ତାହେଲେ ବନ୍ଧୁଗଣ ଆଜିର ସଭ୍ୟତା ବଦଳିବ ସହିତ ଲୋକ ମାନଙ୍କର ଚିନ୍ତା ଧରା ତାହା ସହିତ , ଆଧୁନିକ ଯୁଗରେ ପିଲାମାନଙ୍କର ପସନ୍ଦ ମଧ୍ୟ ବଦଳି ଗଲାଣି |ତେବେ ଆଗରୁ ଛୋଟ ଛୋଟ ପିଲା ମାନଙ୍କୁ ଖେଳନା ଦେଲେ ସେମାନେ ସେହି ଖେଳନାକୁ ନେଇକି ଖେଳିବାକୁ ଲାଗି ଯାଉଥିଲେ | କିନ୍ତୁ ଆଜିର ସଭ୍ୟତା ସହିତ ଆଧୁନିକ ଜ୍ଞାନ ଆଉ କୌଶଳ ର ମଧ୍ୟ ବିକାଶ ଘଟୁଛି | ଆଉ ଯାହା ଫଳରେ ଆଜିକାର ପିଲାମାନେ ଖେଳନା ପରିବର୍ତ୍ତେ ମୋବାଇଲ, କମ୍ପୁଟର ରେ ଖେଳିବାକୁ ଅଧିକ ପସନ୍ଦ କରୁଛନ୍ତି | ତେବେ ଆଜି ସେହି ଭଳି ଏକ ଭିଡିଓ ବହୁତ ପରିମାଣରେ ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ଦେଖା ଦେଇଛି କି କୁନି ବୟସରେ ପିଲାଟି ଜିଦ କରିଛି ବନ୍ଧୁକ ନେବା ପାଇଁ | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆମେ ଜାଣିଥାଉ ସାଧାରଣତଃ ପିଲାମାନେ ବିଭିନ୍ନ ପ୍ରକାରର ଖେଳଣା ବିଭିନ୍ନ ପ୍ରକାରର ଜିନିଷ ନେବାକୁ ଜିଦ କରିଥାନ୍ତି, ଆଉ ଏହି ଜିଦକୁ ପୂରଣ କରିବା ପାଇଁ ମଧ୍ୟ ବାପା ଓ ମାଆ ମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟା ମଧ୍ୟ କରିଥାନ୍ତି | ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ସେହି ଭିଡିଓ ରେ ଦେଖା ଯାଉଛି କି ଜଣେ ଯବାନ ତାଙ୍କର ବନ୍ଧୁକକୁ ଧରି ଛିଡା ହେଇଛନ୍ତି | ଆଉ ଠିକ ସେହି ସମୟରେ ଜଣେ ଛୋଟ ପିଲାଟି ଆସିଛି ସେହି ଯବାନ ଙ୍କ ସାମ୍ନାକୁ | ଆଉ ଘଟଣା ସ୍ଥଳରେ କିଛି ଏମିତି ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |
ତେବେ ଭାଇରାଲ ହେଉଥିବା ସେହି ଭିଡିଓ ରେ ଦେଖା ଯାଉଛି କି ଛୋଟ ପିଲାଟି ଯାଇ ଯବାନ ଙ୍କ ପାଖରୁ ବନ୍ଧୁକ ଛଡାଉଛି | ଆଉ ତାଙ୍କୁ ବନ୍ଧୁକ ଦେବା ପାଇଁ ମଧ୍ୟ ହାତ ଯୋଡ଼ି ଅନୁରୋଧ କରୁଛି | ଆଉ ଯବାନ ଜଣଙ୍କ ସେହି ବନ୍ଧୁକ କୁ ନ ଦେବାରୁ କାନ୍ଦିବାକୁ ଲାଗିଛି ସେହି କୁନି ଛୁଆଁ ଟି | ତେବେ ଅନ୍ୟ ପଟରେ ଆଉ ଗୋଟିଏ ସେମିତି ଭିଡିଓ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁ ଭିଡିଓ ରେ ଦେଖା ଯାଉଛି କି ସେମିତି ଛୋଟ ପିଲାଟି ବନ୍ଧୁକ ପାଇଁ ଜିଦ ଧରିକି ବସିଛି |.
ତେବେ ପିଲାଟିର ସେହି ଭଳି ଜିଦକୁ ନ ଶୁଣିବାରୁ ରାଗି ଯାଉଛି ପିଲାଟି ଆଉ ରାଗି ଯାଇ ଯବାନ ଙ୍କ ଉପରକୁ ଗୋଇଠା ମାରିବାରେ ଲାଗିପଡିଛି | ଆଉ କାନ୍ଦିବାକୁ ମଧ୍ୟ ଲାଗିଛି | ଆଉ ଯାହା କୁ ଦେଖିକି ଜାଣି ହେଉଛି କି ଛୋଟ ପିଲାଟି ର କେଉଁ ଆଡକୁ ଇଚ୍ଛା ରହିଛି | ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଆଉ ଏହିପରି ଭିଡିଓକୁ ଦେଖିକି ଲୋକ ମାନେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।