ପୁଣି ସୁପରଷ୍ଟାର ସିଙ୍ଗର Asima Panda ଗାଇଲେ ଏମିତି ଗୀତ ” This is Maya re Baya “… ମାତ୍ର 4 ଘଣ୍ଟାରେ 18502k ରୁ ଅଧିକ ଲୋକ ଦେଖି ସାରିଲେଣି…

କିଛି ଗୀତ ଏମିତି ରହିଥାଏ ଯାହା ଲୋକଙ୍କ ହୃଦୟକୁ ବେଶ୍ ଛୁଇଁ ଥାଏ ଏବଂ ଏହାକୁ ସେମାନେ ବହୁତ୍ ପସନ୍ଦ କରନ୍ତି। ସେହିଭଳି ଏକ ଗୀତ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ବେଶ୍ ଭାଇରାଲ ହୋଇଛି।ଏହି ଗୀତଟି ଏକ ଓଡ଼ିଆ ଫିଲ୍ମ୍ ର ଏବଂ ଏହାକୁ ଗାଇଛନ୍ତି ଗାୟିକା ଅସୀମା ପଣ୍ଡା। ତେବେ ତାଙ୍କୁ ତ ଆପଣ ଭଲଭାବରେ ଜାଣିଥିବେ। ନିଜର ଭିନ୍ନ ଧରଣର ଗାୟିକି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ଓଡିଶାର ସେ ଜଣେ ଏବେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି। ତାଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ଅସୀମା ପଣ୍ଡା।

ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଆପଣମାନେ ଜାଣିଛନ୍ତି ଯେ ସେ ଅନେକ ଫିଲ୍ମ୍ ଏବଂ ଆଲବମ ଗୀତରେ ତାଙ୍କର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି। ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇଛନ୍ତି।ଓଡିଶାର କିଛି ସୀଙ୍ଗିଙ୍ଗ ଶୋ ରେ ମଧ୍ୟ ସେ ବିଚାରକ ର ଦାୟିତ୍ଵ ନିର୍ବାହ କରିଥିବା ଦେଖିବାକୁ ମିଳୁଛି। ଅନେକ ପ୍ରକାରର ଗୀତକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି। ତେବେ ଏହି ଗାୟିକା ଜଣଙ୍କର ତାଙ୍କର ଚୁଲବୁଲି ଗୁଣ ସାଙ୍ଗକୁ ତାଙ୍କର ମନୋଲୋଭା ହସ ପାଇଁ ସେ ବହୁତ୍ ଆକର୍ଷଣୀୟ ଲାଗନ୍ତି।

ସେ ତାଙ୍କର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। ତାଙ୍କ ସୁନ୍ଦରତା ଏବଂ ସ୍ୱର ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ।ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ମଧ୍ୟ ସେ ବେଶି ଲୋକପ୍ରିୟ ଅଟନ୍ତି।ଅନେକ ସମୟରେ ସେ ତାଙ୍କର ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଥାନ୍ତି।ନିଜର ସୁନ୍ଦରତା ଏବଂ ଭିନ୍ନ ଅନ୍ଦାଜ ର ଜୀବନଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା ଅଟନ୍ତି ସିଙ୍ଗର ଅସୀମା ପଣ୍ଡା।ସେ ଅନେକ ସମୟରେ କିଛି ଏମିତି ଗୀତ ଗାଇଥାନ୍ତି ଯାହା ବହୁତ୍ ହିଟ୍ ହେବା ସହିତ ଚର୍ଚ୍ଚାରେ ରହିଥାଏ।

ସେହିପରି ଏହି ଗୀତଟି ଯାହାର ଟାଇଟଲ ରହିଛି ଦିସ୍ ଇଜ୍ ମାୟା ରେ ବାୟା ଏହି ଗୀତକୁ ସେ ସୁନ୍ଦର୍ ଭାବରେ ଗାଇ ଚର୍ଚ୍ଚାକୁ ଆସିଛନ୍ତି।ଏହି ଗୀତକୁ ଅସୀମା ପଣ୍ଡା ଗାଇଥିବା ବେଳେ ଏହାର ଲିରିକ୍ସ ଦେଇଛନ୍ତି ନିର୍ମଳ ନାୟକ ଏବଂ ଏହାର ମ୍ୟୁଜିକ୍ ଦେଇଛନ୍ତି ବୈଦ୍ୟନାଥ ଦାଶ।ଏହି ମନଛୁଆଁ ଗୀତକୁ ଏବେ ସୁଦ୍ଧା ୧ କୋଟି ୮ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି ଏବଂ ଶୁଣି ସାରିଲେଣି। ଆପଣଙ୍କୁ ବି ଏହି ଗୀତ ନିଶ୍ଚିତ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment