ତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆଉ ଏହି ଉତ୍ତମ ସମ୍ପଦ ର ରକ୍ଷା କରିବା ଆମର ଦାୟିତ୍ୱ ହୋଇଥାଏ | ତେବେ ପ୍ରତେକେ ଚାହାଁନ୍ତି କି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ହେଉ | ଆଉ ତାହା ସହିତ ଆମେ ଖାଉଥିବା ଖାଦ୍ୟ ଉପରେ ସମ୍ପୂର୍ଣ୍ଣ ପରିମାଣରେ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ | ତେବେ ଅଣ୍ଡା ରେ ମଧ୍ୟ ଭରପୁର ହୋଇକି ପ୍ରୋଟିନ ରହିଛି ଯାହା ଆମ ଶରୀରରେ ବୃଦ୍ଧି ଆଉ ବିକାଶ ରେ ସାହାଯ୍ୟ କରିଥାଏ |କିନ୍ତୁ ଅଣ୍ଡା ଖାଇବା ସହିତ ଆଉ କେତେକ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପଡିଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଆଲୋଚନା କରିବା କୁ ଅଣ୍ଡା ଖାଇବା ପରେ କଣ ଖାଇଲେ ଏହା ଆମ ଦେହ ଉପରେ ଖରାପ ପ୍ରଭାବ ପକାଇବ |
ତେବେ ଏହି ଅଣ୍ଡା ସମସ୍ତଙ୍କ ପାଇଁ ଆବଶ୍ୟକ ହୋଇଥାଏ | ଆଉ ଅଣ୍ଡା ଆମ ଶରୀରକୁ ପ୍ରୋଟିନ ଯୋଗାଇଥାଏ |ଆଉ ଅନେକେ କ୍ଷେତ୍ରରେ ଦେଖା ଦିଏ କି ଜିମ ଯାଉଥିବା ଲୋକ ମାନଙ୍କୁ ପ୍ରତେକ ଦିନ ଅଣ୍ଡା ଖାଇବା ପାଇଁ କୁହାଯାଏ | କାରଣ ଅଣ୍ଡା ଖାଇଲେ ଆମର ଶରୀରରେ ଶକ୍ତିର ମାତ୍ରା ବୃଦ୍ଧି ପାଇଥାଏ | ତେବେ ଅଣ୍ଡା ତ ଠିକ ଅଛି, ସେହି ଅଣ୍ଡା ଖାଇବା ସହିତ ବା ତାହା ପରେ ଆମେ ଆଉ କେତୋଟି ଖାଇବା ଖାଇ ସେଇଥାଉ ଯାହା ଆମକୁ ବିଭିନ୍ନ ରୋଗକୁ ସୃଷ୍ଟି କରେଇବାରେ ସାହାଯ୍ୟ କରେଇଥାଏ | ତାହେଲେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଖାଦ୍ୟ ଦୁଇଟି କଣ କଣ ଯାହା ଆମ ଶରୀର ଉପରେ ପ୍ରଭାବ ପକାଇଥାଏ |
ତେବେ ସେହି ଦୁଇଟି ଜିନିଷ ହେଉଛି ଲେମ୍ବୁ ଆଉ କଦଳୀ, ଆଉ ଯାହାକୁ ଖାଇବା ପରେ ବ୍ୟବହାର କରିବା ଫଳରେ ଏହା ଆମ ଶରୀରରେ ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରେଇଥାଏ | ତାହେଲେ ଆସନ୍ତୁ ପ୍ରଥମେ ଜାଣିବା ଅଣ୍ଡା ଖାଇବା ସହିତ ଲେମ୍ବୁ ର ବ୍ୟବହାର କରିଲେ କଣ ସବୁ ଅସୁବିଧା ହୋଇଥାଏ |
1- ତେବେ ଆମେ ଅନେକ ସମୟରେ ଅଣ୍ଡା ଖାଇବା ବେଳେ ଅଣ୍ଡା ଉପରେ ଲେମ୍ବୁ କୁ ଚିପୁଡ଼ିକି ଅଣ୍ଡା ଉପରେ ପକାଇ ଖାଇଥାଉ , ଆଉ ଯାହା ବହୁତ ଟେଷ୍ଟି ଲାଗିଥାଏ | କିନ୍ତୁ ଏହାର ଖରାପ ପ୍ରଭାବ ଆମ ଶରୀର ଉପରେ ପଡିଥାଏ | ଯଦି ଆପଣଙ୍କର ଶରୀରରେ ହାର୍ଟ ଜଣିତ ସମସ୍ୟା ବା ଲୋ ବିପି ଜଣିତ ସମସ୍ୟା ଦେଖା ଦେଉଛି ତାହେଲେ ମଧ୍ୟ ଅଣ୍ଡା ସହିତ ଲେମ୍ବୁ ଖାଆନ୍ତୁ ନାହିଁ |
2- ଅନେକ ସମୟରେ ଜିମ ସେଣ୍ଟର୍ଭରେ ଲୋକ ମାନେ ଅଣ୍ଡା ପରେ କଦଳୀ ଖାଇବାକୁ ପସନ୍ଦ କରନ୍ତି, କିନ୍ତୁ ତାହା ଆମ ଶରୀର ପାଇଁ ବହୁତ ଖରାପ ପ୍ରଭାବ ପକାଇଥାଏ |ତେବେ କ୍ଷୀର ସହିତ କଦଳୀ ଖାଇଲେ ବହୁତ ଲାଭ ମିଳିଥାଏ ଆମ ଶରୀରକୁ କିନ୍ତୁ ଅଣ୍ଡା ପରେ କଦଳୀ ଖାଇଲେ ଏହା ଆମ ଶରୀରରେ ପେଟ ଜଣିତ ସମସ୍ୟା
ଗ୍ୟାଷ୍ଟିକ ଭଳି ସମସ୍ୟା ଦେଖା ଯାଏ | ତାହା ସହିତ ଆମର ମୁହଁରେ ବ୍ରଣ ବାହାରିବା, ଅନ୍ତ ନଳିରେ ନାଲି ନାଲି ବାହାରିଯିବା, ଦେହରେ ମଧ୍ୟ ଏଲର୍ଜି ଭଳି ବାହାରିଯିବାର ନଜର ଆସେ |
ତେଣୁ ବନ୍ଧୁଗଣ ଅଣ୍ଡା ସହିତ ଏହି ଦୁଇଇ ଜିନିଷ ଖାଇବା ଆମ ଶରୀର ପକ୍ଷେ ଅତ୍ୟନ୍ତ କ୍ଷତି କାରକ ହୋଇଥାଏ | ଯାହାକୁ ମାନିଲେ ଆମର ଲାଭ ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
Good day! I simply want to give you a huge thumbs up for your excellent info you have here on this post. I am returning to your web site for more soon.