ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ସବୁବେଳେ କିଛି ନୂଆ ନୂଆ ଭିଡିଓ ଆସିଥାଏ, ଆଉ ଯାହା ମାଧ୍ୟମରେ ଲୋକ ଅନେକ କଥା ଜାଣି ପାରିଥାନ୍ତି | ତେବେ ଆଜି କାଲି ସୋସିଆଲ ମିଡିଆର ଯୁଗ ଯୋଗୁ ଲୋକ ମାନଙ୍କର ପ୍ରତିଭା କୁ ପ୍ରକାଶ କରିବା ବା ନିଜ ପାଖରେ ଥିବା କଳା କୁ ଦେଖାଇବା ପାଇଁ କାହାର ସାହାଯ୍ୟ ଆଉ ନେବାକୁ ପଡ଼ୁନି | ତେବେ ନିଜ ପାଖରେ ଥିବା କଳା କୁ ସୋସିଆଲ ମିଡିଆରେ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି | ଆଉ ଯାହା ଫଳରେ ବହୁତ ପ୍ରସଂଶା ର ଅଧିକାରୀ ହେଇ ପାରୁଛନ୍ତି | ତେବେ ଏଠାରେ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଝିଅଟିର ଡାନ୍ସ ର ଭିଡିଓ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଡାନ୍ସ ଭିଡିଓ ଉପରେ ଟିକିଏ ନଜର ପକାଇବା |
ତେବେ ଆମେ ଜାଣିଛୁ ସମସ୍ତଙ୍କ ପାଖରେ କିଛି ନାଁ କିଛି କଳା ରହିଛି କିନ୍ତୁ ତାହା ସମସ୍ତଙ୍କ ସାମ୍ନାରେ ପ୍ରକାଶ କରି ପାରନ୍ତି ନାହିଁ ସମସ୍ତେ | ଆଉ ଯେଉଁଥିପାଇଁ ସେମାନଙ୍କ ପାଖରେ ଥିବା ପ୍ରତିଭା ଗୁଡିକ ସେହି ନିଜ ଭିତରେ ହିଁ ରହି ଯାଏ | ତେବେ ଆଜି କାଲି ଯୁଗ ର ବିକାଶ ଘଟିଛି | ସୋସିଆଲ ମିଡ଼ିଆର ଯୁଗରେ ସେ ନାଚ ଠାରୁ ଆରମ୍ଭ କରିକି ସବୁ କିଛି ଭାଇରାଲ କରାଯାଉଛି ସୋସିଆଲ ମିଡିଆରେ | ଆଉ ଯାହା ଯୋଗୁ ଲୋକ ମାନେ ପ୍ରସଂସାର ପାତ୍ର ହେବା ସହିତ, ବିଭିନ୍ନ ଜାଗାରେ ସୁଯୋଗ ମଧ୍ୟ ପାଉଛନ୍ତି ଯାହା ଫଳରେ ସେମାନଙ୍କର ଭବିଷ୍ୟତ ବିକାଶ ରେ ମଧ୍ୟ ତାହା ସାହାଯ୍ୟ କରୁଛି ବୋଲି କୁହାଯାଇଛି |
ତେବେ ଏହି ଭିଡିଓ ରେ ଯାହା ଦେଖା ଯାଉଛି କି ଝିଅ ଜଣଙ୍କ ସୁନ୍ଦର ଭାବରେ ନିଜର ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି |ତେବେ ” ତେରେ ଅଖୋକା କାଜଲ ” ଗୀତରେ ସୁନ୍ଦର ଭାବରେ ଅଣ୍ଟା କୁ ହଳାଇ ନାଚିବାକୁ ଲାଗିଛନ୍ତି ଝିଅ ଜଣଙ୍କ | ଆଉ ତାଙ୍କର ଡାନ୍ସ ର ଝଲକ ଏତେ ଅଧିକ ଥିଲା କି ତାହା ସମସ୍ତଙ୍କ ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଥିଲା ବୋଲି କୁହାଯାଉଛି |ତେବେ ଝିଅ ଜଣଙ୍କ ଗୀତ ର ତଳେ ତାଲେ ନିଜର ପ୍ରତେକ ଟି ଷ୍ଟେପ କୁ ବହୁତ ସୁନ୍ଦର ଭାବରେ କରିବାକୁ ଲାଗିଛନ୍ତି |
ତେବେ ଝିଅ ଟି ବହୁତ ସୁନ୍ଦର ଭାବରେ ତାଳ ରେ ଡାନ୍ସ କରିବା ର ଯାଦୁ ସମସ୍ତଙ୍କୁ ଆକୃଷ୍ଟ କରେଇଛି | ଆଉ ଝିଅ ଜଣଙ୍କ ନିଜ ଏହି ଭଳି ଡାନ୍ସ ଭିଡିଓ କୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିବାରେ ଲାଗିଛନ୍ତି | ଆଉ ଯାହାକୁ ଲୋକ ମାନେ ଦେଖି ବହୁତ ପ୍ରସଂଶା ମଧ୍ୟ କରିବାରେ ଲାଗିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।