ଓଡ଼ିଶାର No 1 ୟୁଟୁବର ରୂପା ପିଣ୍ଟୁ ଙ୍କର ମାର୍କେଟ କୁ ଆସିଲା ନୂଆ ଆଲବମ ଭିଡ଼ିଓ ” Meghare Megha ” ମାତ୍ର 4 ଘଣ୍ଟାରେ 665K ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ରୂପା ଏବଂ ପିଣ୍ଟୁ ଙ୍କ ନୂଆ ମ୍ୟୁଜିକ ଭିଡିଓ। ଯାହାକୁ ରୂପା ଓ ପିଣ୍ଟୁଙ୍କ ଅଗଣିତ ପ୍ରସଂଶକ ଅନେଇ ରହିଥିଲେ।ଏବେ ମ୍ୟୁଜିକ ଭିଡିଓ ଗୁଡ଼ିକର କିପରି ଚାହିଦା ରହିଛି ତାହା ତ ଆପଣ ମାନେ ଜାଣି ପାରୁଥିବେ।ବର୍ତ୍ତମାନ ଓଡ଼ିଆ ଆଲବମ୍ ମ୍ୟୁଜିକ ଭିଡିଓ ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ସୋସିଆଲ ମିଡିଆରେ। ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି। ତେବେ ଆପଣ ତ ଜାଣିଛନ୍ତି କିପରି ଭାବରେ ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛନ୍ତି ଓଡ଼ିଶାର ଅନେକ ଯୁବ ଆର୍ଟିଷ୍ଟ।

ଏହିସବୁ ଗୀତର ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି।ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ। ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ଟେକ୍ନିକାଲ ମୋଡ଼ିଫିକେଶନ ମଧ୍ଯ ଅନେକ ମାତ୍ରାରେ ହେଉଛି। ଯାହା ଏହିସବୁ ଭିଡିଓ କୁ ଅନ୍ଯ ଇଣ୍ଡଷ୍ଟ୍ରି ସହିତ ଟକ୍କର ଦେବାକୁ ସକ୍ଷମ ହୋଇ ପାରୁଛି। ଅନେକ ଲୋକପ୍ରିୟ ଭିଡିଓ ଗୀତ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ଏବେ ସାମ୍ନାକୁ ଆସୁଛି। ଆଉ ଏହି ଇଣ୍ଡଷ୍ଟ୍ରି ମଧ୍ଯ ବହୁତ୍ ଭଲ ରୋଜଗାର କରୁଛି।

ତେବେ ନୃତ୍ୟ ଏବଂ ସଙ୍ଗୀତ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ କେତେ ମଜାଦାର ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ।ଏହି ଭିଡିଓ ରେ କିପରି ଭାବରେ ରୂପା ଏବଂ ପିଣ୍ଟୁ ଏକ ଜବରଦସ୍ତ ଡାନ୍ସ ଜଲୱା ଦେଖାଉଛନ୍ତି ତାହା ଦେଖନ୍ତୁ। ସୁନ୍ଦର୍ ଲୋକେସନ୍ ସାଙ୍ଗକୁ ସୁନ୍ଦର୍ କୋରିଓଗ୍ରାଫି କରା ଯାଇଛି ଏହି ଭିଡିଓର।

ତେବେ ଏହି ଗୀତଟିର ଟାଇଟଲ ହେଉଛି ମେଘରେ ମେଘ।ଏହି ଗୀତଟି ଏବେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଏହି ଗୀତକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅନନ୍ୟା ଶ୍ରୀତମ ନନ୍ଦ। ଏହି ଗୀତର ଲିରିକ୍ସ ଲେଖିଛନ୍ତି ପଞ୍ଚାନନ ନାୟକ ଓ ମ୍ୟୁଜିକ ଦେଇଛନ୍ତି ଜାପାନୀ ଭାଇ ତେବେ ଏହି ଗୀତଟି ବହୁତ୍ ଲୋକଙ୍କୁ ହୃହୟକୁ ଛୁଇଁବ ବୋଲି ଆଶା କରାଯାଏ।ଆପଣ ବି ଏହି ଭିଡିଓ କୁ ଦେଖିଲେ ନିଶ୍ଚୟ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment