( ପିଆଜ ) ଖାଉଛନ୍ତି କି ? | ନିଶ୍ଚୟ ଜାଣି ରଖନ୍ତୁ ଏହି ଭୟଙ୍କର କଥା

ତେବେ ବନ୍ଧୁଗଣ ଆମେ ସମସ୍ତେ ଜାଣିଛେ କି ପିଆଜ ଗୋଟିଏ ଏଭଳି ଜିନିଷ ଯେଉଁଥିରେ ଅନେକ ପ୍ରକାରର ଉପକାରିତା ଗୁଣ ରାହିଛି , ଆଉ ଏହା ବ୍ୟତୀତ ପିଆଜ ର ଏହି ଭଳି ଗୁଣ କୁ ବ୍ୟବହାର କରିକି ଆମେ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ରୁ ମୁକ୍ତି ପାଇପାରିବା | ତେବେ ପିଆଜ କୁ ସାଧାରଣତଃ ଆମେ ରୋଷେଇ ପାଇଁ ବ୍ୟବହାର କରୁଥାଉ ଆମ ଘରେ | ତେବେ ଦର୍ଶକ ବନ୍ଧୁ ଆପଣଙ୍କର ଜାଣି ରଖିବା ଉଚିତ ଯେ ଖାଇବା ଆଉ ରୁଷେଇ ବ୍ୟତୀତ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ଉପାୟ ମାନ ରହିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ପିଆଜର ଆଉ କଣ କଣ ଉପକାରିତା ଗୁଣ ରହିଛି ସେ ବିଷୟରେ ଅଧିକ ଜାଣିବା |

ପିଆଜ ର ଉପକାରିତା ଗୁଣ ଗୁଡିକ ହେଲା :-

1-ପିଆଜ ଆମ ତ୍ୱଚାବରେ ଥିବା ସମସ୍ତ ପ୍ରକାରର ସମସ୍ୟା କୁ ଦୂର କରିଥାଏ, ପିଆଜ ରେ ଭିଟାମିନ A, ଭିଟାମିନB, ଓ ଭିଟାମିନ, E ଭଳି ଗୁଣ ରହିଥାଏ ଯାହା ଆମ ତ୍ୱଚା ର ସବୁ ପ୍ରକାରର ସମସ୍ୟା କୁ ଦୂର କରିବାରେ ସାହାଯ୍ୟ କରିଥାଏ | ଏହା ବ୍ୟତୀତ ଏଥିରେ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ରହିଥାଏ ଯାହା ସୂର୍ଯ୍ୟ ଙ୍କ ପାଖରୁ ଆସୁଥିବା ଅତି ବାଇଗଣି ରଶ୍ମି କୁ ଆମେ ତ୍ୱଚାରେ ପଡିଲେ କିଛି ବି ଅସୁବିଧା କରିବାକୁ ଦିଏ ନାହିଁ | ଏହା ବ୍ୟତୀତ ଏହା ଆମ ତ୍ୱଚା ର କଳା ଦାଗ କୁ ମଧ୍ୟ ଦୂର କରେ |

2-ପିଆଜ ଆପଣଙ୍କର ଖାଦ୍ୟ କୁ ହଜମ କରିବାରେ ସାହାଯ୍ୟ କରେଇଥାଏ | ତାହା ସହିତ ପିଆଜ ଆମର ପାଚନ କ୍ରିୟା ରେ ଥିବା ସମସ୍ତ ଖାଦ୍ୟ କୁ ହଜମ କରେଇ ମଳ ଆଉ ମଳଗଣ୍ଡ ଭଳି ରୋଗରୁ ଆମକୁ ରକ୍ଷା କରିଥାଏ |

3-ପିଆଜ ଆମ ଶରୀରରେ ରକ୍ତ ସ୍ରାବ କୁ ବନ୍ଦ କରିଥାଏ | ଯଦି ଖରା ଦିନେ ଆପଣଙ୍କର ନାକ ରୁ ରକ୍ତ ବାହାରୁ ଥିବ, ତାହେଲେ ସେଥିରୁ ମୁକ୍ତି ପାଇଁ ଆମେ ପିଆଜ କୁ ବ୍ୟବହାର କରୁଥାଉ |ଦାନ୍ତ ମାଢିରେ ରକ୍ତ ବାହାରିଲେ ବନ୍ଦ ପାଇଁ ମଧପିଆଜ କୁ ବ୍ୟବହାର କରାଯାଏ |

4-ପିଆଜ ଥଣ୍ଡା ଓ କାଶ ଭଳି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ, ଏହା ଆମକୁ କ୍ୟାନ୍ସର ଠାରୁ ମଧ୍ୟ ରକ୍ଷା କରେ | ଏହା ବ୍ୟତୀତ ପିଆଜ ଆମ ଶରୀରରେ ହେମୋଗ୍ଲୋବିନ ର ମାତ୍ରା ବଢାଇବା ରେ ମଧ୍ୟ ସାହାଯ୍ୟ କରିଥାଏ |

5-ପିଆଜ ଆପଣଙ୍କର ବେଡ଼ କଲେଶଷ୍ଟେରାଲ କୁ ଠିକ ରଖିବା ସହିତ ଡାଇବେଟିସ ଭଳି ରୋଗ କୁ ନିୟନ୍ତ୍ରଣ ଇ ରଖିଥାଏ | ଏହା ଆମ ଶରୀରରେ ହୃତ ଘାତ ଓ ଆଜ୍ମା ଭଳି ରୋଗ ଠୁ ଦୁରେଇ ରଖେ |

6- ମହୁ ମାଛି କାମୁଡ଼ିଥିଳ ତାହାର ଯନ୍ତ୍ରଣା ସହିତ ଏହା ଆମକୁ ଆଣ୍ଠୁ ଗୋଂଷ୍ଟି ଯନ୍ତ୍ରଣା ରୁ ମଧ୍ୟ ମୁକ୍ତି କରେ |

ତେବେ ଏହା ଥିଲା ପିଆଜ ର ଉପକାରିତା ଗୁଣ ବିଷୟରେ କିଛି ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment