ଦେଖନ୍ତୁ ଚମତ୍କାର…. Cute Doll Tanisha ଙ୍କ Cute Performance ରେ ଜଜ ମାନେ ହେଲେ ଆତ୍ମହରା….

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ମାନେ ଅନେକ ପ୍ରକାରର ପ୍ରତିଭା ପ୍ରକାଶ କରୁଥିବା ଭିଡିଓ ମାନ ଦେଖିବାକୁ ପାଉଥିଲେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହା ସମସ୍ତଙ୍କ ମନକୁ ବେଶ ଆକୃଷ୍ଟ କରେଇଥାଏ | ତେବେ ଦେଖିବାକୁ ମିଳିଛି କି ପିଲା ମାନେ ନିଜ ଭିତରେ ଥିବା ପ୍ରତିଭା କୁ ଦେଖିବା ପାଇଁ ଆସିଛନ୍ତି “ମୁଁ ବି ନମିତା ଅଗ୍ରୱାଲ ହେବି ” ର ମହା ମଞ୍ଚ କୁ | ଆଉ ଯେଉଁଠି କିଉଠି ଡଲ ତନୀଷା ଦେଖାଇବାକୁ ଲାଗିଛନ୍ତି ତାଙ୍କର ସ୍ୱର ର ଯାଦୁ | ଆଉ ସମସ୍ତଙ୍କ ମନକୁ ମଧ୍ୟ ଆକୃଷ୍ଟ କରାଉଥିବାର ଦେଖିବାକୁ ମିଳିଛି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଛୋଟ ଛୁଆଁ ଟିର ଗୀତ ଉପରେ ଆଲୋଚନା କରିବା |

ତେବେ ଆଜି କାଲି ସୋସିଆଲ ମିଡିଆରେ ବେଶ ଭଲ ଭାବରେ ଦର୍ଶକ ଙ୍କ ମନକୁ ଛୁଇଁ ପାରିଥିବା ଭିଡିଓଟି ହେଉଛି ସିଦ୍ଧାର୍ଥ ଟିଭି ରେ ପ୍ରଚଳିତ ଥିବା ସମସ୍ତଙ୍କର ଅତି ଲୋକ ପ୍ରିୟ ରିୟାଲିଟି ଶୋ “ମୁଁ ବି ନମିତା ଅଗ୍ରୱାଲ ହେବି ” ଆଉ ଯେଉଁଥିରେ ବର୍ତ୍ତମାନ ସଲ ପୋରଫୋମେନ୍ସ ଚାଲୁଥିବାର ଦେଖିବାକୁ ମିଳିଛି | ଆଉ ଯେଉଁଥିରେ ସୁନ୍ଦର ଭାବରେ ଗୀତ ର ଯାଦୁ ରେ ଉପସ୍ଥିତ ତଂଗୀବ ଦର୍ଶକ ଙ୍କ ମନକୁ ଆକୃଷ୍ଟ କରେଇଛନ୍ତି ତନିଶା |

ତେବେ ତନିଶା ଗାଇବାକୁ ଲାଗିଛନ୍ତି ” ତୁ ତ କାଳିଆ ନୁହଁ ମୋ ସୁନା ଥାଳିଆ ” ଗୀତ ଟିକୁ | ଆଉ ଯେଉଁ ଗୀତ ର ସ୍ୱର ଆଉ ଲୟ ଏତେ ଭଲ ଥିଲା କି ତାହା ସମସ୍ତ ଉପସ୍ଥିତ ଦର୍ଶକ ଓ ଯୋଜେସ ମାନଙ୍କର ମନକୁ ମଧ୍ୟ ଛୁଇଥିଲା | ନମିତା ଅଗ୍ରୱାଲ ମଧ୍ୟ ଝିଅ ଟିର ଏହି ସୁନ୍ଦର ଭାବରେ ଗାଇବାକୁ ପ୍ରସଂଶା କରୁଥିବାର ଦେଖିବାକୁ ମିକିଛି | ତେବେ ଛୋଟ ଝିଅ ତନିଶା ଙ୍କ ପାଖରେ ବହୁତ କଳା ରହିଛି, ଆଉ ତାଙ୍କର ସ୍ୱର ର କଳା ଏତେ ଅଧିକ ଥିଲା କି ତାହା ସମସ୍ତଙ୍କ ହୃଦୟକୁ ବେଶ ଆକୃଷ୍ଟ ମଧ୍ୟ କରେଇ ଥିବାର ଦେଖିବାକୁ ମିଳିଛି |

ତେବେ କୁନି କୁନି କଳାକାର ମାନଙ୍କର ଏହିଭଳି ପ୍ରତିଭା କୁ ସମସ୍ତଙ୍କର ସାମ୍ନା କୁ ଆଣିବା ପାଇଁ ଏହା ଥିଲା ସିଦ୍ଧାର୍ଥ ଟିଭିର ଏକ ନିଆରା ପ୍ରୟାସ ଯାହା ଯୋଗୁ ବହୁତ କୁନି କୁନି କଳା କାର ମାନେ ସେମାନଙ୍କର ପ୍ରତିଭା କୁ ଦେଖାଇ ସମସ୍ତଙ୍କର ହୃଦୟରେ ଜାଗା ବନାଇ ପାରିଛନ୍ତି | ଆଉ ଖାଲି ନିଜ ଘରେ ନୁହଁ ସାରା ଓଡ଼ିଆ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ବନାଇ ପାରିଛନ୍ତି କୁନି କଳାକାର ମାନେ | ଆଉ ବର୍ତ୍ତମାନ ସେହି କୁନି ଝିଅ ତନିଶା ଙ୍କ ଗୀତ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment