ସୁପରଷ୍ଟାର ସିଙ୍ଗର Abhilipsa ଙ୍କ ସମ୍ବଲପୁରୀ ଗୀତ ଗାଇବା ଦେଖି ଶାନ୍ତନୁ ରମା ଆଶ୍ଚର୍ଯ୍ୟ ହୋଇଗଲେ…. ଦେଖନ୍ତୁ ଭାଇରାଲ ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ | ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ | ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ | ତାହାଲେ ଦର୍ଶକ ବନ୍ଧୁ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଇରାଲ ଭିଡ଼ିଓ ବିଷୟରେ ଜାଣିବା |

ତେବେ ବନ୍ଧୁଗଣ ଆମେ ଜାଣିଛୁ କି ଏବେ ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେଉଥିବା ସେହି ଗୀତ ଯାହା ଓଡିଶା ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରିଛି କରିବା ର ଦେଖିବାକୁ ମିଳିଛି | ଏହି ଗୀତ ଅଭିଲିପ୍ସା ପଣ୍ଡା ଗାଇଛନ୍ତି ଯିଏ କି କିଛି ଦିନ ପୂର୍ବରୁ ହର ହର ଶମ୍ଭୁ ଗୀତ ଗାଇ ଅସଂଖ୍ୟ ଓଡିଶା ବାସୀ ଙ୍କ ମନ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ | ତେବେ ତାଙ୍କର ସେହି କଣ୍ଠର ଯାଦୁ ରେ ଏବେ ଦର୍ଶକ ମାନେ ଝୁମିବାରେ ଦେଖା ଯାଇଛନ୍ତି | ତେବେ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି ଯେ ଅଭିଲିପ୍ସା ପଣ୍ଡା ସମ୍ବଲପୁର ଦିନ ରେ ସମ୍ବଲପୁରୀ ଗୀତ ଗାଇ ଦର୍ଶକ ମାନଙ୍କ ହୃଦୟ ଜିତିବା ସହିତ ମଞ୍ଚରେ ଉପସ୍ଥିତ ଥିବା ବିଭିନ୍ନ ଜ୍ଞାନୀ ଗୁଣୀ ବ୍ୟକ୍ତି ଙ୍କ ମନ କୁ ଜିତିନେଇଥିଲେ କୁହାଯାଇଛି |

ତେବେ ସମ୍ବଲପୁର ଦିବସ ରେ ଅଭିଲିପ୍ସା ଙ୍କ ଏହିପରି ନାଜବାବ ଷ୍ଟେଜ ପେରଫୋରମାନ୍ସ ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କ ଠାରୁ ପ୍ରଶଂସା ପାଇବା ସହିତ | ସେଠାରେ ଉପସ୍ଥିତ ଥିବା ଅତିଥି ଉମା,ଶାନ୍ତନୁ ଓ ରମା ଆଶ୍ଚର୍ଯ୍ୟ ହେଇଯାଇଥିଲେ | ହଁ ଦର୍ଶକ ବନ୍ଧୁ ଅଭିଲିପ୍ସା ଙ୍କ କଣ୍ଠ ରୁ ଏହି ସୁନ୍ଦର ସମ୍ବଲପୁର ଗୀତ ସତରେ ଦର୍ଶକ ମାନଙ୍କୁ ଚକିତ କରିଦେଇଥିଲା | ତେବେ ସେ ଗାଇ ଥିବା ସୁନ୍ଦର ସମ୍ବଲପୁରୀ ଗୀତ ଟି ହେଉଛି, ମହୁଲ ଝରେରେ ବରଷିଲା ପାଣି |

ତେବେ ଏହି ଗୀତ ଟିକୁ ଅଭିଲିପ୍ସା ଏତେ ସୁନ୍ଦର ଭାବରେ ଗାଇଛନ୍ତି ଯେ ଯାହା ଏବେ ସୋସିଆଲ ମିଡିଆ ଠୁ ଆରମ୍ଭ କରି ଏବେ ସମସ୍ତ ସ୍ଥାନରେ ଏହି ଗୀତ କୁ ନେଇ ବେଶ ଚର୍ଚ୍ଚା ଚାଲିଛି ବୋଲି କୁହାଯାଇଛି | ଆଉ ତାହା ସହିତ ଉପସ୍ଥିତ ଦର୍ଶକ ମାନେ ମଧ୍ୟ ବେଶ ଖୁସି ହେଉଥିବାର ଦେଖିବାକୁ ମିଳିଛି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment