ବନ୍ଧୁଗଣ ଓଡ଼ିଶାର ଜଣେ ଆଗଧାଡିର ଗାୟିକା ଅସୀମା ପଣ୍ଡାଙ୍କୁ ତ ଆପଣ ଭଲ ଭାବରେ ଜାଣିଥିବେ। ଓଡିଶାର ସେ ଜଣେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି। ତାଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ଅସୀମା ପଣ୍ଡା। ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଆପଣମାନେ ଜାଣିଛନ୍ତି ଯେ ସେ ଅନେକ ଫିଲ୍ମ୍ ଏବଂ ଆଲବମ ଗୀତରେ ତାଙ୍କର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି। ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇଛନ୍ତି।
ଆପଣ ତ ଜାଣିଛନ୍ତି ଗାୟିକା ଅସୀମା ପଣ୍ଡା ଓଡିଶାର କିଛି ସୀଙ୍ଗିଙ୍ଗ ଶୋ ରେ ମଧ୍ୟ ସେ ବିଚାରକ ର ଦାୟିତ୍ଵ ନିର୍ବାହ କରିଛନ୍ତି। ଅନେକ ପ୍ରକାରର ଗୀତକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି। ତେବେ ଏହି ଗାୟିକା ଜଣଙ୍କର ତାଙ୍କର ଚୁଲବୁଲି ଗୁଣ ସାଙ୍ଗକୁ ତାଙ୍କର ମନୋଲୋଭା ହସ ପାଇଁ ସେ ବହୁତ୍ ଆକର୍ଷଣୀୟ ଲାଗନ୍ତି।ସେ ତାଙ୍କର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। ତାଙ୍କ ସୁନ୍ଦରତା ଏବଂ ସ୍ୱର ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ।ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ମଧ୍ୟ ସେ ବେଶି ଲୋକପ୍ରିୟ ଅଟନ୍ତି।
ଅନେକ ସମୟରେ ସେ ତାଙ୍କର ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଥାନ୍ତି।ନିଜର ସୁନ୍ଦରତା ଏବଂ ଭିନ୍ନ ଅନ୍ଦାଜ ର ଜୀବନଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା ଅଟନ୍ତି ସିଙ୍ଗର ଅସୀମା ପଣ୍ଡା।ସେ ଅନେକ ସମୟରେ କିଛି ଏମିତି ଗୀତ ଗାଇଥାନ୍ତି ଯାହା ବହୁତ୍ ହିଟ୍ ହେବା ସହିତ ଚର୍ଚ୍ଚାରେ ରହିଥାଏ। ସେହିପରି ଏକ ଗୀତକୁ ନେଇ ସେ ଏବେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି। ଆପଣ ତ ଜାଣିଛନ୍ତି ଅନେକ ଷ୍ଟେଜ ଶୋ ରେ ସେ ତାଙ୍କର ଗାୟିକୀ ର ପ୍ରଦର୍ଶନ କରିଥାନ୍ତି। ସେହିଭଳି ଏକ ଷ୍ଟେଜ ଶୋ ରେ ସେ ଗାଇଥିବା ଏକ ଭିଡିଓ ର ଦୃଶ୍ୟ ଏବେ ସାମ୍ନାକୁ ଆସିଛି।
ଅସୀମା ପଣ୍ଡା ଏକ ଜବରଦସ୍ତ ଗୀତ ଏଠାରେ ଗାଉଛନ୍ତି।ଏହି ଗୀତଟି ହେଉଛି ସୁପରହିଟ ଓଡ଼ିଆ ଗୀତ ହଳଦୀଗିନା।ଏକ ଷ୍ଟେଜ ଶୋ ର କାର୍ଯ୍ୟକ୍ରମ ଯାହା ୪୬ ତମ କୁମାର ଉତ୍ସବ ଉପଲକ୍ଷେ ଆୟୋଜିତ ହୋଇଥିଲା। ଖୋର୍ଦ୍ଧାର ଏହି ଉତ୍ସବ ରେ ଅସୀମା ପଣ୍ଡାଙ୍କ ଏହି ଗୀତକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ। ସେମାନେ ଅସୀମା ପଣ୍ଡାଙ୍କ କଣ୍ଠରୁ ଏହାକୁ ଶୁଣି ଖୁସି ହେବା ସହିତ ଉତ୍ସାହିତ ମଧ୍ୟ କରୁଛନ୍ତି। ତେବେ ଅସୀମା ପଣ୍ଡାଙ୍କ ଏହି ଷ୍ଟେଜ ଶୋ ର ଭିଡିଓ ଏବେ ବେଶ୍ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।