଏହିଭଳି ଭାବରେ ଅନେକ ସଙ୍ଗୀତର ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ।
କିନ୍ତୁ ଯେତେବେଳେ ଏକ ଭିନ୍ନ ସ୍ୱାଦର ସଙ୍ଗୀତ ଯାହା ଆମର ପୁରୁଣା ଦିନକୁ ମନେ ପକାଇ ଦେଇଥାଏ, ସେହିଭଳି କିଛି ସଙ୍ଗୀତ ଆମେ ଶୁଣିବାକୁ ଏହା ଆମକୁ ବହୁତ୍ ଭଲ ଲାଗିଥାଏ। ବହୁତ୍ ଆନନ୍ଦ ଲାଗିଥାଏ ଏପରି ସଙ୍ଗୀତ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ। ସେହିଭଳି ଏକ ଗୀତ ହେଉଛି ଶୋଇଯା ବାବୁ ରେ ହୋଇନି ବେଳ, ଉଠିବୁ ଆସିଲେ ନୂଆ ସକାଳ।ଏହି ଗୀତର ଲୋକପ୍ରିୟତା ବେଶ୍ ଅଧିକ ଏଵଂ ଏହାକୁ ଅଗଣିତ ଶ୍ରୋତା, ସଙ୍ଗିତପ୍ରେମି ଶୁଣି ସାରିଛନ୍ତି।ଏହା ଏକ ନାନା ବାୟା ଗୀତ। ଏହାକୁ ଆମେ ଲୋରି ବୋଲି ମଧ୍ୟ କହିଥାଉ।
ଏହି ସୁନ୍ଦର୍ ଲୋକପ୍ରିୟ ଗୀତକୁ ଗାଇଛନ୍ତି ଜଣେ ଲୋକପ୍ରିୟ ଗାୟିକା ସମୀକ୍ଷା। ଏହି ଗୀତର ଲିରିକ୍ସ ଲେଖିଛନ୍ତି ଆଲେଖ ବିଶ୍ଵାଳ। ଆଉ ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ପ୍ରେମ୍ ଆନନ୍ଦ।ଏହା ଏମିତି ଏକ ମନ ପସନ୍ଦର ଗୀତ ଯାହାକୁ ଏବେ ସୁଦ୍ଧା ୧ କୋଟି ରୁ ଉର୍ଦ୍ଧ୍ବ ଲୋକ ଶୁଣି ସାରିଲେଣି।ଏହି ସଙ୍ଗୀତ ର ସଂଗୀତ ରଚନା କେବଳ ମନ ମୁଗ୍ଧକର ନୁହେଁ ବରଂ ଏହାର ଭିଡିଓ ମଧ୍ୟ ଲୋକଙ୍କୁ ବେଶ୍ ଆକୃଷ୍ଟ କରିଛି। ଆପଣ ଯଦି ଏହି ଗୀତକୁ ଶୁଣି ନାହାଁନ୍ତି ତେବେ ନିଶ୍ଚିତ ଏହାକୁ ଶୁଣନ୍ତୁ ଏହା ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।