Vastu Shastra – କଣ କଲେ ଗୃହରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ? ଘର ଖୁସିରେ ପୁରି ଉଠିବ

ଦର୍ଶକ ବନ୍ଧୁ ଆଜି କାଲି କିଏ ନ ଚାହେଁ ଖୁସି ରହିବା ପାଇଁ ତାହା ସହିତ ସମସ୍ତେ ଘରର ଉନ୍ନତି ପାଇଁ ମଧ୍ୟ ଚିନ୍ତା କରିଥାନ୍ତି |ତେବେ ଘର ଉନ୍ନତି ପାଇଁ ଆମକୁ କେତେକ କାର୍ଯ୍ୟ ଉପରେ ବିଶେଷ ଭାବରେ ଧ୍ୟାନ ଦେବାକୁ ପଡିବ | କାରଣ ଆପଣ ଯେତେ ବି ରୋଜଗାର କରୁଛନ୍ତି ବା ଯେତେ ବି ଚେଷ୍ଟା କରୁଛନ୍ତି ଘର ଉନ୍ନତି ପାଇଁ ତାହା ସମ୍ଭବ ହେଇପାରୁନାହିଁ | ତେବେ ଏହି ସମୟରେ ଆପଣ ଅଧିକ ଚିନ୍ତା ରେ ରହିବା ସହିତ ପରିବାର ଲୋକଙ୍କ ସହିତ ଝଗଡା ମଧ୍ୟ ହେବାରେ ଦେଖା ଯାଇଥାଏ | ଯାହା ଘରର ଅମଙ୍ଗଳ ବୋଲି କୁହାଯାଏ | ତାହାଲେ ଦର୍ଶକ ବନ୍ଧୁ ଆପଣ ଯଦି ଚାହୁଁଛନ୍ତି ଘର ମଙ୍ଗଳ ହେଉ ବା ଘର ର ସୁଖ ସମୃଦ୍ଧି ବଢ଼ୁ ତାହାଲେ ଆପଣଙ୍କୁ କିଛି ଉପାୟ ଅବଲମ୍ବନ କରିବା ଆବଶ୍ୟକ ହେବ ଯାହା କରିବା ଦ୍ୱାରା ଘର ର ସୁଖ ସମୃଦ୍ଧି ବୃଦ୍ଧି ପାଇବ | ତାହାଲେ ଆସନ୍ତୁ ବନ୍ଧୁଗଣ ସେହି ଉପାୟ ମାନ ବିଷୟରେ ଆଲୋଚନା କରିବା |

ତେବେ ଆମ ଘରର ସୁଖ ଶାନ୍ତି ବୃଦ୍ଧି ପାଇଁ ହିନ୍ଦୁ ରୀତି ନୀତି ଅନୁଯାୟୀ କିଛି ନିୟମ ପାଳନ କରିବା ପାଇଁ ପଡିଥାଏ | ଯାହାକୁ ପାଳନ କରିବା ଦ୍ୱାରା ଘରର ସୁଖ ଓ ସମୃଦ୍ଧି ବୃଦ୍ଧି ହେଇଥାଏ ବୋଲି କୁହାଯାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ନିୟମ ବିଷୟରେ ଜାଣିବା |

1-ସୂର୍ଯ୍ୟଦୟ ପୂର୍ବରୁ ଯଦି ଘର ର ସମସ୍ତ ସଦସ୍ୟ ଶର୍ଯ୍ୟା ତ୍ୟାଗ କରିଥାନ୍ତି ତାହାଲେ ଗୃହରେ ଲଷ୍ମୀ ଙ୍କ ଆଶୀର୍ବାଦ ରହିଥାଏ ଓ ଗୃହର ସୁଖ ଓ ସମୃଦ୍ଧି ବଢିବାରେ ଲାଗିଥାଏ |

2-ଦ୍ୱିତୀୟ ରେ ଯେ ପର୍ଯ୍ୟନ୍ତ ଘର ରେ ଛାଡୁ ହେଇନିଥିବ ସେ ପର୍ଯ୍ୟନ୍ତ ଘର ର କେହି ଖାଦ୍ୟ ଗ୍ରହଣ କରିବା ଉଚିତ ନୁହଁ |

3-ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ କିରିବା ଅନୁଚିତ |

4-ସନ୍ଧ୍ୟା ରେ ଘରେ ଦ୍ୱୀପ ଜାଳିବା ସଙ୍ଗେ ସଙ୍ଗେ ଗରୁ ଗୁହାଳରେ ଦ୍ୱୀପ ଜାଳିବା ଉଚିତ | ଏହା କରିବା ଦ୍ୱାରା ଘର ର ଲଷ୍ମୀ ପ୍ରଶ୍ନନ ହେଇଥାନ୍ତି |

4-ଗୃହରେ ଯେକୌଣସି ଖାଦ୍ୟ ରନ୍ଧା ହେଇଥିଲେ ତାହା ପ୍ରଥମେ ଅଗ୍ନି କୁ ଦାନ କରିବା ଉଚିତ | ଯଦି ଆମିଷ ରନ୍ଧା ହେଇଥିବ ତାହାଲେ ପ୍ରଥମେ ଚୁଡା, ଗୁଡ଼ ଦାନ କରିବା ଉଚିତ |

5-ସାନ୍ଧ୍ୟା ସମୟରେ ଶିଶୁ ଓ ବୃଦ୍ଧା ମାନଙ୍କୁ ଛାଡି ଦେଲେ ଘରର ସମସ୍ତ ସଦସ୍ୟ ଭଗବାନ ଙ୍କୁ ପାର୍ଥନା କରିବା ଉଚିତ |

6- ଘରୁ ବାହାରକୁ କୌଣସି ଶୁଭ କାର୍ଯ୍ୟରେ ଗଲା ବେଳେ ପୂର୍ବଜ ଙ୍କ ଫୋଟ ଚାହିଁକି ଯିବା ବହୁତ ଶୁଭ ବୋଲି ମାନିଥାଉ ଆମେ |

7-ଏହା ବ୍ୟତୀତ ଘାଟରେ କାନ୍ଥ ରେ ଚକ କିମ୍ବା ଅଙ୍ଗାରରେ ଗାର ପକାନ୍ତୁ ନାହିଁ ଯାହା ଦ୍ୱାରା ଘରର ଅମଙ୍ଗଳ ହୋଇଥାଏ ବୋଲି ଆମେ ମାନିଥାଉ |

8-ତେବେ ଏହା ବ୍ୟତୀତ ଘରୁ ବାହାରକୁ ଗଲା ବେଳେ ଖାଲିପେଟରେ ନ ଯାଇକି କିଛି ଖାଇକି ଯିବା ଭଲ ହୋଇଥାଏ, ମିଠା ଦହି ଖାଇକି ଗଲେ ଆହୁରି ଅଧିକ ଶୁଭ ହୋଇଥାଏ ବୋଲି ଆମେ ମାନିଥାଉ |

ତେବେ ଏହା ଥିଲା ଆମ ଘର ର ସୁଖ ଆଉ ଶାନ୍ତି ବଢାଇବାର କିଛି ଉପାୟ |ଯାହାକୁ ମାନିଲେ ଆମର ମଙ୍ଗଳ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment