ବନ୍ଧୁଗଣ ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ମଧ୍ୟ ଦେଖିବାକୁ ପାଉଥିବେ।ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ହଠାତ୍ ଟିକେ ଚକିତ ହୋଇପଡୁ। କିଛି ଭିଡିଓ ଏମିତି ବି ଥାଏ ଯାହାକୁ ଦେଖିଲେ ଆପଣ ନିଜର ହସକୁ ଅଟକାଇ ପାରନ୍ତି ନାହିଁ। ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ।
ତେବେ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଏହିସବୁ ଭିଡିଓ ମାନଙ୍କୁ ଭିତରୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଲୋକେ ବେଶି ପସନ୍ଦ କରିବା ସହ ଏଥିପ୍ରତି ପ୍ରତିକ୍ରିୟା ଶିଳ ହୋଇ ପଡନ୍ତି ଏବଂ ଏପରି ଭିଡିଓ କୁ ଅଧିକ ମାତ୍ରାରେ ସେୟାର ମଧ୍ଯ କରନ୍ତି,ଯାହା ଭାଇରାଲ ହେବାରେ ଲାଗିଥାଏ।ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ।
ନିଶ୍ଚିତ ଭାବରେ ଆପଣ ପ୍ରତିଦିନ ଦେଖୁଥିବା ଅନେକ ଭାଇରାଲ ଭିଡିଓ ମଧ୍ୟରୁ ଭୟଭୀତ କଲାଭଳି ଖବର ମଧ୍ୟ ଦେଖିବାକୁ ପାଉଥିବେ। ତେବେ ଏହି ଭିଡିଓ ଏମିତି ହୋଇଥାଏ ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ଯେମିତି ଡର ସୃଷ୍ଟି କରିଥାଏ ସେମିତି ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ଆଉ କିଛି ଭିଡିଓ ଥାଏ ଯାହା ଭାରି ଅଜବ ପ୍ରକାରର ହୋଇଥାଏ। ତେବେ କହିବାକୁ ଗଲେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।କିନ୍ତୁ ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ, ଏମିତି ଏକ ଅଜବ ଘଟଣା ଯାହା ଆପଣଙ୍କୁ ଚକିତ କରିବ ନିଶ୍ଚିତ।
ଏଠାରେ ଦେଖିବାକୁ ମିଳିଛି ଯେ କିଛି ଜଣ ବେଶ ଆକର୍ଷଣୀୟ ଢଙ୍ଗରେ ସର୍କସ୍ ଦେଖାଉଛନ୍ତି। ସେମାନେ ଯେଉଁଭଳି ଭାବରେ ଗୋଡ଼ ହାତକୁ ମେଲାଇ ଅଦ୍ଭୂତପୂର୍ବ ଭାବରେ ଅଙ୍ଗଭଙ୍ଗି ଦେଖାଇ ସର୍କସ୍ କରୁଛନ୍ତି ତାହା କରିବା ବହୁତ୍ କଷ୍ଟ। ବହୁତ୍ ଅଭ୍ୟାସ ପରେ ତାଲିମ୍ ନେଇ ଏପରି ସରକସ ସେମାନେ ଦେଖାଉଛନ୍ତି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ୟ୍ଯ ହେବା ସହ ଖୁସି ବି ହେଉଛନ୍ତି। ଆପଣ ବି ଏପରି ସର୍କସ ର ଭିଡିଓ ଦେଖିଲେ ନିଶ୍ଚିତ ଅବାକ୍ ହେବା ସହ ପ୍ରଶଂସା ବି କରିବେ।ତେବେ ଏହି ସୁନ୍ଦର୍ ଏବଂ ଆଶ୍ଚର୍ଯ୍ୟକର ସର୍କସର ଭିଡିଓ ସୋସିଆଲ ମିଡିଆରେ ଏବେ ବହୁତ୍ ସେୟାର ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।