ହଁ ଦର୍ଶକ ବନ୍ଧୁ ନାରୀ ମାନଙ୍କ ପାଇଁକି ନିହାତି ଜରୁରୀ ହୋଇଥାଏ କି ସେମାନେ ଗର୍ଭବତୀ ହେବା ସହିତ ନିଜ ଭଳି ଆଗକୁ ନୂଆ ଜେନେରେସନ ସୃଷ୍ଟି କରିବେ | ତେବେ ଆମେ ଗର୍ଭବତୀ ଅଛୁ କି ନାହିଁ ତାହା ମଧ୍ୟ ଆମର ଜାଣିବା ନିହାତି ଆବଶ୍ୟକ ହୋଇଥାଏ ତାହା ନ ଜାଣିବା ପର୍ଯ୍ୟନ୍ତ ଆମେ ଆମର ପିଲା ର କେୟାର ମଧ୍ୟ ନେଇ ପାରିବୁ ନାହିଁ ଆମ ଗର୍ଭ ରେ | ତେବେ ଆଜି କାଲି ଆମେ ଗର୍ଭବତୀ ଅଛୁ କି ନାହିଁ ତାହା ଜାଣିବା ପାଇଁ ବିଭିନ୍ନ ପ୍ରକାରର ଡାକ୍ତରୀ ଉପାୟ ଗୁଡିକ ରହିଛି | ଯେଉଁ ଉପାୟକୁ ଆମେ ଆପଣଇକି ଆମେ ଘରେ ରହିକି ଗର୍ଭବତୀ ଅଛୁ କି ନାହିଁ ତାହା ସହଜରେ ଜାଣି ପାରିବା | ତେବେ ଆସନ୍ତୁ ସେହି ଉପାୟ ଗୁଡ଼ିକ କଣ ତାହା ବିଷୟରେ ଆଲୋଚନା କରିବା |
ତେବେ ଆମେ ମାନେ ଜାଣିଛୁ କି ଆମେ ମାନେ ପ୍ରେଗ୍ନେଣ୍ଟ ଅଛୁ କି ନାହିଁ ତାହା ଜାଣିବା ପାଇଁ ଆମେ ଅନେକ ସମୟରେ ପ୍ରେଗ୍ନେସି କିଟ ବ୍ୟବହାର କରିଥାଉ | ତେବେ ସେହି ସବୁ ଜିନିଷ କୁ ଆମେ ବ୍ୟବହାର କରିକି ଆମେ ଗର୍ଭବତୀ ଅଛୁ କି ନାହିଁ ଆମର ୟୁରିନ ବା ପରିସ୍ରା ମାଧ୍ୟମରେ ଜାଣି ପାରିଥାଉ | ତେବେ ସେଥିପାଇଁ ଆମକୁ ମେଡ଼ିସିନ ଷ୍ଟୋର କୁ ଯିବା ପାଇଁ ପଡିଥାଏ | ତେବେ ଏଭଳି କିଛି ଘରେଇ ଉପକରଣ ରହିଛି ଯାହାକୁ ଆମେ ଘରେ ବ୍ୟବହାର କରିକି ଜାଣିପାରିବା କି ଆମେ ପ୍ରେଗ୍ନେଣ୍ଟ ଅଛୁ କି ନାହଁ |
ତେବେ ସେହି ଉପାୟ ଗୁଡିକ ହେଲା |
1- ତେବେ ଆପଣ ଗର୍ଭବତୀ ଅଛନ୍ତି କି ନାହିଁ ଜାଣିବା ପାଇଁ ହେଲେ ଆପଣଙ୍କୁ ସକାଳ ର ୟୁରିନ ନିହାତି ଆବଶ୍ୟକ ହୋଇଥାଏ | ତେବେ ଆପଣଙ୍କୁ କିଛି ଚିନି ର ମଧ୍ୟ ଆବଶ୍ୟକତା ରହିଛି |ଆପଣ ନିଦ ରୁ ଉଠିବା ପରେ ଗୋଟିଏ ଗ୍ଲାସ ରେ ୟୁରିନ କୁ ଧରନ୍ତୁ ତାହା ପରେ ସେଥିରେ ଚିନି ପକାନ୍ତୁ ଯଦି ତାହା ୟୁରିନ ରେ ନ ମିଶିକି ସେମିତି ରହିଥିବ ଗୋଟିଏ ଜାଗାରେ ଜମା ହୋଇକି ତାହାଲେ ଆପଣ ପ୍ରେଗ୍ନେଣ୍ଟ ଅଛନ୍ତି ବୋଲି ଜାଣିବେ |
2- ଦ୍ଵିତୀୟ ଉପଚାର ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ତାହା ହେଉଛି ଭିନେଗାର | ଯଦି ଆପଣ ୟୁରିନ ରେ ଭିନେଗାର ମିଶାଇବେ ଓ ଦେଖିବେ କିଛି ସମୟ ପରେ ଯଦି ତାହାର ରଙ୍ଗ ର ପରିବର୍ତ୍ତନ ହେବ ତାହେଲେ ଆପଣ ପ୍ରେଗ୍ନେଣ୍ଟ ଅଛନ୍ତି ବୋଲି ଜାଣିବେ |
3- ତୃତୀୟ ଉପାୟ ଟି ହେଲା ଆପଣ ୟୁରିନ ରେ ସାବୁନ ଖଣ୍ଡିଏ ପକାଇବେ | ଆଉ ଦେଖିବେ ଯଦି କିଛି ସମୟ ପରେ ସେଥିରେ ଫେଣ ସୃଷ୍ଟି ହେବ ଓ ଉପରେ ଦେଖା ଯିବ ତାହେଲେ ଆପଣ ପ୍ରେଗ୍ନେଣ୍ଟ ଅଛନ୍ତି ବୋଲି ଜାଣିବେ |
4- ଶେଷ ଉପାୟ ଟି ହେଉଛି ଆପଣ ନିଦ ରୁ ଉଠିଲା ପରେ ଗୋଟିଏ ସଫା ଗ୍ଲାସ ରେ ୟୁରିନ କୁ ଧରିବେ ଆଉ ତାହାକୁ କିଛି ସମୟ ସେମିତି ରଖିଦେବେ ଯଦି ସେଥିରେ ଧଳା ଧଳା କିଛି ଭାସୁ ଥିବାର ନଜର ଆସିବ, ତାହେଲେ ଆପଣ ଜାଣିବେ କି ପ୍ରେଗ୍ନେଣ୍ଟ ଅଛନ୍ତି ବୋଲି |
ତେବେ ଏହି ଭଳି ଘରେଇ ଉପାୟରେ ଆପଣ ପ୍ରେଗ୍ନେଣ୍ଟ ଅଛନ୍ତି କି ନାହିଁ ଜାଣି ପାରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।