ତେବେ ଦର୍ଶକ ବନ୍ଧୁ ଆଜି କାଲି ଯୁଗରେ ଧନ ରତ୍ନ, ଟଙ୍କା ପଇସା ପାଇବା କୁ କିଏ ବା ନ ଚାହେଁ | ଆଜି କାଲି ଏହି ବ୍ୟସ୍ତ ବହୁଳ ଜୀବନ ରେ ଟଙ୍କା ହଁ ସର୍ବ ଶ୍ରେଷ୍ଠ ବୋଲି କୁହାଯାଏ | କାରଣ ଟଙ୍କା ନ ଥିଲେ ମଣିଷ ଅଧା ବୟସ ବା ଭବିଷ୍ୟତ ନଷ୍ଟ ଆଡକୁ ଗତି କରିବ କହିଲେ କିଛି ଭୁଲ ହେବ ନାହିଁ | ହଁ ଦର୍ଶକ ବନ୍ଧୁ ତାହାଲେ ଏହି ଟଙ୍କା ପଇସା କୁ ବା ଧନ ପ୍ରାପ୍ତି ପାଇଁ ଆଜି ଆପଣ ମାନଙ୍କ ପାଇଁ ଏକ ସୁନ୍ଦର ଘରେଇ ଉପଚାର ଟି ରହିଛି ତାହା ହେଉଛି ପାନ ପତ୍ର ତେବେ | ତେବେ ପାନ ପତ୍ର କୁ ବ୍ୟବହାର କରି ଆପଣ ଅତି ସହଜ ରେ ଧନ ପ୍ରାପ୍ତି କରିପାରିବେ ଏହା ସହିତ ଆପଣ ଆପଣଙ୍କ ଧାର ଦେଇଥିବା ଟଙ୍କା ମଧ୍ୟ ଫେରି ପାଇବେ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଧନ ପ୍ରାପ୍ତି ସହଜ ଘରେଇ ଉପାୟ ବିଷୟରେ ନଜର ପକାଇବା |
ଆପଣ ମାନେ କଣ କରିବେ ଧନ ପ୍ରାପ୍ତି ପାଇଁ :-
ତେବେ ଦର୍ଶକ ବନ୍ଧୁ ଏହି ଉପାୟ ଟିକୁ କରିବା ପାଇଁ ପ୍ରଥମେ ଆପଣ ଗୋଟିଏ ବଡ଼ ଆକାର ର ଗୋଟେ ଗୋଟା ପାନ ନିୟନ୍ତୁ | ତାପରେ କିଛି ମହୁ ଆଣନ୍ତୁ | ଏବେ ପାନ ପତ୍ର କୁ ଗଙ୍ଗା ଜଳ ଦ୍ୱାରା ଭଲ ଭାବରେ ଧୋଇଦେଇ ଦେବେ | ମନେ ରଖିବେ ପାନ ପତ୍ର ଡେମ୍ଫ କୁ ଭାଙ୍ଗିବେ ନାହିଁ | ଏବେ ଏହି ପାନ ପତ୍ର କୁ ଯେକୌଣସି ଶୁକ୍ଳ ପକ୍ଷ ସମବାର ଦିନ ସେହି ପତ୍ର ର ଉପର ପଟ ରେ ଆପଣଙ୍କ କନିଷ୍ଠ ଆଙ୍ଗୁଳି ରେ ମହୁ ନେଇ ସେହି ପାନ ପତ୍ର ରେ ସାତ ଥର ଶ୍ରୀ ଲେଖନ୍ତୁ ଗୋଟିଏ ପଟରେ ନ ଧରିଲା ତାହେଲେ ଅନ୍ୟ ପଟେ ଲେଖନ୍ତୁ | ଲେଖି ସାରିବା ପରେ ଏହାକୁ ଆପଣ କଣ କରିବେ ଭଗବାନ ଗଣେଶ ଙ୍କୁ ଅର୍ପଣ କରନ୍ତୁ | ଦେଖିବେ ଆପଣଙ୍କର ଧନ ପ୍ରାପ୍ତି ନିଶ୍ଚୟ କରିବେ |
କାରଣ ଆପଣଙ୍କ ଜାତକ ରେ ଧନ ପ୍ରାପ୍ତି ର ଯୋଗ ରହିଥାଏ ହେଲେ କୌଣସି କାରଣ ରୁ ଏହା ବାଧା ପ୍ରାପ୍ତ ହେଇଥାଏ | ତେଣୁ କନିଷ୍ଠ ଆଙ୍ଗୁଠି ରେ ଏମିତି ପାନ ପତ୍ର 7 ଥର ଶ୍ରୀ ଲେଖିବା ଦ୍ୱାରା ଆପଣ ଧନ ପ୍ରାପ୍ତି କରିଥାନ୍ତି | କାରଣ କନିଷ୍ଠ ଆଙ୍ଗୁଠି ହେଉଛି ବୁଧଙ୍କର, ବୁଧ ହେଉଛନ୍ତି ଧନ ଦେବତା ଓ ମୁହୂ ହେଉଛି ମିଠା ଏହା ଶୁକ୍ର ଙ୍କର ଅତି ପ୍ରିୟ ତେଣୁ ଏହି ଦୁଇ ଜଣଙ୍କ ସଂଯୋଗ ରେ ଆପଣଙ୍କର ଧନ ପ୍ରାପ୍ତି ଯୋଗ ବନିବ, ବାଣିଜ୍ୟ ବ୍ୟବସାୟ ରେ ଉନ୍ନତି କରିବେ, ଚାକିରୀ କ୍ଷେତ୍ର ପଦଉନ୍ନତି ହେବ |
ତେବେ ଏହିଭଳି ଉପାୟରେ ଯଦି ଆମେ ପାନ ପତ୍ର କୁ ବ୍ୟବହାର କରିବା ତାହେଲେ ଆମ ଜୀବନରେ ଦୁଃଖ ଦୁରେଇ ଯିବ | ସବୁବେଳେ ଧନ ଧାନ୍ୟ ରେ ପୁରି ରହିବେ ଆପଣ ମାନେ | ତାହା ଛଡା ଆପଣଙ୍କ ଜୀବନରେ ଆଉ କିଛି ବି ଅଭାବ ଦେଖା ଯିବ ନାହିଁ ବୋଲି ମଧ୍ୟ କୁହାଯାଉଛି | ତେବେ ଏହା ଥିଲା ପାନ ପତ୍ର ଯୋଗୁ କେଉଁ ଭଳି ଭାବରେ ଧନ ପ୍ରାପ୍ତି କରିବେ ତାହାର ସହଜ ଉପାୟ | ଯାହାକୁ ମାନିଲେ ଆମର ଉନ୍ନତି ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।