ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଭିଡିଓ ସାମ୍ନା କୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ |ତେବେ କଳାକାର ମାନେ ଅଭିନୟ କରିଥାନ୍ତି ତାହା ଫ୍ଲିମ ହେଉ ବା ଯାତ୍ରା ଦୁନିଆରେ | ତେବେ ସେମାନଙ୍କର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କୁ କେମିତି ଆକୃଷ୍ଟ କରାଯାଏ ସେହି କଳା ଟି ରହିଥାଏ | ଆଉ ଯେଉଁଥିପାଇଁ ଦର୍ଶକ ମାନଙ୍କର ହୃଦୟ ରେ ଘର କରିଥାନ୍ତି କଳାକାର ମାନେ | ତେବେ ଆଜି ମୁଁ ଯାହା ବିଷୟରେ କହିବାକୁ ଯାଉଛି ତାହା ହେଉଛି ଇଷ୍ଟର୍ଣ୍ଣ ଅପେରା ବିଷୟରେ | ଆଉ ଯେଉଁଠି କଳାକାର ଜଣଙ୍କ ସୁନ୍ଦର ଭାବରେ ତାଙ୍କର ଅଭିନୟ କରିଛନ୍ତି |
ତେବେ ଆଜି କାଲି ଯାତ୍ରା ଦୁନିଆ ବହୁତ ଆଗକୁ ଗଲାଣି ଆଉ ନିଜର କଳା ର ଯାଦୁ ରେ ସମସ୍ତଙ୍କୁ ମୁଗ୍ଧ କରେଇବା ସହିତ ଦର୍ଶକ ମାନଙ୍କର ଦୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ସାରିଲାଣି |ତାହା ଛଡା ଲୋକ ମାନେ ମଧ୍ୟ ଯାତ୍ରା ଦୁନିଆ ପ୍ରତି ଆକୃଷ୍ଟ ହେବାକୁ ଲାଗିଲେଣି | ତେବେ ଆଜି ମୁଁ ଯେଉଁ ଯାତ୍ରା ବିଷୟରେ କହିବାକୁ ଯାଉଛି ତାହାର ନାଁ ହେଉଛି ଇଷ୍ଟର୍ଣ୍ଣ ଅପେରା| ଆଉ ଯେଉଁଠି ଖୋଳନାୟକ ବା ଭିଲିଆନ ଭାବରେ ଏକ୍ଟିଙ୍ଗ କରିବାକୁ ଲାଗିଛନ୍ତି କାହ୍ନଆଁ | ଆଉ ଯେଉଁଠି ଦେଖା ଯାଇଛି କି ତାଙ୍କର ଗୋଟିଏ ସୁନ୍ଦର ଡାଇଲଗ ଥିଲା ତାହା ହେଉଛି ତୋ ଦେହର କଳା ଜାଇ କଥା ଆଜିବି ମୋର ମନେ ଅଛି ଏମିତି କିଛି କହିଛନ୍ତି କଳାକାର ଜଣଙ୍କ |
ତେବେ ଖାଲି ଆଜି ନୁହଁ ବହୁତ ଆଗରୁ ମଧ୍ୟ ଇଷ୍ଟର୍ଣ୍ଣ ଅପେରା ର ଗୋଟିଏ ନାଁ ରହିଛି, ଆଉ ଯେଉଁଠି ଦେଖା ଯାଇଛି କି ନିଜର ଅଭିନୟ ର କମାଲ ଦେଖାଇ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇ ପାରିଛନ୍ତି | ତେବେ ଆଜି କାଲି ଲୋକ ମାନଙ୍କ ପାଇଁ ସୁବିଧା ହୋଇ ଗଲାଣି | କାରଣ ପୂର୍ବରୁ ଲୋକ ମାନେ ଯାତ୍ରା ଦେଖିବା ପାଇଁ ହେଲେ ଟିକେଟ କାଟିକି ଗାଁ ଗହଳି ରେ ଯାତ୍ରା ପାର୍ଟି ଆସୁଥିବା ସ୍ଥାନ କୁ ଯାଇଥାନ୍ତି |
କିନ୍ତୁ ଏବେ ଆମେ ମାନେ ଟିଭି ଓ ମୋବାଇଲ ଜରିଆରେ ମଧ୍ୟ ସେ ସବୁର ସୁବିଧା ଓ ସୁଯୋଗ ପାଉଛୁ ବୋଲି କୁହାଯାଉଛି | ଆଉ ଯାହା ଫଳରେ ଲୋକ ମାନେ ଘରେ ରହି ଯାତ୍ରା ର ମଜା ନେଇ ପାରୁଛନ୍ତି | କିନ୍ତୁ ବିଶେଷ କରିକି ବୟସ୍କ ଲୋକ ମାନେ ଅଧିକ ପସନ୍ଦ କରିଥାନ୍ତି ଯାତ୍ରା ଦେଖିବା ପାଇଁ | ଆଉ ଏହି ଭିଡିଓରେ ଖୋଳନାୟକ ଜଣକ ବେଶ ଭଲ ଭାବରେ ନିଜର ଅଭିନୟ କୁ ଦେଖିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।