ଆପଣ ଜାଣିଛନ୍ତି କି ଏହି ପ୍ରଶ୍ନ ର ଉତ୍ତର ? ଯଦି ହଁ ଉତ୍ତର ଦେଇ ଦେଖାଅ

ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ବର୍ତମାନ ସବୁ କ୍ଷେତ୍ରରେ ଶର୍ଟ ଫର୍ମ ବ୍ୟବହାର କରାଯାଉଛି |ଆମ ସମସ୍ତଙ୍କୁ ଏହି ଶର୍ଟ ଫର୍ମ ବିଷୟରେ ଜଣାନାହିଁ |ସେଥିପାଇଁ ଆମକୁ ସବୁ କାର୍ଯ୍ୟ ଏତେ ସହଜ ହୋଇନଥଏ |ଏହା ଶର୍ଟ ଫର୍ମ ଛାତ୍ର ଛାତ୍ରୀମାନଙ୍କ ପରୀକ୍ଷା ରେ ମଧ୍ୟ୍ୟ ବହୁତ ମାତ୍ରାରେ ବ୍ୟବହାର ହୋଇଥାଏ |ସେଥିପାଇଁ ଆମକୁ ଅନେକ ପ୍ରକାର ଶର୍ଟ ଫର୍ମର ଉତ୍ତର ଜାଣିବା ପାଇଁ ପଡିବ |ଭାରତୀୟ ପ୍ରଶାସନିକ ପରୀକ୍ଷା ରେ ସିଲେକ୍ଟ ହବାପାଇଁ ହେଲେ ଆପଣଙ୍କୁ ଅନେକ ଡିଫିକଲଟ ପ୍ରଶ୍ନ ଓ ବିଭିନ୍ନ ପ୍ରକାର ଫୁଲ ଫର୍ମ ଜାଣିବା ପାଇଁ ହେବ |ଅନେକ ଛାତ୍ର ଛାତ୍ରୀ ଅଛନ୍ତି ଯଉଁମାନେ ଏହିପରି IPS, IS, IRI ଆଦି ପରୀକ୍ଷାରେ ଉତୀନ୍ନ ହେବାପାଇଁ ବହୁତ ପରିଶ୍ରମ କରିଥାନ୍ତି |ଆମ ଦେଶରେ ପ୍ରଶାସନିକ ପରୀକ୍ଷା ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ପିଲା ଦେଉଛନ୍ତି, ଏହି ପରୀକ୍ଷା ଦେବାପାଇଁ ହେଲେ ଆପଣ ଆପଣଂକ ମନଙ୍କୁ ସର୍ବଦା ଶାନ୍ତ ଓ ସ୍ଥିର ରଖିବା ପାଇଁ ହେବ |ମୁଁ ଆଜି ଆପଣକୁ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା କେତେକ ଶର୍ଟ ଫର୍ମ ବିଷୟରେ କହିବି ଯାହା ଆପଣ ଜୀବନରେ ଅନେକ କ୍ଷେତ୍ରରେ ଆବଶ୍ୟକ ହେବ,ତାହା ସହିତ ଆପଣ ଏହା ଆପଣ ଦୈନନ୍ଦିନ କାର୍ଯ୍ୟ କୁ ଅତି ସହଜ କରିଦେବ |ତେବେ ଆସନ୍ତୁ ଜାଣିବା ଏହିପରି କିଛି ଶର୍ଟ ଫର୍ମ ବିଷୟରେ ଯାହାକି ଆପଣଙ୍କ ଜୀବନରେ ଅନେକ କ୍ଷେତ୍ରରେ କାମରେ ଲାଗିବ |

1-PAN କାର୍ଡ ର ଫୁଲ ଫର୍ମ କଣ?
ଉତ୍ତର :-permanet account number.

2-IPL ର ଫୁଲ ଫର୍ମ କଣ ?
ଉତ୍ତର :-indian premier league .

3-ATM ର ଫୁଲ ଫର୍ମ
ଉତ୍ତର :-automated teller machine.

4-SIM ର ଫୁଲ ଫର୍ମ କଣ ?
ଉତ୍ତର :-subsciber identification module.

5-SMS ର ଫୁଲ କଣ ?
ଉତ୍ତର :-short message service.

6-OTP ର ଫୁଲ କଣ ?
ଉତ୍ତର :-one time password.

7-wi-fi ର ଫୁଲ ଫର୍ମ କଣ ?
ଉତ୍ତର :-wareless fedelity.

8-LL ର ଫୁଲ ଫର୍ମ କଣ ?
ଉତ୍ତର :-learner’ସ license

9:-RTO ଏହାର ଫୁଲ ଫର୍ମ କଣ ?
ଉତ୍ତର :-regional transport office

10:-RC ଫୁଲ ଫର୍ମ କଣ ?
ଉତ୍ତର :-registation certificate

11:-MMS ର ଫୁଲ ଫର୍ମ କଣ ?
ଉତ୍ତର :-multimedia messaging service

12:-NEWS ର ଫୁଲ ଫର୍ମ କଣ ?
ଉତ୍ତର :-North east weast south

13:-GOOGLE ର ଫୁଲ ଫର୍ମ କଣ ?
ଉତ୍ତର :-global organaisation of orie group language of east

14:-OBC ର ଫୁଲ ଫର୍ମ କଣ ?
ଉତ୍ତର :-other backword classes

15:-SC ର ଫୁଲ ଫର୍ମ କଣ ?
ଉତ୍ତର :-schedule castes

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment