ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନଙ୍କର ମନ ମଧ୍ୟ ଖୁସି ହୋଇଯିବ | ଆଉ ଯେଉଁଠି କୁହାଯାଉଛି କି ଯାତ୍ରା ଜଗତରେ ବର୍ତ୍ତମାନ ଦେଖିବାକୁ ମିଳିଛି ସେହି ଜଣା ଶୁଣା ଚେହେରା, ଆଉ ଯାହାଙ୍କୁ ସମସ୍ତେ ବେଶ ଭଲ ଭାବରେ ଜାଣିଛନ୍ତି ଓ ଓଡିଶା ର ଘରେ ଘରେ ବେଶ ପ୍ରସଂଶା ମଧ୍ୟ ସାଉଁଟିଛନ୍ତି ଆମ ସମସ୍ତଙ୍କର ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର | ତେବେ ଯାତ୍ରା ର ମହା ମଞ୍ଚ ରେ କଣ କରୁଛନ୍ତି ଆଉ କଣ ସବୁ କହୁଛନ୍ତି ସୁଦ୍ଧାନ୍ତ ମହାପାତ୍ର ଆସନ୍ତୁ ଜାଣିବା |
ତେବେ ଏଠାରେ ଯାହା ଦେଖିବାକୁ ମିଳିଛି କି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ଦେଖୁବାକୁ ମିଳିଛି କୋଣାର୍କ ଗଣନାଟ୍ୟ ର ଏକ ମହା ମଞ୍ଚ ରେ | ଆଉ ଯେଉଁଠି ସୁନ୍ଦର ଭାବରେ ନିଜର କଥା ମାଧ୍ୟମରେ ସମସ୍ତଙ୍କର ମନ କୁ କିଣି ପାରିଛନ୍ତି ସିଦ୍ଧାନ୍ତ ମହାପାତ୍ର |ଆଉ ଯାତ୍ରା ଜଗତକୁ ସେ କେତେ ଭଲ ପାଆନ୍ତି ଓ ଯାତ୍ରା ପ୍ରତି ତାଙ୍କର ଆନ୍ତରିକତା କେତେ ରହିଛି ସେ ବିଷୟରେ ମଧ୍ୟ ପ୍ରକାଶ କରିକି କହିଛନ୍ତି ସିଦ୍ଧାନ୍ତ | ତାହା ବ୍ୟତୀତ ସିଦ୍ଧାନ୍ତ ମହାପାତ୍ର ତାଙ୍କର ପୁରୁଣା ଫ୍ଲିମ ର କେତେକ ଧାଡି ଡାଇଲଗ କହିବା ସହିତ ତାଙ୍କର ଫ୍ଲିମ. ଗୀତ ମଧ୍ୟ ଗାଇଛନ୍ତି | ଆଉ ଯାହା ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇଛି ବୋଲି ମଧ୍ୟ କୁହାଯାଉଛି |
ସିଦ୍ଧାନ୍ତ ମହାପାତ୍ର ଯାତ୍ରା ଦୁନିଆରେ ଜଣେ ବହୁତ ବଡ଼ ଜଣା ଶୁଣା କଳାକାର ଆଉ ଖୋଳନାୟକ ଙ୍କ ବିଷୟରେ କହିଛନ୍ତି | ଆଉ ଯାହାକୁ ଦେଖିଲେ ଆଉ ଯାହାଙ୍କର ଡାଇଲଗ ଶୁଣିଲେ ସମସ୍ତଙ୍କର ଛାତି ଥରି ଉଠେ ସେହି ଦୌତାରି ପଣ୍ଡା ଙ୍କ ବିଷୟରେ କହିଛନ୍ତି | ଆଉ ତାଙ୍କର କହିବା କଥା କି ଦୌତାରି ପଣ୍ଡା ଙ୍କ ସହିତ ସେ ଫ୍ଲିମ. ରେ କାମ କରିଛନ୍ତି ଆଉ ତାଙ୍କର ଗୋଟିଏ ଡାଇଲଗ ସିଦ୍ଧାନ୍ତ ଙ୍କ ମନକୁ ଛୁଇଁଛି ଆଉ ଯାହା ହେଉଛି | ମୋ ନାଁ ହେଉଛି ଦୌତାରି ଓ ମୋର ଡାକ ଶୁଣିଲେ ଗଞ୍ଜା ବି ଅଣ୍ଡା ଦେଇଦିଏ, ଏମିତି କିଛି କହିଛନ୍ତି |
ଆଉ ଯାହା ଦେଖିବାକୁ ମିଳିଛି କି ସିଦ୍ଧାନ୍ତ ଙ୍କୁ ଏହି ଭଳି ଯାତ୍ରା ରେ ଦେଖିବା ପରେ ସମସ୍ତ ଦର୍ଶକ ଙ୍କ ମନରେ ଏକା ନୂଆ ଆଗ୍ରହ ଖେଳି ଯାଇଥିଲା | ତାହା ବ୍ୟତୀତ ସିଦ୍ଧାନ୍ତ ଙ୍କୁ ମଧ୍ୟ ସଂମ୍ମାନିତ କରାଯାଉଥିବାର ଦେଖିବାକୁ ମିଳିଥିଲା | ଆଉ ଦର୍ଶକ ମାନଙ୍କ ପାଖରୁ ବହୁତ ସାରା ଭଲପାଇବା ମଧ୍ୟ ମିଳିଥିଲା ତାଙ୍କୁ | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।