ଓଃ କି ମସ୍ତି ! ପିଣ୍ଟୁ ( Pintu ) ଭଉଣୀ ମାନଙ୍କ ସହ ମିଶି କଲେ ଛୋଟିଆ ଗାଁ ଆଖଡ଼ା… ଏଥର ମାର୍କେଟ ଘାଣ୍ଟିବ ଜେଜେମା ଙ୍କ ଗୀତ….

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କର ମନକୁ ବେଶ ଆକୃଷ୍ଟ କରେଇଛି | ଆଉ ଯେଉଁଠି ଆପଣ ମାନେ ଜାଣିଥିବ ସମସ୍ତଙ୍କର ବେଶ ଜଣା ଶୁଣା ଭ୍ଲୋଗର ପିଣ୍ଟୁ ରୁପା ଙ୍କ ଜେଜେମା ଗାଇବାକୁ ଲାଗିଛନ୍ତି ପୁରୁଣା ଯୁଗର ଏକ ସୁନ୍ଦର ଗୀତ ଟି | ଆଉ ହେଉ ଗୀତ ରେ ରହିଥିଲା ଏତେ ଯାଦୁ ଯାହାକୁ ଆପଣ ମାନେ ଦେଖିଲେ ମଧ୍ୟ ପାଗଳ ହୋଇଯିବେ | ଆଉ ପୁରୁଣା ଯୁଗର କିଛି ପୁରୁଣା ସୃତି ବିଷୟରେ ମଧ୍ୟ ଆପଣ ମାନେ ଜାଣିପାରିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଜେଜେ ମା ଙ୍କର ସୁ ମଧୁର କଣ୍ଠ ସ୍ବରର ଯାଦୁ ବିଷୟରେ ନଜର ପକାଇବା |

ତେବେ ଯାହା ଦେଖିବାକୁ ମିଳିଛି କୌଣସି ଫାଂକ୍ସନ ଚାଲିଛି ପିଣ୍ଟୁ ଙ୍କ ଘରେ ଆଉ ଯେଉଁଠି ଦେଖିବାକୁ ମିଳିଛି କି ସମସ୍ତେ ମିଳି ମିଶି ତାଙ୍କର ଘର ଲୋକ ମାନେ ମଜା ଆଉ ମସ୍ତି ମଧ୍ୟ କରୁଛନ୍ତି | ତେବେ ତାହାରି ଭିତରେ ଦେଖିବାକୁ ମିଳିଛି କି ସମସ୍ତେ ମିଶିକି ଏକ ପାର୍ଟି କରୁଛନ୍ତି ଆଉ ଯେଉଁଠି ସଂଗୀତ ପରିବେଷଣ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି | ଆଉ ଯେଉଁଥିରେ ଛୋଟ ଝିଅ ଟିକୁ ସଂଗୀତ ଗାଇବା ପାଇଁ କୁହାଯାଉଛି | ତେବେ ଦେଖିବାକୁ ମିଳିଛି କି ଛୋଟ ଛୁଆଁ ଟି ମଧ୍ୟ ସଂଗୀତ ଗାଇବା ପାଇଁ ପ୍ରସ୍ତୁତ ହୋଇ ଯାଇଛି ଓ ଗୀତ ମଧ୍ୟ ଗାଇଛି |

ତେବେ ଏହା ବ୍ୟତୀତ ଯାହା କୁହାଯାଉଛି କି ସମସ୍ତେ ଗୀତ ଗାଇବା ପାଇଁ ମନା କରୁଥିବା ବେଳେ ଜେଜେ ମା ଆସିଥିଲେ ସେମାନଙ୍କର ମଜା ମସ୍ତି ଭିତରକୁ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଜେଜେ ମା ଙ୍କୁ ସଂଗୀତ ବୋଲିବା ପାଇଁ କହିଥିଲେ ସମସ୍ତେ | କିନ୍ତୁ ଜେଜେ ମା କହିବା ପାଇଁ ମନା କରୁଥିଲେ | ଆଉ ଅଧିକ ବାଧ୍ୟ କରିବାରୁ ସେ ତାଙ୍କର ପୁରୁଣା ଜମାନା ର ଏକ ସଂଗୀତ ଗାଇବା ପାଇଁ ଲାଗି ପଡିଥିଲେ | ଆଉ ଯେଉଁଠି ସେ ତାଙ୍କର କଣ୍ଠ ରୁ ଗାଇବାକୁ ଲାଗିଥିଲେ ତାଙ୍କର ଜମାନର ଏକ ଗୀତ | ଆଉ ଯାହା ଆମ ଓଡ଼ିଶାରେ ଥିବା ପୂର୍ବପୁରୁଷ ଯେଉଁ ମାନେ କି ଆମ ଓଡିଶା ପାଇଁ ବହୁତ କିଛି କରିଛନ୍ତି ତାଙ୍କ ବିଷୟରେ ଥିଲା |

ଆଉ ଜେଜେ ମା ବହୁତ ସୁନ୍ଦର ଭାବରେ ନିଜର କଳା କୁ ପ୍ରକାଶ କରିଥିଲେ | ଆଉ ପାଖରେ ଥିବା ସମସ୍ତଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଥିଲେ ତାଙ୍କର ସଂଗୀତ ର ଯାଦୁ ରେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଜେଜେ ମା ଙ୍କର ଏହି ଗୀତ କୁ ସମସ୍ତେ ପ୍ରାୟ ପସନ୍ଦ କରିଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment