ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ସବୁବେଳେ କିଛି ନାଁ କିଛି ନୂଆ ନୂଆ ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ମାନ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ଜଣେ ଲୋକଙ୍କ ଘରର ବେଡ଼ ରୁମ ଭିତରେ ଦେଖୁବାକୁ ମିଳିଛି ଏକ ବିଷଧର ନାଗ ସାପ ଟି | ଆଉ ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ଡରିଯିବେ | ଆଉ ଏହି ଘଟଣା ଟି ଜାଣିବା ପରେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡିଓଟି ଉପରେ ଟିକିଏ ନଜର ପକାଇବା |
ଆଉ ଯେଉଁଠି ଆମେ ଜାଣିଛୁ କି ସାଧାରଣତଃ ବିଷଧର ସାପ ଗୁଡିକୁ ଦେଖିବାକୁ ମିଳିଥାଏ ବନ ଆଉ ଜଙ୍ଗଲ ରେ | ଆଉ ଏଠାରେ ଦେଖିବାକୁ ମିଳିଛି କି ଜଣେ ଲୋକଙ୍କ ଘର ଭିତରେ ଏକ ବିଷଧର ନାଗ ସାପ ଟି ଦେଖିବାକୁ ମିଳିଛି | ଆଉ ଯେଉଁଠି ମହିଳା ଜଣଙ୍କ ବେଡ଼ ରୁମ କୁ ଶୋଇବାକୁ ଯିବା ସମୟରେ ରୁମ ଭିତରେ ଦେଖିବାକୁ ପାଇଥିଲେ ଏକ ସାପ ଟିକୁ | ଆଉ ଯେଉଁଠି ଦେଖାଯାଉଛି କି ଘର ଭିତରେ ସେହିଭଳି ଭାବରେ ବିଷଧର ସାପ କୁ ଦେଖିବା ପରେ ଘର ଭିତରେ ଥିବା ଲୋକ ମାନେ ଡରି ଯାଇଥିଲେ ଆଉ ସଙ୍ଗେ ସଙ୍ଗେ ରୁମ ରୁ ବାହାରକୁ ପଳେଇ ଯାଇଥିଲେ |
ଆଉ ଯାହା ପରେ ଲୋକ ମାନେ ସଙ୍ଗେ ସଙ୍ଗେ ସାପ ଧରାଳି ଙ୍କ ପାଖକୁ କୋଲ କରି ଦେଇଥିଲେ | ଆଉ ସେଠାରେ ସାପ ଧରାଳି ମଧ୍ୟ ଆସିଥିଲା, ଆଉ ସାପ କୁ ଧରିବା ପାଇଁ ସାପ କୁ ଚାରିଆଡେ ଖୋଜିବା ପରେ ସାପ ଟି ବେଡ଼ ତଳେ ଥିବାର ଦେଖିବାକୁ ମିଳିଥିଲା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ସାପ ଟିକି ଖୋଜିବା ପରେ ସେ ତାହାର କୌଶଳ କୁ ଖଟାଇ ସାପ ଟିକୁ ଧରିବା ପାଇଁ ପୂର୍ଣ୍ଣ ପ୍ରଚେଷ୍ଟା ଚଳେଇବା ପାଇଁ ଲାଗି ପଡିଥିଲା | ଆଉ ସାପ ଟିକୁ ଧରିବା ପାଇଁ ଚେଷ୍ଟା କରିଥିଲା |
ଆଉ ସାପ ଧରାଳି ଟି ସାପ କୁ ଧରିକି ନେଇଯିବା ପାଇଁ ଗୋଟିଏ ବ୍ୟାଗ ମଧ୍ୟ ଆଣିଥିଲା |ଆଉ ସେହି ବ୍ୟାଗ ଭିତରେ ସାପ ଟିକୁ ସୁରକ୍ଷିତ ଭାବରେ ଧରିକି ନେଇଯିବ ବୋଲି ବାହାରି ପଡିଥିଲା | ଆଉ ତାହା ପରେ ସାପ ଟିର ଲାଞ୍ଜ କୁ ଚାଲାକି ର ସହିତ ଧରିଥିଲା ଆଉ ସେ ବ୍ୟାଗ ଭିତରେ ମଧ୍ୟ ପୁରାଇଥିଲା ଓ ତାହା ପରେ ସାପ ଟିକୁ ଧରିକି ତାହାର ସହିତ ନେଇଯାଇଥିବାର ଦେଖିବାକୁ ମିଳିଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।