ଅସିତ୍ ପତି ମୋତେ ପକେଇ ଦେଇ ରେପ୍ ସିନ୍ କରୁ କରୁ ଯାହା ଘଟିଲା ମୁଁ ଭୁଲି ପାରୁନି, ଏ ନେଇ କଣ କହୁଛନ୍ତି ଅଭିନେତ୍ରୀ… ଦେଖନ୍ତୁ Video

ବନ୍ଧୁଗଣ କଳାକାର ମାନେ ତାଙ୍କର କଳାକୁ ପ୍ରଦର୍ଶନ କରି ବେଳେବେଳେ ଏମିତି କିଛି ମନଛୁଆଁ ଏବଂ ଅଭୁଲା ଛାପକୁ ଦର୍ଶକଙ୍କ ମନ ଭିତରେ ଛାଡି ଦେଇ ଯାଆନ୍ତି ତାହା ସବୁଦିନ ପାଇଁ ଏକ ସୁନ୍ଦର୍ ସ୍ମୃତି ହୋଇ ରହି ଯାଇଥାଏ। ତେବେ ଏବେବି ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି।ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ।

ଅଭିନୟ ଜଗତର କଳାକାର ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଭିନ୍ନ ଆଗ୍ରହ ବି ରହିଥାଏ। ଯାହାବି ହେଉ କଳାକାର ମାନେ ଯେଉଁଭଳି ଭାବରେ ତାଙ୍କର ଅଭିନୟର ପାରଦର୍ଶିତା ଦେଖାଇ ଥାଆନ୍ତି ତାହା ଦର୍ଶକ ମାନଙ୍କୁ ମନୋରଂଜନ ତ କରାଇଥାଏ ଏହା ସହିତ କଳା ପାଇଁ ସେମାନଙ୍କୁ ଉତ୍ସାହିତ କରିଥାଏ। ସେହିପରି ଅନେକ ଅଭିନେତ୍ରୀ ଓ ଅଭିନେତା ରହିଛନ୍ତି। ଯେଉଁମାନେ ବେଶ୍ ଉଚ୍ଚ କୋଟୀର ଏବଂ ଆକର୍ଷଣୀୟ ଅଭିନୟ କରନ୍ତି। ସେମାନଙ୍କ ଅଭିନୟ ସବୁବେଳେ ଦର୍ଶକଙ୍କ ମନ ଭିତରେ ଏକ ସୁନ୍ଦର୍ ସ୍ମୃତିର ଛାପ ଛାଡ଼ି ଯାଇଛି। ଏବେବି ଦର୍ଶକ ସେହି ଅଭିନୟକୁ, ସେହି ଚରିତ୍ରକୁ ମନେ ପକାଇ ବେଶ ଖୁସି ହୁଅନ୍ତି।

ସେହିଭଳି ଜଣେ ଲୋକପ୍ରିୟ ଏବଂ ସମସ୍ତଙ୍କର ପ୍ରିୟର କଳାକାର ହେଉଛନ୍ତି ଅଭିନେତ୍ରୀ ଜୟା ମାଡାମ। ତାଂକର ଅଭିନୟ କେତେ ଆକର୍ଷଣୀୟ ଏବଂ ଉଚ୍ଚ କୋଟୀର ତାହା ତ ଆପଣ ଜାଣିଛନ୍ତି। ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ସେ ଛାଡି ଛନ୍ତି ତାଙ୍କର ଦମଦାର ଏବଂ ଆକର୍ଷଣୀୟ ଅଭିନୟ ପାଇଁ।ସେ କେତେ ଚମତ୍କାର ଅଭିନୟ କରନ୍ତି ତାହା ଆପଣ ତାଙ୍କ ଅଭିନୟ ଯଦି ଦେଖିଥିବେ ତାହେଲେ ଜାଣି ଥିବେ।ସେ ହେଉଛନ୍ତି ଓଡ଼ିଶାର ଜଣେ ଆଗ ଧାଡିର ଅଭିନେତ୍ରୀ। ଏବେ ତାଙ୍କର ସାକ୍ଷାତକାର ର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ସାକ୍ଷାତକାର ରେ ଅଭିନେତ୍ରୀ ଜୟା ଅଭିନୟ ଜଗତ ସହିତ ଜଡ଼ିତ ଅନେକ କଥା କହିଛନ୍ତି।

ତାଙ୍କ ସମୟର ଅଭିନୟ ଦୁନିଆ, ଫିଲ୍ମ୍ ଇଣ୍ଡଷ୍ଟ୍ରି ଏବଂ ଏବେ ସମୟର ଫିଲ୍ମ୍ ଇଣ୍ଡଷ୍ଟ୍ରି ଭିତରେ ଥିବା ଫରକ କୁ ସେ କହିଛନ୍ତି। ଏହାଛଡା ଅଭିନୟରେ ତାଙ୍କର ପ୍ରଦର୍ଶନ ଏବଂ ଅଭିନୟ ସମୟରେ କିପରି ଜଣେ ମଜ୍ଜି ରହିଥାଏ ସେ ବିଷୟରେ କହିଛନ୍ତି ଜୟା। ଅଭିନୟକୁ କିପରି ସେ ଉପଭୋଗ କରନ୍ତି ଅଭିନୟ କରିବା ସମୟରେ ତାକୁ ସେ କହିଛନ୍ତି। ଥରେ ଅସିତ୍ ପତିଙ୍କ ସହିତ ଯେତେବେଳେ ଏକ ରେପ୍ ସିନ ଚାଲିଥିଲା ସେହି ସମୟରେ ତାଙ୍କ ସହ ଯାହା ଘଟିଥିଲା ଏବଂ ଏହି ଦୃଶ୍ୟ କିପରି ସବୁଦିନ ପାଇଁ ତାଙ୍କର ଏକ ସ୍ମୃତି ହୋଇ ରହିଚି ସେ ବିଷୟରେ ଏହି ସାକ୍ଷାତକାର ରେ ସୁନ୍ଦର୍ ଭାବରେ ବର୍ଣ୍ଣନା କରିଛନ୍ତି ଅଭିନେତ୍ରୀ ଜୟା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment