ଦୀପାବଳି ଦିନ କରନ୍ତୁ ଅଳ୍ପ କିଛି ଚାଉଳ ଓ ଏକ ଟଙ୍କା ପଇସା ର ଏହି ଉପାୟ ରାତାରାତି କୋଟିପତି – Vastu Shastra

ତେବେ ବନ୍ଧୁଗଣ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ବିଭିନ୍ନ ପ୍ରକାରର ପର୍ବ ପର୍ବାଣି ପାଳନ କରିଥାଉ | ତେବେ ସେମାନଙ୍କ ମଧ୍ୟରେ ଧନତେରସ ମଧ୍ୟ ଏକ ପର୍ବ ଆଉ କୁହାଯାଏ କି ଏହି ଦିନଟି ଦୀପାବଳୀ ପୂର୍ବରୁ ପଡିଥାଏ | ତେବେ ଏହି ଧନତେରସ ଦିନ କିଛି ଜିନିଷ କିଣିଲେ ଘର ର ମଙ୍ଗଳ ହେବା ସହିତ ଘର ଉପରେ ମା ଲଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ | କୁହାଯାଏ ଯେ ଏହି ଦିନ ରେ ସୁନା,ଚାନ୍ଧି, ଆଦି ଜିନିଷ କିଣିଲେ ଘର ଶୁଭ ହେବା ସହିତ ନିଜର ମଧ୍ୟ ଅଧିକ ଲାଭ ହେଇଥାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ କେଉଁ ଜିନିଷ ମାନ ଏହି ଧନତେରସ ରେ କିଣିବା ଦ୍ୱାରା ଆମର ମା ଲଷ୍ମୀ ଙ୍କ କୃପା ଦୃଷ୍ଟି ଆମ ଉପରେ ସଦା ସର୍ବଦା ରହିଥାଏ | ତାହେଲେ ମା ଙ୍କର କୃପା ପାଇବା ପାଇଁ ହେଲେ ଏହି ଦିନ ରେ କଣ ସବୁ ଜିନିଷ ଘରକୁ ଆଣିବା ଅବଶ୍ୟକ ଆସନ୍ତୁ ଜାଣିବା |

ତେବେ ଧନତେରସ ରେ କଣ କିଣିବା କଣ ଆଣିବା ଆବଶ୍ୟକ ଆସନ୍ତୁ ଜାଣିବା :-

1-ତେବେ କୁହାଯାଏ କି ଏହି ଧନତେରସ ରେ ପ୍ରଥମେ ଆମେ ପ୍ରଭୁ ଗଣେଶ ଙ୍କୁ ପୂଜା କରିବା ଆବଶ୍ୟକ ହୋଇଥାଏ ଓ ତାହା ପରେ ଦେବତା କୁବେର ଙ୍କର ପୂଜା କରିବା ଆବଶ୍ୟକ ହୋଇଥାଏ |

2-ତାହା ଛଡା ଏହି ଧନତେରସ ରେ କୁହାଯାଏ କି ଧଣିଆ କୁ ଘରକୁ ଆଣିବା ଶୁଭ ହୋଇଥାଏ | ତାହା ଛଡା ଧୋନିଆ କୁ ଆଣିକି ଆମେ ଘରେ ଲଗାଇବା ଆବଶ୍ୟକ ହୋଇଥାଏ |

3-ତେବେ ତାହା ପୂର୍ବରୁ ଆମେ ଧନ ବନ୍ତରି ଙ୍କୁ ପୂଜା କରିବା ଆବଶ୍ୟକ ହୋଇଥାଏ | ତେବେ ସେଥିପାଇଁ ପ୍ରଥମେ ଆମେ ହଳଦିଆ ରା ଗରମ ଫୁଲ ଓ ହଳଦିଆ ରଙ୍ଗର ମିଠା ମଧ୍ୟ ପ୍ରାସାଦ ରୂପରେ ଦେବା ଆବଶ୍ୟକ ହୋଇଥାଏ |ଯାହା ଦ୍ୱାରା ଶୁଭ ଫଳ ମିଳିଥାଏ |

4-ତେବେ ତାହା ପରେ କୁବେର ଦେବତାଙ୍କୁ ପୂଜା କରିବା ଆବଶ୍ୟକ ଦେବେ ତାଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ଧଳା ଫୁଲ ଆଉ ମିଠା ଦେବା ଆବଶ୍ୟକ ହୋଇଥାଏ |

5- କୁବେର ଙ୍କ ପରେ ଲକ୍ଷ୍ମୀ ଙ୍କୁ ସୂର୍ଯ୍ୟସ୍ତ ର 2 ଘଣ୍ଟା ପରେ ପୂଜା କରିବା ଆବଶ୍ୟକ ହୋଇଥାଏ ଧନତେରସ ରେ ତାହା ପରେ ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ପ୍ରଥମେ ଗୋଟିଏ ନାଲି କପଡ଼ା ନେବା ଓ ସେଥିରେ ମୁଠେ ଚାଉଳ ନେବା ଓ ସେଥିରେ ଗୋଟିଏ କୋଏନ ପକାଇବା ଓ ତାହାକୁ ବନ୍ଧୀକି ଗୋଟିଏ କଳସରେ ରଖିବା ଲକ୍ଷ୍ମୀ ଙ୍କ ପାଖରେ | ତାହା ପରେ ଲକ୍ଷ୍ମୀ ଙ୍କୁ ପଞ୍ଚାଅମୃତ ରେ ଅଭିଷେକ କରେଇବା | ତେବେ କ୍ଷୀର, ଦହି, ମହୁ, ଘିଅ, ମାଖନ ରେ ଅଭିସେକ କରେଇବା ପରେ ଖାଲି ପାଣିରେ ଅଭିଷେକ କରେଇବା |ଏହି ସବୁ କରି ସାରିଲା ପରେ ଆମେ ସିନ୍ଦୁର ଓ ହଳଦିଆ ରେ ଲକ୍ଷ୍ମୀ ଙ୍କ ପାଖରେ ଦେଇ ଲକ୍ଷ୍ମୀ ଓ ଗଣେଶ ଙ୍କୁ ପୂଜା କରିଲେ ଧନତେରସ ରେ ଶୁଭଫଳ ମିଳିଥାଏ |

ତେବେ ଏହିଭଳି ଭାବରେ ଆମେ ଧନତେରସ ରେ କରିଲେ ଆମ ଘରେ ଧନ ର ବର୍ଷା ହେବ ବୋଲି କୁହାଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment