ମୁଁ ମୋ ଛୋଟ ପୁଅକୁ ମିଛ କହି କି Auditionକୁ ଆସିଛି… ଡ୍ୟାନ୍ସ କରି ଧୁମ ମଚାଇଲେ ଏହି ସୁନ୍ଦରୀ ମହିଳା…. ଦେଖିଲେ ନିଜକୁ ସମ୍ଭାଳି ପାରିବେନି

ହଁ ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେଉଥିବା ଏକ ରିୟାଲିଟି ଶୋ ଭିଡ଼ିଓ ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଥିବା ର ଦେଖା ଯାଇଛି | ତେବେ ଏହି ରିୟାଲିଟି ଶୋ ଟି ସିଦ୍ଧାର୍ଥ ଟିଭି ରେ ଆରମ୍ଭ ହେଇଥିବା ବେଳେ ଏଥିରେ ତିନି ଜଣ ଜଣା ଶୁଣା କଳାକାର ଜର୍ଜ ଭାବେ ନିୟାଜିତ ଅଛନ୍ତି | ଆଉ ଯେଉଁଥିଲେ ଓଡିଶା ରେ ବଛା ବଛା କଣ୍ଟେସଟେଣ୍ଟ ମାନେ ମଧ୍ୟ ଆସି ଏଥିରେ ଭାଗ ନେଇ ନିଜ ଭିତରେ ଥିବା ପ୍ରତିଭା କୁ ଦେଖାଇବାରେ ଲାଗିଛନ୍ତି ତେବେ ଏହି ରିୟାଲିଟି ଶୋର ପ୍ରଥମ ରାଉଣ୍ଡ ଭାଗ ନେଇଥିବା ରାଜେଶ୍ୱରୀ ଙ୍କ ଡ୍ୟାନ୍ସ କୁ ଜର୍ଜ ମାନଙ୍କର ମନକି କେଉଁଭଳି ଭାବରେ ଆକୃଷ୍ଟ କରେଇଛନ୍ତି ଆସନ୍ତୁ ସେ ବିଷୟରେ ଜାଣିବା |

ବନ୍ଧୁ ଗାନ ଓଡିଶା ଟେଲିଭିଜନ ରେ ନୂଆ କରି ଆରମ୍ଭ ହେଇଥିବା ସମ୍ପୂର୍ଣ ଲଷ୍ମୀ ରିୟାଲିଟି ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି | ତେବେ ଏହି ରିୟାଲିଟି ଶୋ ଟି ଗୃହିଣୀ ମାନଙ୍କୁ ନେଇ ଆରମ୍ଭ ହେଇଥିବା ବେଳେ ଏହି ରିୟାଲିଟି ଶୋ କୁ ବିଭିନ୍ନ ଗୁଣୀ ଜ୍ଞାନୀ ଲୋକମାନେ ଅତିଥି ହେଇ ଆସିଥାନ୍ତି | ତେବେ ଏହି ଶୋ ମାଧ୍ୟମ ରେ ଓଡିଶା ରେ ଥିବା ବିଭିନ୍ନ କଳାକାର ମାନେ ତାଙ୍କର ପ୍ରତିଭା ଦେଖାଇବା ପାଇଁ ଏହି ରିୟାଲିଟି ଶୋ ରେ ଭାଗ ନେଇ ଥାନ୍ତି | ତେବେ ସିଦ୍ଧାର୍ଥ ଟିଭି ରେ ଆରମ୍ଭ ହେଇଥିବା ଏହି ଶୋ ରେ ରାଜଶ୍ବରୀ ଙ୍କ କଥା ରେ ଓ ଡ୍ୟାନ୍ସ ଦେଖି ସେଠାରେ ଜର୍ଜ ମାନେ ଓ ଲୋକମାନେ ସ୍ତବ୍ଧ ହେଇଯିବା ସହିତ ତାଙ୍କର ଏହି ସୁନ୍ଦର ଡ୍ୟାନ୍ସ କୁ ଉପଭୋଗ କରିଥିଲେ ଏହିପରି ଜଣେ କଳାକାର ଯିଏ ଆମ ଓଡିଶା ର ଗର୍ବ ଓ ଗୌରବ ବୋଲି କହିଥିଲେ |

ତେବେ ଏହି ରିୟାଲିଟି ଶୋ କୁ ଆସିବା ପାଇଁ ରାଜଶ୍ବରୀ ଘରେ ତାଙ୍କର ସାନ ପୁଅ ଙ୍କୁ ମିଛ କହି ଆସିଥିଲେ ବୋଲି କହିଛନ୍ତି | ଏହା ଛଡା ସେ ବିବାହ ପୂର୍ଵ ରୁ ବହୁତ ସୁନ୍ଦର ଡ୍ୟାନ୍ସ କରୁଥିଲେ ଓ ଏଥିପାଇଁ ସେ ବ୍ଲକ ତରଫରୁ ମଧ୍ୟ ପ୍ରଥମ ହେଇ ପୁରସ୍କୃତ ହେଥିଲେ | ତେଵେ ବିବାହ ପରେ ତାଙ୍କୁ ଏମିତି ସୁଯୋଗ ମିଳିନଥିଲା ବୋଲି ସେ ଏହି ଶୋ ରେ କହିଥଲେ | ଆଉ ବର୍ତ୍ତମାନ ସେ ସିଦ୍ଧାର୍ଥ ଟିଭିର ଏହି ମଞ୍ଚରେ ପ୍ରଶ୍ନ ସାଙ୍ଗକୁ ଡାନ୍ସ ର କମାଲ ମଧ୍ୟ ଦେଖାଇଛନ୍ତି |

ଆଉ ଯାହା କୁହାଯାଉଛି କି ରାଜେଶ୍ୱରୀ ନିଜର ପ୍ରତିଭା ବଳରେ ସମସ୍ତ ଙ୍କ ମନକୁ ମଧ୍ୟ କିଣି ନେଇଛନ୍ତି | ଆଉ ଶେଷରେ ସେ “ସମ୍ପୂର୍ଣ୍ଣ ଲକ୍ଷ୍ମୀ” ର ମହା ମଞ୍ଚ ରେ ସେ ସିଲେକ୍ଟ ମଧ୍ୟ ହେଇଛନ୍ତି | ଆଉ ଉପସ୍ଥିତ ଜର୍ଜ ଙ୍କ ସହିତ ଦର୍ଶକ ମାନଙ୍କର ମନକୁ ମଧ୍ୟ ହରଣ କରିଛନ୍ତି ରାଜେଶ୍ୱରୀ | ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment