Mr Kanehiya ନିୟୁ ଫିଲ୍ମ କମେଡି – ଧନ କ୍ୟାମେରା ସବୁ ଦେଖୁଚି ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

ହଁ ଦର୍ଶକ ବନ୍ଧୁ ଆଜି କାଲି ସୋସିଆଲ ମିଡିଆରେ ସବୁବେଳେ ନୂଆ ନୂଆ କିଛି ନା କିଛି ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଦମଦାର କମେଡି ମାଧ୍ୟମରେ ସନସ୍ତଙ୍କର ମନରେ ଘର ବନେଇ ପାରିଛନ୍ତି କମେଡିଆନ ପପୁ ପମ ପମ ଏହି କମେଡି ମାଧମରେ | ଆଉ ଏହି ଫ୍ଲିମ ଟି ଏତେ ସୁନ୍ଦର ହୋଇଛି ଓ କମେଡି ଭରପୁର ହେଇକି ରହିଛି କି ଯିଏ ଦେଖିବ ତାର ମନ ମଧ୍ୟ ଖୁସି ହେଇଯିବ |ତେବେ ଏଠାରେ ପପୁ ଏକ କମେଡି କରିଛନ୍ତି, ଆଉ ଯେଉଁଥିରେ ପପୁ ପରିସ୍ରା କରବା ପାଇଁ କଲେଜ ଭିତରେ ଏପଟେ ସେପଟେ ହେଉଛନ୍ତି, ଆଉ ଝିଲ୍ଲୀକ ତାଙ୍କୁ କହୁଛନ୍ତି କୁ କେମେରା ସବୁ ଦେଖୁଛି ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଫ୍ଲିମ ରେ ଥିବା କମେଡି ଉପରେ ଟିକିଏ ନଜର ପକାଇବା |

ତେବେ ଏଠାରେ ଦେଖିବାକୁ ମିଳିଛି କି ଓଡିଶା ର କମେଡି କିଙ୍ଗ ଭାବରେ ସମସ୍ତଙ୍କର ହୃଦୟରେ ରାଜ କରୁଥିବା ଆମ ସମସ୍ତଙ୍କର ତଥା ଆମ ଓଡିଶା ବାସୀ ଙ୍କର ପ୍ରିୟ କମେଡିଆନ ପପୁ ପମ ପମ ଙ୍କର ଏକ ନୂଆ ଫ୍ଲିମ ମିଷ୍ଟର କହେଁଇଆ ଫ୍ଲିମ ଟି ଆସିଛି | ଆଉ ଯେଉଁଥିରେ ସୁନ୍ଦର ଭାବରେ କମେଡି ର ଯାଦୁ ରେ ଦର୍ଶକ ମାନଙ୍କର ହୃଦୟରେ ରାଜ କରୁଛନ୍ତି ପପୁ | ତେବେ ଏହି ଫ୍ଲିମ ରେ ହିରୋଇନ ଭାବରେ ନଜର ଆସିଛନ୍ତି ଝିଲ୍ଲୀକ | ଆଉ ସୁନ୍ଦର ଭାବରେ ଫ୍ଲିମ ଟି ହୋଇଛି ଆଉ ଯେଉଁଥିରେ ଭରପୁର ଭାବରେ କମେଡି ଭର୍ତ୍ତି ହେଇକି ରହିଛି |

ଆଉ ଏହି ଫ୍ଲିମ ରେ ଦେଖା ଯାଇଛି କି ପପୁ ଏକ ଆମେନ୍ସ କଲେଜ ରେ ପାଠ ପଢୁଛନ୍ତି ଆଉ ଯେଉଁଠି ସନସ୍ଥ ଝିଅ ଙ୍କ ମଧ୍ୟରେ ଜେବଳ ପପୁ ଏକ ପୁଅ ଅଛନ୍ତି | ଆଉ ପପୁ କୁ ପରିସ୍ରା ଲାଗିଛି, ଆଉ ଯେହେତୁ ଅମେନ୍ସ କଲେଜ ତ ସେ କୋଉଠି ବି ଯାହା ପାଇଁ ନାହାନ୍ତି ଆଉ ଯେଉଁଠି ଦେଖିଲେ ଝିଅ ଆଉ କେମେରା ଲାଗିଛି | ଆଉ ଏହି କମେଡିରେ ଦେଖିବାକୁ ମିଳିଛି କି ପପୁ ଆଉ କଣ୍ଟ୍ରୋଲ ନ କରି କଲେଜ ର ପାଚିରୀରୀ ଲାଗିଛନ୍ତି ପରିସ୍ରା କରିବା ପାଇଁ |

ଆଉ ଯେଉଁଠି ଛିଡା ହେଇଛନ୍ତି ଝିଲ୍ଲୀକ ଙ୍କ ସହିତ ତାଙ୍କର ଝିଅ ଗେଙ୍ଗ ମାନେ | ଆଉ ସେମାନେ ପପୁ ଙ୍କର ଏହି ଅବସ୍ଥା ରେ ହସିବାକୁ ଲାଗିଛନ୍ତି ଆଉ କହୁଛନ୍ତି କେମେରା ସବୁ ଦେଖୁଛି ବୋଲି | ତେବେ ଏହି ଫ୍ଲିମ ଟି ରେ କମେଡି ଏତେ ଭଲ ହୋଇଛି କି ତାହା କୁ ଦେଖିଲେ ଆପଣ ମାନେ ମଧ୍ୟ ପ୍ରସଂଶା ନ କରିକି ରହି ପାରିବେନି | ଆଉ ଫ୍ଲିମ ଟି ବହୁତ ସୁନ୍ଦର ହୋଇଛି ଆଉ ଯାହା ଦର୍ଶକ ମାନଙ୍କର ମନକୁ ଛୁଇଁବ ବୋଲି ମଧ୍ୟ ଆଶା ରହିଛି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment