ଖୁବ ଶୀଘ୍ର ରୂପା ପିଣ୍ଟୁ ଙ୍କ ଘରକୁ ଆସିବାକୁ ଯାଉଚି ସବୁଠାରୁ ବଡ କାର ( Car )… ଜାଣନ୍ତୁ କେତେ ରହିଛି ଦାମ ( Price )… ମାତ୍ର 4 ଘଣ୍ଟାରେ 248K ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଲୋକପ୍ରିୟ ଯୋଡ଼ି ରୂପା ଏବଂ ପିଣ୍ଟୁଙ୍କ ଏକ ସୁନ୍ଦର୍ ବ୍ଲଗ୍ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ଆପଣ ତ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ର ଏକ ସୁପରହିଟ ଯୋଡି ଭାବରେ ରୂପା ଏବଂ ପିଣ୍ଟୁ ଦୁଇ ଜଣ ଏକ ଲୋକପ୍ରିୟ ଚେହେରା ପାଲଟି ଛନ୍ତି।ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ ସବୁ କରୁଛନ୍ତି। ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ଯାହା ଆପଣ ସୋସିଆଲ ମିଡ଼ିଆରେ ସେମାନଙ୍କ ପ୍ରଶଂସକ ମାନଙ୍କର ଭଲପାଇବା ଏବଂ ପ୍ରତିକ୍ରିୟାରୁ ଜାଣି ପାରୁଥିବେ।ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ।

ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ରୂପା ଏବଂ ପିଣ୍ଟୁ ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ଏବେ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ବହୁତ୍ ଅଧିକ।ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଓଡ଼ିଶାରେ। ବହୁତ୍ ସୁନ୍ଦର୍ ସୁନ୍ଦର୍ ଭିଡିଓ ସବୁ ସେମାନେ ଲୋକଙ୍କୁ ମନୋରଂଜନ ପାଇଁ ଭେଟି ଦେଉଛନ୍ତି। ଆପଣ ଏ ଦୁହିଁଙ୍କର ଅନେକ ଭିଡିଓ ଦେଖି ସାରିଥିବେ।ତାଙ୍କର ପ୍ରତିଟି ଭିଡିଓ ଲୋକ ମାନଙ୍କୁ ବହୁତ୍ ପସନ୍ଦ ଆସିଥାଏ।

ତେବେ ଅନ୍ୟ ମାନଙ୍କ ଭଳି ସେମାନଙ୍କ ଅଭିନୟର ଡାନ୍ସ ର ଚାହିଦା ବେଶ୍ ଅଧିକ ରହିଛି।ଆଉ ଏସବୁରେ ସବୁଠାରୁ ଆଗରେ ରହିଛନ୍ତି ରୂପା ଏବଂ ପିଣ୍ଟୁ।ଅନେକ ଲୋକପ୍ରିୟ ଭିଡିଓ ଗୀତ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ସେମାନେ କରିଥାନ୍ତି। ସେମାନେ ନିଜର ଟାଲେଣ୍ଟ କୁ ଉପଯୋଗ କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି। ବ୍ଲଗ୍ ଭିଡିଓ ମାଧ୍ଯମରେ ମଧ୍ୟ ସେମାନେ ତାଙ୍କର ପ୍ରସଂଶକଙ୍କ ନିକଟତର ହୁଅନ୍ତି।ତାଙ୍କର ଅନେକ ବ୍ଲଗ୍ ଭିଡିଓ ଗୁଡ଼ିକୁ ଆପଣ ତାଙ୍କର ୟୁ ଟ୍ୟୁବ୍ ଚ୍ୟାନେଲ ରେ ଦେଖିଥିବେ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି।

ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ରୂପା ଏବଂ ପିଣ୍ଟୁ ଏକ ନୂଆ କାର ଆଣିବାକୁ କାର୍ ଶୋ ରୁମ କୁ ଯାଇଛନ୍ତି ଏବଂ ସେଠାରେ କିଛି କାର କୁ ପସନ୍ଦ କରି ସେମାନେ ତାଙ୍କର ଭିଓର ମାନଙ୍କୁ ପଚାରିଛନ୍ତି ଯେ କେଉଁ କାର ସେମାନେ ନେଲେ ଭଲ ହେବ ଏବଂ କେଉଁଟା ଅଧିକ ସୁନ୍ଦର୍ ଲାଗୁଛି।ସେହି କାର ଗୁଡ଼ିକ ଆଗରେ ଛିଡ଼ା ହୋଇ ସେମାନେ ଫଟୋ ସୁଟ ବି କରିଛନ୍ତି। ଏହାପରେ ସେମାନେ ଡ୍ରେସ୍ ଶୋ ରୁମ ଯାଇ ଡ୍ରେସ୍ କିଣୁଥିବା ଦେଖିବାକୁ ମିଳୁଛି। ବେଶ୍ ଖୁସି ଏବଂ ଉତ୍ସାହର ସହ ସେମାନେ ସପିଂ କରୁଥିବା ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment