ବନ୍ଧୁଗଣ ଏବେ ଦୁଇ କୁନି ଝିଅଙ୍କ କଣ୍ଠରୁ ଶୁଣିବାକୁ ମିଳିଛି ଏକ ସୁନ୍ଦର୍, ମିଠା, ମନଛୁଆଁ ଭଜନ ସଙ୍ଗୀତ। ଆଉ ଏହି ଗୀତକୁ ଏହି ଝିଅ ଦୁଇଟି ଗାଇଛନ୍ତି ମୁଁ ବି ନମିତା ଅଗ୍ରୱାଲ ହେବି ସୀଙ୍ଗୀଙ୍ଗ ଶୋ ରେ। ଆପଣ ତ ଜାଣିଛନ୍ତି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏକ କାର୍ଯ୍ୟକ୍ରମ,ଏକ ସୀଙ୍ଗୀଙ୍ଗ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।ଏହି ଶୋ ର ନାମ ହେଉଛି ମୁଁ ବି ନମିତା ଅଗ୍ରୱାଲ ହେବି। ଗାୟିକା ମାନଙ୍କ ପାଇଁ ଏହି ମଞ୍ଚ ସ୍ୱରର ଏକ ମହାସମର ସୃଷ୍ଟି କରିଛି।ଏହି ଶୋ ର ଲୋକପ୍ରିୟତା ବହୁତ୍ ଅଧିକ ରହିଛି। ଏକ ନୂତନ ରୂପରେ ଏହି ଶୋ ସମସ୍ତଙ୍କ ହୃଦୟକୁ ଜିତିବାରେ ସଫଳ ହୋଇ ପାରିଛି।
ତେବେ ଗାୟିକା ମାନଙ୍କ ପାଇଁ ସୁନ୍ଦର୍ ସୁଯୋଗ ସୃଷ୍ଟି କରିଥିବା ଏହି ସ୍ୱରର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି।ନମିତା ଅଗ୍ରୱାଲ ଙ୍କ ଭଳି ଗାୟିକା ହେବା ପାଇଁ ସମସ୍ତେ ଉତ୍ସାହର ସହିତ ଏହି ଶୋ କୁ ଆସୁଛନ୍ତି। ଅନେକ ପ୍ରତିଯୋଗୀ ଆସି ତାଙ୍କର ଚମତ୍କାର କଣ୍ଠରେ ସମସ୍ତଙ୍କୁ ବିମୋହିତ କରୁଛନ୍ତି।ତେବେ ଏହି ମଞ୍ଚରେ ଦୁଇଜଣ ଝିଅ ତାଙ୍କର ସ୍ଵରର ଯାଦୁରେ ସମସ୍ତଙ୍କୁ ଏପରି ଘାଇଲା କରିଛନ୍ତି,ଏହା ଏବେ ବେଶ୍ ଚର୍ଚ୍ଚା ଏବଂ ଭାଇରାଲ ହେବାରେ ଲାଗିଛି।ଏହି ଝିଅ ଦୁଇ ଜଣଙ୍କର ନାମ ହେଉଛି ଶ୍ରେଷ୍ଠାଙ୍ଗଣା ପଣ୍ଡା ଏବଂ ଆଲିଶା ବିଶ୍ଵାଳ। ସେମାନେ ତାଙ୍କର ସ୍ବରର ଯାଦୁରେ ବିଚାରକ ମାନଙ୍କୁ ଆକର୍ଷିତ ଏବଂ ଆନନ୍ଦିତ କରିଛନ୍ତି।
ସମସ୍ତେ ତାଙ୍କ ଗୀତକୁ ଶୁଣି, ତାଙ୍କର ସ୍ୱରକୁ ଶୁଣି ଏତେ ଖୁସି ହୋଇଛନ୍ତି ଯେ ସମସ୍ତେ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ପ୍ରକାଶ କରିଛନ୍ତି। ବିଚାରକ ମାନେ ତାଙ୍କର ଏହି ସ୍ୱରକୁ ଶୁଣି ତାଙ୍କ ସ୍ୱରର ଫିଦା ହୋଇ ଯାଇଛନ୍ତି।ତେବେ ଏହି ଯୁଗଲବନ୍ଦି ଗାଉଛନ୍ତି ଏକ ସୁନ୍ଦର୍ ଭଜନ ନିର୍ମାଲ୍ୟ ନଗର ନାଗରମଣି।ଏହି ସୁନ୍ଦର୍ ଭଜନ ଗୀତଟି ବେଶ୍ ଲୋକପ୍ରିୟ ଅଟେ ଏବଂ ଏହାକୁ ଲୋକେ ବହୁତ୍ ପସନ୍ଦ କରନ୍ତି। ଏହି ଝିଅ ଦୁହିଙ୍କ ସ୍ଵରରେ ଏହି ଗୀତକୁ ଶୁଣି ଏବେ ସମସ୍ତେ ବହୁତ୍ ଖୁସି।ଯାହାକୁ ନେଇ ସମସ୍ତେ ଅନେକ ପ୍ରଶଂସା ମଧ୍ଯ କରିଛନ୍ତି।
ତେବେ ଆପଣ ତ ଜାଣିଛନ୍ତି ଯେତେବେଳେ ବି ଆମେ କାହା ପାଖରୁ ଭଜନ ଟିଏ ଶୁଣିବାକୁ ପାଉ,ତାହା ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ସେହିପରି ଏହି ଦୁଇ ଝିଅଙ୍କ ର ଗୀତ ଗାଇବା ର ଭିଡିଓ ଏବେ ସମସ୍ତଙ୍କୁ ଚକିତ ଏଵଂ ଖୁସି କରିଛି। କାରଣ ଏଠାରେ ଏହି ଝିଅ ଦୁଇଜଣ ଏତେ ସୁନ୍ଦର ଭାବରେ ଗାଉଛନ୍ତି ଯେ ଏହା ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।