ଦର୍ଶକ ବନ୍ଧୁ ଆମେ ଜାଣିଛୁ କି ମଣିଷ ପାଖରେ ବିଭିନ୍ନ ପ୍ରକାରର ରୋଗ ଦେଖା ଯାଇଥାଏ | ଆଉ ସେହି ରୋଗ ର ବିଭିନ୍ନ କାରଣ ଗୁଡିକ ମଧ୍ୟ ରହିଥାଏ | ତେବେ ଆଜି ଆମେ ଜାଣିବା ଛିଙ୍କ କାହିଁକି ହେଇଥାଏ ଓ ଏହାର କାରଣ କଣ | କଣ କରିବା ଦ୍ୱାରା ଆମେ ଏହାକୁ ରୋକିପାରିବା ଏହାର ଚିକିତ୍ସା କଣ ରହିଛି ସେ ବିଷୟରେ ଜାଣିବା | ତେବେ ଛିଙ୍କ ଏକ ଆଲର୍ଜିକ ରୋଗ ହୋଇଥାଏ | ଆଉ ଯାହା ଆମ ଖାଇବା ଓ ନିଶ୍ୱାସ ପ୍ରଶ୍ୱାସ ନବା ଦ୍ୱାରା ହେଇଥାଏ |ତାହାଲେ ଏବେ ଜାଣିବା ଏହି ଆଲରଜି କାହିଁକି ହୁଏ ସେ ବିଷୟରେ ଆଲୋଚନା କରିବା |
ତେବେ ଆମେ ପ୍ରଥମେ ଜାଣିବା ଆଲରଜି କାହିଁକି ହୁଏ :-ଏହା ସାଧାରଣତ ଆମ ନିଶ୍ୱାସ ନେବା ବେଳେ ଦେଖା ଯାଇଥାଏ | ଯେମିତିକି ଗଛ କୌଣସି ଫୁଲ ତାହା ହେବା ରେ ଝଡ଼ି ଯାଇ ତାହାର ବାସ୍ନା ଆମ ନାକ ରେ ପଡିଥାଏ ତାହାଲେ ଆମକୁ ଛିଙ୍କ ହେଇଥାଏ ଏହା ହେଉଛି ଗୋଟିଏ ପ୍ରକାର ଆଲରଜି | ଏହାର ପ୍ରଥମ ଷ୍ଟେଜ ରେ ନାକରୁ ପାଣି ବାହାରି ଥାଏ, କିନ୍ତୁ ପରେ ନାକ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ଓ ନିଶ୍ୱାସ ପ୍ରଶ୍ୱାସ ରେ ମଧ୍ୟ ଅସୁବିଧା ହୋଇଥାଏ |
ଏହାର ଲକ୍ଷଣ କଣ :-
ଏହା ସାଧାରଣତଃ ଦ୍ୱିପ୍ରକାର ସମୟରେ ଦେଖା ଯାଇଥାଏ|
(1) ଏହା ବର୍ଷା ସମୟରେ ଦେଖା ଯାଇଥାଏ ଓ (2 ) ରେ ବର୍ଷ ରେ ଅଳ୍ପ ସମୟ ପାଇଁ ହେଇଥାଏ | ଏହା ସାଧାରଣତଃ ଆମେ ଘରେ ବ୍ୟବହାର କରୁଥିବା ଗୋଦି ରେ ଧୂଳି ଜମା ହେବା ପରେ ସେଥରୁ ଯେଉଁ ଧୂଳି କଣା ବାହାରିଥାଏ ତାହା ଆମ ନାକ ରେ ପଡିଥାଏ ଯାହା ପାଇଁ ଆମକୁ ଛିଙ୍କ ହେଇଥାଏ ଏହି ସମୟରେ ନାକ ରୁ ପାଣି ବାହାରିବା ଜୋର ଛିଙ୍କ ହେବା, ଓ ଦିନରେ ଏହା ବାରମ୍ବାର ଦେଖା ଯାଇ ଥାଏ |
ତେବେ ଏହି ପ୍ରକାରର ଛିଙ୍କ ଆଉ ଏଲର୍ଜି ବିଶେଷ କରିକି ସକାଳେ ଅଧିକ ଦେଖା ଦେଇଥାଏ | ଆଉ ଆମର ଏଲର୍ଜି ବିଭିନ୍ନ ପ୍ରକାରର ଜିନିଷ କୁ ନେଇକି ରହିଥାଏ ଯଥା ଧୂଳି, କୌଣସି ପ୍ରକାରର କୀଟ, ଖାଦ୍ୟ ପ୍ରତି ଏମିତି ଅନେକ ପ୍ରକାରର ଏଲର୍ଜି ଆମ ଶରୀରରେ ଦେଖା ଦେଇଥାଏ | ଆଉ ଯାହା ଫଳରେ ଏହି ଏଲର୍ଜି ଗୁଡିକ ନାକରେ ଜମା ହୋଇକି ରହିଥାନ୍ତି, ଆଉ ସକାଳେ ଉଠିଲା ମାନେ ଛିଙ୍କ ହେଉଥିବାର ଦେଖା ଯାଇଥାଏ ସେହି ମାନଙ୍କ ଠାରେ |
ତେବେ ଏହି ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଡାକ୍ତର ଙ୍କ ପାଖରୁ ପରାମର୍ଶ ନେଇ ଚିକିତ୍ସା କରି ପାରିବା ଓ ଇଉମିନଥୋରାପି ମାଧ୍ୟମରେ ଏହି ପ୍ରକାରର ଏଲର୍ଜିକ ଜନିତ ରୋଗରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇବା, ଆଉ ଯାହା ଦ୍ଵାରା ଆଉ ଛିଙ୍କ ହେବ ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
Good day! I simply want to give you a huge thumbs up for your excellent info you have here on this post. I am returning to your web site for more soon.