ଆମେ ଜାଣିଛୁ କି ମହିଳା ମାନଙ୍କ ପାଖରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଯାଇଥାଏ | ତେବେ ସେ ସବୁ ଭିତରେ ମହିଳା ଜଣଙ୍କ ଗର୍ଭବତୀ ହେବା ହେଉଛି ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ କଥା ଅଟେ | ତେବେ କେଉଁ ଉପାୟରେ ଜଣେ ମହିଳା ନିଜର ଓ ନିଜ ପିଲା ର ଯତ୍ନ ନେବ ତାହା ମହିଳା ଙ୍କ ଉପରେ ନିର୍ଭର କରିଥାଏ | କାରଣ ଗର୍ଭବତୀ ହେବା ପରେ ମହିଳା ଙ୍କର ଗୋଟିଏ ବଡ଼ ଦାୟିତ୍ୱ ହେଉଛି କି ତାହାର ଗର୍ଭ କୁ ସୁରକ୍ଷା ଦେବା | ତେବେ କେଉଁ କେଉଁ ଖାଇବା ମହିଳା ମାନଙ୍କର ପାଇଁ ଗର୍ଭବତୀ ସମୟରେ ଖାଇବା ଉଚିତ ନୁହଁ ଯାହା ଯୋଗୁ ମହିଳା ଙ୍କର ଅସୁବିଧା ହୋଇଥାଏ ଗର୍ଭବତୀ ସମୟରେ ଆସନ୍ତୁ ସେ ବିଷୟରେ ଜାଣିବା |
ତେବେ ମହିଳା ମାନେ ବିଶେଷ କରିକି ନିଜର ଓ ନିଜ ପିଲା ର ଯତ୍ନ ନେବା ଆବଶ୍ୟକ ହୋଇଥାଏ ଗର୍ଭବତୀ ସମୟରେ | ତେବେ ଗର୍ଭବତୀ ସମୟରେ ଆମର କାର୍ଯ୍ୟ କଳାପ ର ପରିବର୍ତ୍ତନ ଆଣିବା ସହିତ ଗର୍ଭବତୀ ମହିଳା ମାନେ ନିଜର ଖାଦ୍ୟ ଉପରେ ବିଶେଷ ଭାବରେ ଦୃଷ୍ଟି ଦେବା ଆବଶ୍ୟକ ହୋଇଥାଏ | ତେବେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଜାଣିବା କି କେଉଁ କେଉଁ ଖାଦ୍ୟ ଆମ ଶରୀର ପାଇଁ ଗର୍ଭବତୀ ସମୟରେ ଖରାପ ହୋଇଥାଏ ଓ ଯାହାକୁ ଖାଇବା ଯୋଗୁ ତାହା ଆମ ସନ୍ତାନ ଉପରେ ପ୍ରଭାବ ପକାଇଥାଏ |
1- ତେବେ ଯଦି ମହିଳା ଜଣଙ୍କ ଗର୍ଭବତୀ ଅଛନ୍ତି ତାହେଲେ କଞ୍ଚା ଅମୃତ ଭଣ୍ଡା କେବେବି ଖାଇବା ଉଚିତ ନୁହଁ | ଯଦି ଆପଣ ଅମୃତ ଭଣ୍ଡା କୁ ଖାଉଛନ୍ତି ତାହେଲେ ପିଲା ସମୟ ପୂର୍ବରୁ ଜନ୍ମ ହେଇଯିବାର ଆଶଙ୍କା ରହିଥାଏ |
2- ତେବେ ଗର୍ଭବତୀ ମହିଳା ମାନେ ସପୁରୀ ଓ ପଣସ ପ୍ରେଗ୍ନେଣ୍ଟ ଥିବା ସମୟରେ କେବେ ହେଲେ ଖାଇବା ଉଚିତ ହୋଇ ନ ଥାଏ | ଯଦି ଆମେ ଗର୍ଭବତୀ ସମୟରେ ସେହିଭଳି ଜିନିଷ ଖାଉଛେ ତାହେଲେ ଆମର ପିଲା ଜନ୍ମ ହେବା ଉପରେ ତାହା ବିଶେଷ ଭାବରେ ପ୍ରଭାବ ପକାଇଥାଏ ବୋଲି କୁହ ଯାଇଛି |
3- ଗର୍ଭବତୀ ଥିବା ଶେଷ ତିନି ମାସରେ କେବେ ହେଲେ ଅଙ୍ଗୁର ଖାଇବେ ନାହିଁ | ଅଙ୍ଗୁର ଖାଇବା ଯୋଗୁ ଏହା ଆମ ପିଲା ଆଉ ଗର୍ଭବତୀ ମହିଳା ଙ୍କ ଉପରେ ପ୍ରଭାବ ପକାଇଥାଏ, ଯାହା ଫଳରେ ପିଲା ସମୟ ନ ହେବା ଆଗରୁ ଜନ୍ମ ହେଇଯିବା ର ଆଶଙ୍କା ଥାଏ ବୋଲି କୁହାଯାଉଛି |
4-ତେବେ ଏହା ବ୍ୟତୀତ ଆପଣ ମାନେ କଞ୍ଚା ଅଣ୍ଡା ବା ଦର ସିଝା ଅଣ୍ଡା କୁ କେବେ ଖାଇବେ ନାହିଁ, ଯଦି ଖାଇବେ ତାହେଲେ ଭଲକି ଶିଝେଇକି ଖାଇବେ |
5- ସେହିଭଳି କଞ୍ଚା କ୍ଷୀର କେବେ ପିଇବେ ନାହିଁ ଗର୍ଭବତୀ ଅବସ୍ଥା ରେ| ତାହା ବ୍ୟତୀତ ବାହାରରେ ମିଳୁଥିବା କୋଲ ଡ୍ରିଂକ୍ସ କୁ ମଧ୍ୟ ବ୍ୟବହାର କରିବେ ନାହିଁ | ତାହା ବଦଳରେ ଆପଣ ଫଳ ରସ କୁ ନେଇ ପାରିବେ |
7- ତେବେ ଆପଣ ମାନେ ଗର୍ଭବତୀ ଥିବା ସମୟରେ ଅଧିକ ମିଠା ଆଉ ଲୁଣିଆ ଜାତୀୟ ଖାଦ୍ୟ ମଧ୍ୟ ଖାଇବେ ନାହିଁ | ତାହା ବ୍ୟତୀତ ମଦ୍ୟ ଓ ଧୁମ୍ର ପାନ ମଧ୍ୟ କରିବେ ନାହିଁ |
8-ଚଇନିଜ ଖାଇବା ଆଳୁ, ଗଜା ମୁଗ ଓ ବୁଟ, ଏଲୋବେରା, ତୁଳସୀ ପତ୍ର, ମେଥି ଏହିଭଳି ଖାଦ୍ୟ ପାଖରୁ ମଧ୍ୟ ଦୁରେଇ ରୁହନ୍ତୁ |
ତେବେ ଏହି ସବୁ ଜିନିଷ ଗର୍ଭବତୀ ସମୟରେ ଖାଇବା ଅନୁଚିତ ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।