ବନ୍ଧୁଗଣ ଯାତ୍ରାର ଅନେକ ଏଭଳି ଦୃଶ୍ୟ ରହିଛି ଯାହା ବହୁତ୍ ମନ ମୁଗ୍ଧକର ଅଟେ। ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ। ତେବେ ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଅନେକ ଦର୍ଶକ ଯାତ୍ରା ଦେଖିବାକୁ ବହୁତ୍ ଭଲ ପାଆନ୍ତି।ଆପଣମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରା ତ ନିଶ୍ଚୟ ଦେଖିବାକୁ ଭଲ ପାଉଥିବେ ଏବଂ ଯାତ୍ରା ଦେଖିବାକୁ ବି ଯାଉଥିବେ ମଧ୍ୟ। ଯାତ୍ରାରେ ରହିଥାଏ ଏକ ଭିନ୍ନ ଧରଣର ଆଉ ଭିନ୍ନ ସ୍ୱାଦର ମନୋରଂଜନ ର ଦୃଶ୍ୟ।
ସେଥିପାଇଁ ଯାତ୍ରା ପ୍ରେମୀ ଯାତ୍ରା ଦେଖିବାକୁ ସତେ ଯେମିତି ବହୁତ୍ ଆଗ୍ରହୀ ହୋଇ ଉଠନ୍ତି। ତେବେ ଯାତ୍ରା ଆରମ୍ଭ ହେବା ପୂର୍ବରୁ ରହିଥାଏ ଅନେକ କାର୍ଯ୍ୟକ୍ରମ। ଯାହାକୁ ଦେଖିବାକୁ କିଛି ସ୍ଵତନ୍ତ୍ର ଦର୍ଶକ ବେଶ୍ ଭଲ ପାଆନ୍ତି। କାରଣ ଏହା ହେଉଛି ମେଲୋଡି ଏବଂ ରେକର୍ଡ ଡାନ୍ସ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ଏହି ସମୟରେ ମଝିରେ ମଝିରେ ହୋଇଥାଏ ଜବରଦସ୍ତ ଆଙ୍କରିଁ। ଏହା ମଧ୍ୟ ବହୁତ୍ ମନୋରଂଜନ ପୂର୍ଣ୍ଣ ହୋଇଥାଏ।ତେଣୁ ଯାତ୍ରାର ପ୍ରତିଟି ମାହଲ ବେଶ ଆକର୍ଷିତ କରିବା ଭଳି ଅଟେ।ଯାହାକୁ ଶୁଣି ହସି ହସି ଗଡି ଯାଆନ୍ତି ଦର୍ଶକ। କାରଣ ବହୁତ୍ ମଜାଦାର ଢଙ୍ଗରେ ଉଭୟ ମେଲ୍ ଏବଂ ଫିମେଲ ଆଙ୍କର ଏହାକୁ ଉପସ୍ଥାପନ କରିଥାନ୍ତି।
ଆଉ ତାପରେ ଜବରଦସ୍ତ ଡାନ୍ସ ମଧ୍ୟ ମଝିରେ ମଝିରେ ଦେଖିବାକୁ ମିଳିଥାଏ।ଏହାକୁ ଦେଖିବାକୁ ଏବଂ ମଜା ନେବାକୁ ବି ଦର୍ଶଙ୍କର ମନରେ ଏକ ଭିନ୍ନ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଥାଏ। ଏହାଛଡା ଯାତ୍ରା ର କାହାଣୀ ଚାଲୁଥିବା ବେଳେ ମଧ୍ୟ ଯାତ୍ରା ଭିତରେ ଦେଖିବାକୁ ମିଳିଥାଏ ସୁନ୍ଦର୍ କମେଡି ର ତଡକା। ଯାହା ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଥାଏ। ମଜାଦାର କମେଡି ର ଦୃଶ୍ୟକୁ ଦେଖାଇ ଥାଆନ୍ତି ଯାତ୍ରାର କଳାକାର।ଦର୍ଶକ ମାନେ ଏହିଭଳି କମେଡି କୁ ବେଶ୍ ଉପଭୋଗ କରନ୍ତି। ଆପଣ ବି ଯାତ୍ରାର ଅନେକ କମେଡି କୁ ଦେଖିବାକୁ ପାଇଥିବେ।
ଯାହାକୁ ଦେଖି ନିଶ୍ଚିତ ଖୁସି ବି ହେଉଥିବେ। ସେହିଭଳି ଏକ ଜବରଦସ୍ତ କମେଡି ର ଦୃଶ୍ୟ ଏଠାରେ ଏହି ଭିଡିଓ ରେ ଦେଖିବାକୁ ମିଳିଛି।ଏହା ହେଉଛି ଇଷ୍ଟର୍ଣ୍ଣ ଅପେରାର ଏକ ସୁନ୍ଦର୍ କମେଡି ର ଦୃଶ୍ୟ।ଏହି କମେଡି ର ଟାଇଟଲ ରହିଛି ମଦୁଆ ମାଇପ ର ବୁଢ଼ା ଘଇତା।ଏହି କମେଡି ଟି ଯେମିତି ହୋଇଛି ଆପଣ ଏହାକୁ ଦେଖି ହସି ହସି ଗଡି ଯିବେ ଏବଂ ଯାତ୍ରାର ଏହି ମଜାଦାର ଦୃଶ୍ୟ କୁ ନିଶ୍ଚିତ ଉପଭୋଗ କରିବେ।ଏହି ଭିଡିଓ କୁ ସୋସିଆଲ ମିଡିଆରେ ଅନେକ ଲୋକ ଦେଖି ବେଶ୍ ଖୁସି ହେଉଛନ୍ତି। ଏହାଛଡା ଏହି ମଜାଦାର କମେଡିର ଦୃଶ୍ୟକୁ ଏବେ ସୁଦ୍ଧା ୩ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।