Padmaja ଙ୍କ ଗୀତ ପଦ୍ମ ଫୁଲ ପରି ସୁନ୍ଦର… ” ମୁଁ ବି ନମିତା ଅଗ୍ରୱାଲ ହେବି ” ଷ୍ଟେଜ ରେ କଲେ ଧମାକାଦାର Performance….

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଶୁଣିଥିବେ |ତେବେ ବର୍ତ୍ତମାନ ସେହିଭଳି ଏକ ମନୋଛୁଆଁ ଗୀତ ଗାଇବାକୁ ଲାଗିଛନ୍ତି ଝିଅ ଜଣଙ୍କ | ଆଉ ନିଜର କଣ୍ଠ ରୁ ନିଃସୃତ ସୁମଧୁର ଗୀତ ର ଖଲକ ରେ ସମସ୍ତଙ୍କୁ ମଧ୍ୟ ବେଶ ଦିୱାନା କରିଛନ୍ତି | ତେବେ ଆପଣ ମାନେ ଜାଣିଥିଲେ ସିଦ୍ଧାର୍ଥ ଟିଭି ପରଦାରେ ଏହି ମନୋଛୁଆଁ ଗୀତ ର ଯାଦୁ ରେ ସମସ୍ତଙ୍କୁ ପାଗଳ କରିବା ପାଇଁ ଷ୍ଟେଜ ଉପରେ ଗୀତ ପାଉଛନ୍ତି ପଦ୍ମଜା | ଆଉ ଉପସ୍ଥିତ ଥିବା ସମସ୍ତଙ୍କୁ ତାଙ୍କର ସ୍ୱର ର ଯାଦୁ ରେ ମଧ୍ୟ ଦିୱାନା କରେଇଛନ୍ତି ସେ | ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଗୀତ ଟି ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସ୍ୱର ର ଯାଦୁ ରେ ଓଡିଶା ର ଘରେ ଘରେ ବେଶ ପ୍ରସିଦ୍ଧି ଅର୍ଜନ କରିଥିବା ସେହି ସୁନାମ ଧନ୍ୟା କଷ୍ଠ ଶିଳ୍ପୀ ନମିତା ଅଗ୍ରୱାଲ ଙ୍କ ବିଷୟରେ | ତେବେ ସେହି ନମିତା ଅଗ୍ରୱାଲ ଙ୍କ ଭଳି ସ୍ବରର ଯାଦୁ ଦେଖାଇବା ପାଇଁ ସିଦ୍ଧାର୍ଥ ଟିଭି ଏକ ନିଆରା ପ୍ରୟାସ ଟେ କରିଛି | ଆଉ ସେଠାରେ ଓଡିଶା ରେ ଲୁକ୍କାୟିତ ଭାବରେ ରହିଥିବା ସ୍ୱର ର ପ୍ରତିଭା କୁ ପ୍ରକାଶ କରି ଜୀବନରେ ଆଗକୁ ବଢ଼ିବାରେ ସାହାଯ୍ୟ କରୁଛି ସ୍ୱର ର ସେହି ମହା ମଞ୍ଚ ଟି |

ଆଉ ଯେଉଁଠି “ମୁଁ ବି ନମିତା ଅଗ୍ରୱାଲ ହେବି “ର ମଞ୍ଚରେ ନିଜର ସ୍ୱର ର ଯାଦୁ ଦେଖାଉଛନ୍ତି ପଦ୍ମଜା ସ୍ୱାଇଁ | ଆଉ ଯିଏ କି ଏକ ସୁନ୍ଦର ଓଡ଼ିଆ ଭଜନ ଗାଇବାକୁ ଲାଗିଛନ୍ତି | ଆଉ ଯେଉଁ ଭଜନ ଟିର ନାଁ ହେଉଛି “ଘର କାମ ଏତିକି ଥାଉ ଲୋ ଯାଉଛି ମୁଁ ଆଜି ପୁରୀ ଲାଗିଲା ଲୋ ଲାଗିଲା ମୋତେ ଲାଗିଲା କାଳିଆ ଡୋରି ” ଏହି ଗୀତ ରେ ବେଶ ସୁନ୍ଦର ଭାବରେ ନିଜର ସ୍ବରର ଯାଦୁ ଦେଖାଇ ସମସ୍ତଙ୍କ ପାଖରେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ଝିଅ ପଦ୍ମଜା | ଆଉ ନିଜର ସ୍ୱର ର ଯାଦୁ ରେ ଉପସ୍ଥିତ ଥିବା ମେଣ୍ଟର୍ସ ଆଉ ଯୋଜେସ ମାନଙ୍କର ମନକୁ ମଧ୍ୟ ଛୁଇଁଛି ତାଙ୍କର ଗୀତ ଟି |

ତେବେ ସିଦ୍ଧାର୍ଥ ଟିଭି ର ଏହି ନିଆରା ପ୍ରୟାସ ବଳ ରେ ଆଜି ଓଡ଼ିଶାରେ କେତେ କଳାକାର ମାନଙ୍କର ସନ୍ଧାନ ମିଳିଛି | ଯେଉଁ ମାନେ କି ନିଜର ପ୍ରତିଭା ଦେଖାଇବା ପାଇଁ ଗୋଟିଏ ସୁନ୍ଦର ପ୍ଲାଟଫର୍ମ ପାଉ ନ ଥିଲେ | ସେମାନେ ଏହି ସୁଯୋଗ ମାଧ୍ୟମରେ ଅନେକ ପ୍ରକାରର ପ୍ରସଂଶା ସାଉଟୁଛନ୍ତି | ଆଉ ପଦ୍ମଜା ଙ୍କର ଏହି ଗୀତ ଦର୍ଶକ ମାନଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment