ନୂଆ ଢଙ୍ଗରେ ପ୍ରଭୁ ଙ୍କ ଅଷ୍ଟପ୍ରହରୀ…. ଯମୁନା ଯିବାକୁ ମତେ ହୋଇଛି ମନା… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ

ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଯାହାକୁ ଯିଏ ଦେଖୁଛି, ଓ ଶୁଣୁଛି ସେହିଁ ଭିଡ଼ିଓ ଟି ର ପ୍ରଶଂସା କରୁଛି | ହଁ ଆଜ୍ଞା ଏମିତି ଏକ ଭିଡ଼ିଓ ଯେଉଁ ଭିଡ଼ିଓ କୀର୍ତ୍ତନ ର ଦୁଶ୍ୟ ସହତି ନୃତ୍ୟ ମଧ୍ୟ ଦେଖିବାକୁ ମିଳିଥିବା କୁହାଯାଇଛି | ତେବେ ଏହି ସଂକୀର୍ତ୍ତନ ମଞ୍ଚରେ ଦେଖାଯାଇଥିବା ଦୁଶ୍ୟ ଭିଡ଼ିଓ କୁ ଲୋକମାନେ ବହୁତ ମାତ୍ରା ରେ ପ୍ରଶଂସା କରିବା ସହିତ ଏହି ସଂଗୀତ କୁ ମଧ୍ୟ ଉପଭୋଗ କରିଥିବା କୁହାଯାଇଛି, ତେବେ ଏହି ସଂଗୀତ ର ତାଳେ ତାଳେ ନିଜକୁ ହଜାଇ ଦେଇଥିବା ସଂକୀର୍ତ୍ତନ ର ଗାୟକ ମାନେ ଆନନ୍ଦ ରେ ନାଚି ଉଠିଥିବା ଦେଖାଯାଇଛନ୍ତି | ତାହାଲେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସଂଗୀତ ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି |

ତେବେ ଦର୍ଶକ ବନ୍ଧୁ ଆଜିକାଲି ଯୁଗରେ କେତେ କଣ ଆଗକୁ ଯିବା ବେଳେ ଏବେ ସଂକୀର୍ତ୍ତନ ରେ ମଧ୍ୟ ସଂକୀର୍ତ୍ତନ କାରୀ ମାନେ ନିଜର ଚେଷ୍ଟା ଓ ବୁଦ୍ଧି ବଳ ରେ ଆଗକୁ ଯିବା ପାଇଁ ଚେଷ୍ଟା କରିଛନ୍ତି ସେଥିପାଇଁ ସେମାନେ ଏବେ ସଂକୀର୍ତ୍ତନ ରେ ନୂଆ ଗୀତ କୁ ଯୋଡି ତାଙ୍କ ଅନ୍ଦାଜ ଗାଇବା ଆରମ୍ଭ କରିଦେଇଛନ୍ତି ଓ ଏହାକୁ ଲୋକ ମାନେ ଶୁଣି ଆନନ୍ଦ ନେବା ସହିତ ସଂଗୀତ ମାଧ୍ୟମ ରେ ଦର୍ଶକ ମାନଙ୍କ ମନକୁ ମଧ୍ୟ ଜିତିପାରିଛନ୍ତି | ସେଥିପାଇଁ ସେମାନେ ସବୁବେଳେ ନିଜର ଚେଷ୍ଟା ଓ ବୁଦ୍ଧି ବଳ ରେ କିଛି ନୂଆ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି | ତାହାଲେ ଦର୍ଶକ ବନ୍ଧୁ ସେଇ ଚେଷ୍ଟା ଓ ବୁଦ୍ଧି ବଳ ସେମାନେ ଆରମ୍ଭ କରିଥିବା ସଂଗୀତ ମଧ୍ୟ ରୁ ଏବେ ଭାଇରଲ ହେଉଥିବା ସଂଗୀତ ଅନ୍ୟତମ ବୋଲି କୁହାଯାଇଛି |

ହଁ ଆଜ୍ଞା ଏବେ ଓଡିଶା ର କଣେ ଅନୁକଣେ ରେ ବେଶ ପ୍ରଶଂସା ସାଉଁଟି ଥିବା ଗୀତ | ଯାହା ସମସ୍ତ ଙ୍କ ବେଶୀ ପ୍ରିୟ ହେଇସାରିଛି ସେହି ଗୀତ ଟି ହେଉଛି,“ଯମୁନା ଯିବାକୁ ମୋତେ କରିଛି ମନା” ଏହି ସୁନ୍ଦର ଗୀତ କୁ ସଂକୀର୍ତନ କାରୀ ମାନେ | ତେବେ ସଂଗୀତ ଟି ଏତେ ସୁନ୍ଦର ଥିଲା ଯେ ଯିଏ କେହି ବି ଶୁଣିବ ତା ମନ ଖୁସି ରେ ଭରି ଉଠିବ | ତେବେ ଏହି ସୁନ୍ଦର ସଂଗୀତ ସାଙ୍ଗ କୁ ନୃତ୍ୟ ମଧ୍ୟ ବେଶ କମ୍ପୁ ଥିଲା ସଂକୀର୍ତନ ମଞ୍ଚ ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଦେଖିବାକୁ ମିଳିଛି |

ତେବେ ଏହା ଥିଲା ସେହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହେବା ପରେ ଲୋକ ମାନେ ଏହାକୁ ଦେଖି ତାଙ୍କର ମତ ମଧ୍ୟ ରଖିଛନ୍ତି ଓ ଏହି ସଂଗୀତ କୁ ଶୁଣି ବେଶ ଖୁସି ହେଇଛନ୍ତି ବୋଲି କୁହାଯାଇଛି | ଆଉ ଯାହା ସମସ୍ତଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment