ବନ୍ଧୁଗଣ ନିକଟରେ ସରିଛି ବଡ ପର୍ବ ଦୂର୍ଗା ପୂଜା ଏବଂ ଦଶହରା। ଏହାକୁ ବେଶ ଆଗ୍ରହ, ଉତ୍ସାହ ଏବଂ ଖୁସିର ସହ ପାଳନ କରିଛନ୍ତି ଦେଶବାସୀ। ଆଉ ଏହାକୁ ସେଲିବ୍ରିଟି ମାନେ ମଧ୍ୟ ବେଶ୍ ଆନନ୍ଦର ସହିତ ପାଳନ କରିଛନ୍ତି। ସେହିପରି ଜଣେ ଲୋକପ୍ରିୟ ଯୋଡ଼ି ରୂପା ଓ ପିଣ୍ଟୁ ଏହାକୁ କିପରି ପାଳନ କରିଛନ୍ତି କେତେ ମଜା ମସ୍ତି କରିଛନ୍ତି ତାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖି ଆପଣ ବହୁତ୍ ଖୁସି ହେବେ।ଆପଣ ମାନେ ତ ରୂପା ଏବଂ ପିଣ୍ଟୁଙ୍କୁ ଭଲ ଭାବରେ ଜାଣିଥିବେ। ଯେଉଁମାନେ କି ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ବେଶ୍ ପରିଚିତ ଚେହେରା ଭାବରେ ଲୋକଙ୍କ ଆଶିର୍ବାଦ ଏବଂ ଭଲପାଇବା ସାଉଁଟି ଛନ୍ତି।
ସେମାନେ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଅନେକ ସବୁ ଗୀତ କରୁଛନ୍ତି। ଆଉ ସେମାନଙ୍କର ଏହିସବୁ ଗୀତ ପାଇଁ ସେମାନଙ୍କ ର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ନିଶ୍ଚିତ ଭାବରେ ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ଯେତିକି ସୁନ୍ଦର୍ ସେମାନେ କରୁଥିବା ସବୁ ଗୀତ ମଧ୍ୟ ବେଶ୍ ସୁନ୍ଦର୍ ହୋଇଥାଏ। ସାରା ରାଜ୍ୟରେ ଚହଳ ପକାଇଥିବା ଏହି ଯୋଡି ରୂପା ଏବଂ ପିଣ୍ଟୁ ଏବେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ସେମାନଙ୍କ ଚାହିଦା ବେଶ୍ ଅଧିକ ରହିଛି।ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।
ସମସ୍ତଙ୍କ ପ୍ରିୟ ରୂପା ଏବଂ ପିଣ୍ଟୁ ମ୍ୟୁଜିକ ଭିଡିଓ ରୁ ଏବେ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି। ତେବେ ରୁପା ଏବଂ ପିଣ୍ଟୁ ଙ୍କ ଲୋକପ୍ରିୟତା ଧିରେ ଧିରେ ବଢିବାରେ ଲାଗିଛି କାରଣ ରୂପା ଓ ପିଣ୍ଟୁଙ୍କ ପ୍ରତିଟି ଭିଡିଓ ଦର୍ଶକଙ୍କ ମନକୁ ଛୁଇଁ ପାରିଥାଏ। ରୂପା ଏବଂ ପିଣ୍ଟୁ ଙ୍କ ଏକ ବ୍ଲଗ୍ ଚ୍ୟାନେଲ ମଧ୍ୟ ରହିଛି।ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ। ଏହି ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଇଥାନ୍ତି। ଆପଣ ଅନେକ ଗୁଡ଼ିଏ ଭିଡିଓ ଏହି ଚାନେଲ୍ ରେ ଦେଖିବାକୁ ପାଇଥିବେ।
ସେହିପରି ଏବେ ଏକ ଭିଡିଓ ତାଙ୍କର ସାମ୍ନାକୁ ଆସିଛି ଯେଉଁଠି ପିଣ୍ଟୁ ଦେଖାଇଛନ୍ତି କିପରି ଭାବରେ ସେମାନଙ୍କୁ ଭଲପାଇବା ମିଳୁଛି। ସେମାନେ ଦୂର୍ଗାଙ୍କ ଦର୍ଶନ କରିବାକୁ ଯାଇଥିବା ବେଳେ ଅନେକ ଲୋକ ତାଙ୍କୁ ଦେଖି ଖୁସି ହେଉଛନ୍ତି ଏବଂ ଭଲପାଇବା ଦେଉଛନ୍ତି। ସେଠାକାର ସାଜ ସଜ୍ଜା ବି ବହୁତ୍ ମନଲୋଭା ଲାଗୁଛି। ଏହାପରେ ସେମାନେ ଯାଇ ରାତିରେ ଡିନର ମଧ୍ୟ କରୁଛନ୍ତି। ବହୁତ ବୁଲାବୁଲି ପରେ ଖୁସି ମଜା କରି ସେମାନେ ଘରକୁ ଫେରୁଥିବା ଦେଖିବାକୁ ପାଇବେ।ଏହି ଭିଡିଓ ଦେଖିଲେ ଆପଣ ବି ନିଶ୍ଚିତ ଖୁସି ହେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।