Vastu Tips – ନାଲି ଲଙ୍କା କୁ ଚୁପଚାପ୍ ପୋତିଦିଅନ୍ତୁ ଏହି ଜାଗାରେ ଶତ୍ରୁ ନିଜେ ଆସି ହାତଯୋଡି କ୍ଷମା ମାଗିବ ଗ୍ୟାରେଣ୍ଟି

ତେବେ ବନ୍ଧୁଗଣ ଆମେ ଜାଣିଛୁ କି ମଣିଷ ମାନେ କେହି କାହାରିର ଉନ୍ନତି ସହି ପାରନ୍ତି ନାହିଁ | ଆଉ ଆମେ ଜାଣିଛୁ କି ଯଦି ଆମ ମାନଙ୍କର ଜୀବନରେ ଆମେ ଉନ୍ନତି ପଥରେ ଆଗେଇ ଯାଇଥାଉ ତାହେଲେ ତାହାକୁ କେହି ସହି ପାରନ୍ତି ନାହିଁ | ଆଉ ଆମକୁ ତଳକୁ ଖୋସାଇବା ପାଇଁ ମଧ୍ୟ ଆମର ଶତ୍ରୁ ମାନେ ସାହାଯ୍ୟ କରିଥାଏ | ତେବେ ସେହିଭଳି ଯଦି କିଛି ସମସ୍ୟା ଆପଣଙ୍କ ଜୀବନରେ ରହିଥାଏ | ଆଉ ସବୁବେଳେ ଆମ ମାନଙ୍କର ଉନ୍ନତି ପରିବର୍ତ୍ତେ ଆମର ଅପକାର କରୁବାକୁ ଲାଗିଥାନ୍ତି ଆମର ଶତ୍ରୁ ମାନେ ତାହେଲେ ସେଭଳି କିଛି ସମସ୍ୟା ଯଦି ଆମ ଜୀବନରେ ଥାଏ ତାହେଲେ କେତେକ ସହଜ ଉପାୟ ବିଷୟରେ ଆସନ୍ତୁ ଜାଣିବା |

ତେବେ ଆମେ ଜାଣିଛୁ କି ସେ ଘର ହେଉ ବା ବାହାରେ ଆଜିର ସମାଜରେ କମ୍ପିଟିସନ ର ମାତ୍ରା ଅଧିକ ଚାଲିଛି | ତେଣୁ ସେହି କାହାରି ଭଲ ଆଉ ଉପକାର ନ କରି ସମସ୍ତେ ଅନ୍ୟର ଉନ୍ନତି ଦେଖିଲେ ସେମାନଙ୍କୁ କିଭଳି ତଳକୁ ପକେଇବା ସେ ବିଷୟରେ ଅଧିକ ଗୁରୁତ୍ୱ ଦେଇଥାନ୍ତି | ତେବେ ତାହା ଆପଣଙ୍କ ର ଘର ଶତ୍ରୁ ହେଉ ବା ଆପଣଙ୍କ ବ୍ୟାପାର ବାଣିଜ୍ୟ ରେ ବା ଚାକିରୀ କ୍ଷେତ୍ର ରେ ହେଇଥାଉ | ତେବେ ଆପଣଙ୍କର ଯଦି ସେମିତି କେହି ଶତ୍ରୁ ଅଛନ୍ତି ତାହେଲେ ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ ଗୋଟିଏ ସହଜ ଉପାୟ ଟେ ଆପଣାଇ ଆପଣ ମାନେ ନିଜର ଶତ୍ରୁ ଙ୍କ ପାଖରୁ ସବୁଦିନ ପାଇଁକି ମୁକ୍ତି ପାଇପାରିବେ |

ଶତ୍ରୁ ଙ୍କ ପାଖରୁ ଦୁରେଇ ରହିବାର ଉପାୟ ଟି କୁ କେମିତି କରିବେ :-

ତେବେ ବନ୍ଧୁଗଣ ଶତ୍ରୁ ଯଦି ଆପଣଙ୍କ ଜୀବନରେ ଲାଗି ରହିଥାଏ ଓ ଯାହା ଯୋଗୁ ଆପଣଙ୍କ ଜୀବନରେ ଦୁଃଖ ଉପରେ ଦୁଃଖ ଲାଗି ରହିଥାଏ, ତାହେଲେ ଆପଣ ମାନେ ପ୍ରଥମେ ଘର ବାହାରକୁ ଯିବେ ଓ ମାଟି ପାତ୍ର ରେ ଏକ ଛୋଟିଆ ଗାତ ଟେ ଖୋଳିବେ | ତେବେ ଖୋଳି ଥିବା ସେହି ଗାତ ରେ ଆପଣ ମାନେ ଲଙ୍କା କୁ ପକେଇବେ | ତେବେ ତାହା କଞ୍ଚା ଲଙ୍କା ନୁହଁ ଶୁଖିଲା ଲଙ୍କା କୁ ନେବେ ଆଉ ଯାହା ନାଲି ରଙ୍ଗର ହୋଇଥିବ, ଆଉ ଯେଉଁଥିରେ ବଂକ୍ଷୀ ଛିଡା ଯାଇ ନ ଥିବ | ତେବେ ସେହି ଲଙ୍କା କୁ ମାଟି ଭିତରେ ପକାଇଦେବେ ଆଉ ସେହି ସମୟରେ ନିଜର ଶତ୍ରୁ ମାନଙ୍କର ନାଁ କୁ ବାରମ୍ବାର ନେବେ | ଆଉ ଶେଷରେ ମାଟି ସାହାଯ୍ୟରେ ସେହି ଗାତ ଟିକୁ ଭର୍ତ୍ତି କରିଦେବେ |

ତେବେ ଏହି କାମଟିକୁ ଆପଣ ମାନେ ରାତିରେ କରିବେ ନିଜ ଘର ପାଖରେ, ଆଉ ଏହି କାମ ଟି କରୁଥିବା ସମୟରେ ଯେମିତି କେହି ଦେଖି ନ ଥିବେ | ତେବେ ଏହି ଭଳି ଉପାୟ ଟି ଯଦି ଆପଣ ମାନେ ଆପଣାଇବେ ତାହେଲେ ଶତ୍ରୁ ଆପଣଙ୍କ ର ନିଜର ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment