କେଉଁ ଜିଲ୍ଲା ଝିଅ କେମିତିକା, ପୁଣି ଏମିତି ଗୀତ ଗାଇଲେ ଶଙ୍କର ଓମ ଶରଣ… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ

ହଁ ବନ୍ଧୁଗଣ ଆପଣ ମାନେ ତ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଗୀତ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଜାଣି ପାରିବେ ଆମ ଓଡିଶା ର କେଉଁ ଜିଲ୍ଲା ର ଝିଅ ମାନଙ୍କ ସହିତ କେଉଁ ସବୁ ଘଟଣା ଘଟିଛି | ଆଉ ଏହି ଗୀତ ମାଧ୍ୟମରେ ଝିଅ ମାନଙ୍କର ଚରିତ୍ର ବିଷୟରେ କହି ପ୍ରଶ୍ନ କରାଯାଇଛି କି ସେମାନେ କେଉଁ ଜିଲ୍ଲାର ଝିଅ ବୋଲି | ତାହେଲେ ଅସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଗୀତ ଟି ଉପରେ ଟିକିଏ ନଜର ପକାଇବା |

ତେବେ ବର୍ତ୍ତମାନ ଯେଉଁ ଗୀତ ଟି ଭାଇରାଲ ହେଉଛି ତାହାକୁ ଗାଇଛନ୍ତି ଶଙ୍କର ଓମ ଶରଣ ତେବେ ଏଠାରେ ଝିଅ ମାନଙ୍କର ଚରିତ୍ର ବିଷୟରେ ବର୍ଣ୍ଣନା କରିଛନ୍ତି | ଆଉ ଯେଉଁଠି ଶଙ୍କର ଓମ ଶରଣ ପୂର୍ବରୁ ଆମ ଓଡିଶା ର ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କ ବିଷୟରେ ପ୍ରକାଶ କରିଥିଲେ ଆଉ ସେତେବେଳେ ସେ ଜିଲ୍ଲା ମାନଙ୍କର ନାଁ ମଧ୍ୟ ନେଇଥିଲେ ଆଉ ଯେଉଁଥିପାଇଁ ଏହି ଗୀତ ରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ଲୋକ ମାନଙ୍କ ପାଖରେ | ତେବେ ପୁଣି ଥରେ ସେ ସେମିତି ଏକ ଗୀତ ପ୍ରକାଶ କରିଛନ୍ତି | ଆଉ ଯେଉଁଥିରେ ସେ ଏହି ଝିଅ ମାନେ କେଉଁ ଜିଲ୍ଲାର ତାହା କହି ନାହାନ୍ତି, ଗୀତ ମାଧ୍ୟମରେ ଝିଅ ମାନଙ୍କର ଚରିତ୍ର ବିଷୟରେ କହିକି ସେମାନେ କେଉଁ ଜିଲ୍ଲା ର ଝିଓ ବୋଲି କହିଛନ୍ତି |

ତେବେ ସେ ଏହି ଗୀତ ମାଧ୍ୟମରେ ଭୁବନେଶ୍ୱର ରେ ଝିଅ ମାନେ କେଉଁଭଳି ସେକ୍ସ କାରବାର କରୁଛନ୍ତି ସେ ବିଷୟରେ କହିବା ସହିତ, ଆଜି କାଲି ଯେଉଁ ଝିଅ ମାନେ ବିବାହ ପୂର୍ବରୁ ପ୍ରେଗ୍ନେଣ୍ଟ ହେଇ ଯାଉଛନ୍ତି ଆଉ ଯାହା ଫଳରେ ଜୀବନ ହରାଉଛନ୍ତି ସେ ବିଷୟରେ ମଧ୍ୟ ବର୍ଣ୍ଣନା କରିକି କହିଛନ୍ତି | ତାହା ବ୍ୟତୀତ ରୁଚିକା ଙ୍କ କଥା ମଧ୍ୟ ସେ କହିଛନ୍ତି, ଆଉ ସେ କହିଛନ୍ତି କି ଆମ ରାଜ୍ୟର ଏଭଳି ଜିଲ୍ଲା ର ଝିଅ ମାନେ ମଧ୍ୟ ଅଛନ୍ତି ଯେଉଁ ମାନେ କି ସେହି କଲେଜ ରେ ପଢ଼ୁଥିବା ରୁଚିକା ଭଳି ଝିଅ କୁ ହାରାସ କରାଉଛନ୍ତି |

ତେବେ ଏହିଭଳି ଭାବରେ ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କ ବିଷୟରେ ପ୍ରକାଶ କରିକି କହିଛନ୍ତି ଶଙ୍କର ଓମ ଶରଣ | ତାହା ଛଡା ସେ ଏହିଭଳି ଗୀତ ପ୍ରକାଶ କରିବା ସହିତ ସେମାନେ କେଉଁ ଜିଲ୍ଲାର ଝିଅ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି | ଆଉ ତାଙ୍କର ଏହି ଗୀତ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment