Vasyu Shastra – କାଲି ସନ୍ଧ୍ୟାରେ ଏଠାରେ ରଖିଦିଅନ୍ତୁ ଧଣିଆ କାଙ୍ଗାଳ ବି ହେବେ ମାଲାମାଲ୍, ଦେଖନ୍ତୁ ଚମତ୍କାର…

ହଁ ବନ୍ଧୁଗଣ ମହାଲକ୍ଷ୍ମୀ ଦେଉଛନ୍ତି ଧନ ଆଉ ଧାନ୍ୟ ର ଦେବତା, ଆଉ ଯେଉଁଠି କୁହାଯାଏ କି ଧନତେରସ ପର୍ବ ହେଉଛି ଏକ ଓଡ଼ିଶାର ସଂସ୍କୃତି ଯାହାକି ଦୀପାବଳୀ ର ଦୁଇ ଦିନ ପୂର୍ବରୁ ପାଳନ କରାଯାଏ |ଏହି ପର୍ବରେ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶ ଙ୍କର ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ | ତେବେ କୁହାଯାଉଛି କି ଅକ୍ଟୋବର 23 କୁ ଆମେ ମାନେ ଗୋଟିଏ ବହୁତ ବଡ଼ ଶୁଭ ର ଦିନ ବୋଲି ମାନୁଛି | ଆଉ ଏହି ଦିନକୁ ଧନତେରସ ର ଦିନ ବୋଲି କୁହାଯାଉଛି | ତେବେ କୁହାଯାଏ କି ଧନତେରସ ଦିନ ସୁନା, ରୁପା ଓ ଚାନ୍ଦି ର ଜିନିଷ କୁ ଘରକୁ ଆଣିଲେ ଆମର ଶୁଭ ହୋଇଥାଏ | ତେବେ ଏହା ବ୍ୟତୀତ ଧଣିଆ ରେ ମଧ୍ୟ ବହୁତ ଉପକାରୀ ଗୁଣ ରହିଛି ଏହି ଧନତେରସ ରେ ଯାହା ଆପଣଙ୍କୁ ମାଲାମାଲ କରିଦେଇଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଧଣିଆ ର ବ୍ୟବହାର ବିଷୟରେ ଜାଣିବା |

ଧଣିଆ କୁ କେଉଁ କେଉଁ ଉପାୟ ରେ ବ୍ୟବହାର କରିବା :-

1-ତେବେ ବନ୍ଧୁଗଣ ଆମେ ମାନେ ପ୍ରତେକେ ଧଣିଆ କୁ ଘରେ ଆଣି ରଖିବା ଆବଶ୍ୟକ ହୋଇଥାଏ, ତାହା ବ୍ୟତୀତ ମାଟିର କୁଣ୍ଡିଆ ଘରେ ରଖିବା ଓ ସେଥିରେ ପାଣି ମଧ୍ୟ ରଖିବା ଓ ଏହି ଧନତେରସ ଓ ଦୀପାବଳି ଦିନ ସେଥିରେ କିଛି ଧଣିଆ ମଧ୍ୟ ପକାଇବା ଆବଶ୍ୟକ ହୋଇଥାଏ | ଯାହା ଯୋଗୁ ଧନ ଜନିତ ସମସ୍ୟା ଆପଣଙ୍କ ପାଖରେ ଆଉ ଦେଖା ଯିବ ନାହିଁ |

2-ଯଦି ଆପଣ ଧନ ଜନିତ ସମସ୍ୟା ରେ ବହୁତ ଦିନ ହେବ ଅଛନ୍ତି ତାହେଲେ ଆପଣ ମାନେ ଘରେ ବ୍ୟବହାର କରୁଥିବା ମାଟିର ଦିନ କୁ ନେବେ ଆଉ ସେଥିରେ ଧଣିଆ ଭର୍ତ୍ତି କରିଦେବା ଓ ସେଥିରେ ଗୋଟିଏ ଟଙ୍କାକୀୟ କଏନ ପକାଇଦେବା ଓ ସେଥିରେ ପାଣି ଢାଳି ଦେଲା | ତାହା ପରେ ତାହାକୁ ଘରର ଉତ୍ତର ପୂର୍ବ ଦିଗରେ ଧନତେରସ ଦିନ ରଖିବା | ତାହା ପରେ ଦୀପାବଳି ଦିନ ସକାଳେ ସେହି ଧଣିଆ କୁ ନେଇକି ମାଟି କୁଣ୍ଡିଆ ରେ ରଖିବା ଓ ପଇସା କୁ ନାଲି କପଡା ରେ ବନ୍ଧୀକି ଆମେ ଠାକୁର ଙ୍କ ପାଖରେ ରଖିବା କିନ୍ତୁ ମନେ ରଖିବେ ସେହି ପଇସା କୁ ଆପଣ ମାନେ ଇଉଜ କରିବେ ନାହିଁ | ଯାହା ଯୋଗୁ ଶୁଭ ଫଳ ମିଳିଥାଏ |

3-ଆପଣ ଯଦି ଋଣ ରେ ଫୋସିଛନ୍ତି ଆଉ ସେଥିରୁ ମୁକ୍ତି ପାଇଁ ଧଣିଆ କୁ ବାନ୍ଧୀକି ତକିଆ ତଳେ ରଖିଦେବା ଓ ତାହାକୁ ସକାଳେ ପୋଖରୀରେ ଭୋସାଇଦେବା |

4-ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଲାଗୁଥାଏ କି ଆପଣଙ୍କ ଘରେ କୌଣସି ଜିନିଷ ମିସିଙ୍ଗ ଅଛି ଟାହେଲେ ଧୋନିଆକୁ କପଡ଼ା ରେ ବନ୍ଧୀକି ହନୁମାନ ଙ୍କ ପାଖରେ ରଖିଦେବା | ସମସ୍ୟା ଦୂରେଇଯିବ |

5-ଯଦି ଆପଣଙ୍କ ପାଖରୁ କିଏ ଧନ ନେଇଛି ଆଉ ଫେରାଉ ନାହିଁ, ତାହେଲେ ଆପଣ ଗୋଟିଏ ପ୍ଲେନ ପେପର ନେବେ ଓ ସେଥିରେ ସେହି ଲୋକର ନାଁ କୁ ଲେଖି ଧଣିଆ କୁ ବାନ୍ଧି ପୋଡି ଦେବେ, ତାହେଲେ ଶୁଭ ଫଳ ପାଇବେ |

ଏହି ଭଳି ଭାବରେ ଆମେ ଧଣିଆ କୁ ବ୍ୟବହାର କରିକି ଧନତେରସ ରେ ଶୁଭ ଫଳ ପାଇବା ଓ ଧନ ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment