ଭାଗ୍ୟ ଦର୍ଶନ – ଉଦ୍ଧାର ଟଙ୍କା ଫେରିପାଇବାର ଉପାୟ | Pragyan Tripathy

ତେବେ ଦର୍ଶକ ବନ୍ଧୁ ଆମେ ଜାଣିଛୁ କି ମଣିଷଅନେକ ଅଭାବ ଆଉ ସଭାବ ତ ଲାଗି ରହିବ | ତେବେ ଆମ ଠୁ ଅନ୍ୟ ମାନେ କିଛି ଅସୁବିଧା ରେ ପଡିଲେ ବେଳେ ବେଳେ ଆମ ପାଖରୁ କିଛି ଟଙ୍କା ର ସାହାଯ୍ୟ ମାଗିଥାନ୍ତି ଓ କହିଥାନ୍ତି କିଛି ଦିନ ମଧ୍ୟରେ ଆପଣଙ୍କୁ ସେହି ଟଙ୍କା ଫେରାଇଦେବେ ବୋଲି | ହେଲେ ସେମାନେ ଆଉ ଫେରାଇ ନ ଥାନ୍ତି | ତେବେ ଆପଣ ଚିନ୍ତାରେ ରହିଥାନ୍ତି ଯେ ଆପଣ ଦେଇଥିବା ଟଙ୍କା କେମିତି ଫେରିପାଇବେ | ଏମିତି ବିଭିନ୍ନ ପ୍ରକାର ଚିନ୍ତା କରି କେହି କେହି ବ୍ୟକ୍ତି ରୋଗ ରେ ପୋଡିଯିବା ର ମଧ୍ୟ ଦେଖା ଯାଇଥାଏ | ତାହାଲେ ଦର୍ଶକ ବନ୍ଧୁ ଆପଣ ଦେଇଥିବା ଟଙ୍କା କେମିତି ଫେରିପାଇବେ ତାହା ବିଷୟରେ ଜାଣନ୍ତୁ |

ତେବେ ଦର୍ଶକ ବନ୍ଧୁ ପ୍ରଥମ କଥା ହେଉଛି ଯଦି ଆପଣଙ୍କ ଯାତକ ରେ ଦ୍ୱିତୀୟ ଏବଂ ଏକାଦଶ ଭାବର ଅଧିପତି ଷଷ୍ଠ ସ୍ଥାନରେ ଅଛନ୍ତି ବା ଦ୍ୱାଦୋଷ ସ୍ଥାନରେ ଅଛନ୍ତି | ତାହାଲେ ଆପଣ ଦେଇଥିବା ଉଦ୍ଧାର ଟଙ୍କା ଫେରିପାଇବା ବହୁତ କଷ୍ଟ | ଏଥିରେ 90% ଆପଣଙ୍କ ଟଙ୍କା ଚାଲିଯିବାର ସମ୍ଭାବନା ରହିଥିବ | ଆପଣ ଦେଇଥିବା ଟଙ୍କା ଫେରିପାଇବେ ନାହିଁ | ଏବଂ 10 % ଆପଣଙ୍କର ଫେରିପାଇବା ର ସମ୍ଭାବନା ରହିଛି | ଯଦି ଦ୍ୱିତୀୟ ଘରେ ଗ୍ରହ ଷଷ୍ଠ ଘରେ ଯାଇ ବସନ୍ତି ତାହାଲେ ସେହି ଜାଗାରେ ଆପଣ ଟଙ୍କା ଦେଇଥିବା ବ୍ୟକ୍ତି ଙ୍କ ସହିତ ଶତ୍ରୁତା ବଢିଥାଏ | ଯଦି ଦ୍ୱିତୀୟ ଭାବ ଏକାଦଶ ଭାବର ଅଧିପତି ଦ୍ୱାଦଶ ଭାବ ବା ଅଷ୍ଟମ ସ୍ଥାନରେ ରହିଲେ |

