ଦର୍ଶକ ବନ୍ଧୁ ମଣିଷ ତା ଜୀବନ ରେ ପ୍ରତ୍ୟେକ ଦିନ ନୂଆ ନୂଆ ଲୋକଙ୍କୁ ଭେଟିଥାଏ | ତାହା ଭିତରୁ କେହି ଆମର ବଡ ଶତ୍ରୁ ହେଇଯାଇଥାନ୍ତି ତୋ ପୁଣି କିଏ ଆମର ଭଲ ବନ୍ଧୁ | ତେବେ ଏହିପରି ବେଳେ ବେଳେ ଆମ ଜୀବନରେ ଶତ୍ରୁ ମାନଙ୍କ ସଂଖ୍ୟା ବଢିବାରେ ଲାଗିଥାଏ ଓ ସେମାନେ ଆମକୁ ପରବର୍ତ୍ତୀ ସମୟରେ ବିଭିନ୍ନ ଅସୁବିଧା ମଧ୍ୟରେ ପକାଇଥାନ୍ତି | ତାହାଲେ ଦର୍ଶକ ବନ୍ଧୁ ଏମିତି ଶତ୍ରୁ ମାନଙ୍କୁ ଦମନ କରିବା ବା ଶତ୍ରୁ ମାନଙ୍କୁ ନିଜଠୁ ଦୁରେଇ ଦେବା ପାଇଁ ଆଜି ଜାଣିବା ଏହାର କିଛି ସହଜ ଉପାୟ | ତେବେ ସହଜ ଉପାୟ ଟି ହେଉଛି ରସୁଣ | ହଁ ଆଜ୍ଞା ରସୁଣ କୁ ବ୍ୟବହାର କରି ଆପଣଙ୍କ ଶତ୍ରୁ ମାନଙ୍କୁ ଅତି ସହଜରେ ଆପଣଙ୍କ ଜୀବନରେ ଦୁରେଇ ଦେଇ ପାରିବେ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହାକୁ କେମିତି ପ୍ରୟୋଗ କରିବେ |
ତେବେ ଆମେ ଜାଣିଛୁ ଦର୍ଶକ ବନ୍ଧୁ ପ୍ରଥମତଃ ଜାତକ ରେ ଷଷ୍ଠ ଭାବ ଶତ୍ରୁ ର ଭାବ ତେଣୁ ମଣିଷ ଜୀବନ ରେ ଶତ୍ରୁ ରହିବ ନିଶ୍ଚୟ | ତେବେ ଶତ୍ରୁ କୁ ଦୁରେଇ ଦେବା ପାଇଁ କଣ କରିବେ ନା, ଗୋଟିଏ ଗୋଟା ରସୁଣ ଆଣିବେ ଓ ତାହାର ଉପରି ଭାଗ ଥିବା ଚୋପାକୁ କାଢି ଦେବେ | ତାପରେ ଶନିବାର ଦିନ, ଦିନ ଠିକ 5 ଟା ସମୟରେ ଯେତେବେଳେ ସୂର୍ଯ୍ୟାସ୍ତ ହେଉଥିବା ସମୟରେ | ଠିକ ସେତେବେଳେ ଆପଣ କଣ କରିବେ ଗୋଟିଏ କଳା କଲମ ଆଣିବେ ଓ ଆପଣ ଯେଉଁ ରସୁଣ ଆଣିଥିଲେ ସେହି ରସୁଣ ଚୋପା କାଢି ଦେଇ ଶନିବାର ଦିନ ସାନ୍ଧ୍ୟ 5 ଟା ସମୟରେ ଯେତେବେଳେ ସୂର୍ଯ୍ୟାସ୍ତ ହେଉଥିବ ସେତେବେଳେ ସେହି ରସୁଣ ଦୁଇ ପଟେ ଏକ କଳା କଲମ ରେ ଆପଣଙ୍କ ଶତ୍ରୁ ର ନାମ ଲେଖିଦେବେ |
ତେବେ ଏହି ଭଳି ନାମ ଲେଖି ସାରିବା ପରେ ଯେଉଁ ଜାଗାରେ କେହି ନ ଥିବେ ଓ ସେଠାରେ ଏକ ଆଶ୍ବସ୍ଥ ଗଛ ହେଇଥିବ | ସେହି ଜାଗାରେ ଆପଣ କଣ କରିବେ ନା ଟିକେ ମାଟି କୁ ଖଳି ଦେଇ | କିଛି ଫୁଲ ନେଇଥିବେ ଯାହାର କିଛି ବାସ୍ନା ନ ଥିବ ଓ ଖଳି ଥିବା ସ୍ଥାନ ରସୁଣ ଓ ଫୁଲ କୁ ପୋତି ଦେଇ ଆପଣଙ୍କ ଶତ୍ରୁ ନାମ ନେବା ସହିତ ସିଏ ଆପଣଙ୍କ ସହିତ ଯାହା ସବୁ କରିଛି ତାହାକୁ ସେହି ରସୁଣ କୁ ଧରି କହିବେ | ଏବଂ ଏକଥା ମଧ୍ୟ କହିବେ ଯେ ମୁଁ ତୋର ଶତ୍ରୁ ନୁହେଁ କି ତୁ ମୋର ଶତ୍ରୁ ନୁହେଁ ତୁ ମୋର ଜଣେ ମିତ୍ର ତେଣୁ ତୁ ମୋ ସହିତ ଶତ୍ରୁ ତା ନ କରି ଚାଲିଯା |
ତେବେ ଏହି ଉପାୟ ଟି ସେ ପର୍ଯ୍ୟନ୍ତ କହିବେ ଯେ ପର୍ଯ୍ୟନ୍ତ ଆପଣଙ୍କ ଙ୍କୁ ଲାଗିବ ଯେ ଏବେ ମୋର କାର୍ଯ୍ୟ ସଫଳ ହେଇଛି ତାପରେ ଏହାକୁ ସେହି ଅଶ୍ଵସ୍ଥ ଗଛ ମୂଳରେ ପୋତି ଦିୟନ୍ତୁ | ତାପରେ ଆପଣ ଆଉ ପଛକୁ ନ ଚାହିଁ ଘରକୁ ଚାଲିଆସିବେ | ଦେଖିବେ ଏମିତି କରିବା ଦ୍ୱାରା ଆପଣଙ୍କ ଶତ୍ରୁ ଆପଣଙ୍କଠୁ ଦୂରେଇ ଯିବେ ବୋଲି କୁହାଯାଇଛି | ଆଉ ଏହିଭଳି ଭାବରେ ଯଦି ଆମେ ମାନି ଚଳିବା ତାହେଲେ ଆମ ଜୀବନ ରେ ବହୁତ ଉନ୍ନତି ହେବା କଥା କୁହାଯାଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।