ତେବେ ସେହି ସବୁ ସ୍ଥାନରେ ଅର୍ଥ ଚୋରି ହେବାର ସମ୍ଭାବନା ଅଧିକ ରହିଥାଏ | ମନେ ରଖନ୍ତୁ ଯଦି ଆପଣଙ୍କ ଦ୍ୱିତୀୟ ରେ ଏକାଦଶ ଭାବର ଅଧିପତି ଷଷ୍ଠ ଭାଗରେ ରହିଥାନ୍ତି ସେହି ବ୍ୟକ୍ତି ଙ୍କୁ ଦେଲେ ଆପଣ ଶତ୍ରୁତା କରିବେ | ଦ୍ୱାଦଶ ସ୍ଥାନରେ ଥିଲେ ଯଦି ଆପଣ ଟଙ୍କା ଦେଇଛନ୍ତି ତାହାଲେ ଆପଣ ଫେରିପାଇବା ବହୁତ କଷ୍ଟ | ବହୁତ ପରିଶ୍ରମ କରି ଅର୍ଜି ଥିବା ଧନ ଅନ୍ୟ କାହାକୁ ଦେଇଥିଲେ କିଛି ଅଲଗା ପ୍ରକାର ର ବ୍ଲେମ ହେଇଯିବେ | ଯଦି ଆପଣଙ୍କ ଯାତକ ରେ ଏହିପରି ଭାବରେ ଗ୍ରହ ସବୁ ରହିଛି | ତାହାଲେ ଆପଣ କାହାକୁ ସହାୟତା କରନ୍ତୁ ନାହିଁ |

ଯେଉଁମାନେ ଦିତ୍ୟା ଭାବ ର ଅଧିପତି 6,8,12 କୁ ଛାଡିଦେଲେ ଅନ୍ୟ ଜାଗାରେ ଅଛନ୍ତି | ଏବଂ ସେମାନେ ଉଦ୍ଧାର ଦେଇଛନ୍ତି ହେଲେ ପାଇନାହାନ୍ତି ଟଙ୍କା | ସେମାନଙ୍କ ପାଇଁ ଏକ ଉପାୟ ରହିଛି ଆପଣ ସମବାର ବା ଗୁରୁବାର ରେ ଆପଣ ଗୋଟେ ହାତ ଲମ୍ବା ର ଏକ ମଲମଲି କପଡା ଧଳା ରଙ୍ଗ ର ବା ଲାଲ ରଙ୍ଗ ର ଏହାକୁ ଆପଣ ଏକ ପୋତାକା କରିନେବେ | ଏହି ପତାକା ରେ ଆପଣ ଏକ ସ୍ୱସ୍ତିକ କରିବେ | ଏହାକୁ ଏକ ବାଉଁଶ ସାହାଯ୍ୟ ରେ ଏହି ପତାକା କୁ ଲଗାଇ ଆଶ୍ୱସ୍ତ ଗଛ ଶାଖା ରେ ସମବାର ବା ଗୁରୁବାର ଦିନ ସୂର୍ଯ୍ୟାସ୍ତ ବା ସୂଯ୍ୟଦାୟ ସମୟରେ ଏହି ପତାକା କୁ ନେଇ ଆପଣ ଅଶ୍ୱସ୍ତ ଗଛ ର ଶାଖା ରେ ବାନ୍ଧି ଦେଇ ଆପଣଙ୍କ ସମସ୍ୟା ବିଷୟରେ କୁହନ୍ତୁ |ଦେଖିବେ ଏମିତି କରିବା ଦ୍ୱାରା ଆପଣଙ୍କ ଟଙ୍କା ଆପଣ ନିଶ୍ଚୟ ଫେରି ପାଇବେ | ତେବେ ଏହା ଥିଲା ଟଙ୍କା ଫେରି ପାଇବାର ସହଜ ଉପାୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment