( ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ) ମାତ୍ର ୨ମିନିଟ୍ ରେ ଭଲ କରିବ ଏହି ଚମତ୍କାରି ପତ୍ର – Health Tips

ବନ୍ଧୁଗଣ ଆପଣ ଦେଖୁଥିବେ ଯେ ବର୍ତମାନ ପ୍ରାୟ ସମସ୍ତଙ୍କ ଠାରେ ଆଣ୍ଠୁ ଗାଣ୍ଠି ପରି ସମସ୍ୟା ଦେଖା ଯାଉଛି |ପୁରାତନ କାଳରେ ବୃଦ୍ଧ ବ୍ୟକ୍ତିମାନଙ୍କ ଠାରେ ଏହି ଆଣ୍ଠୁ ଗାଣ୍ଠି ସମସ୍ୟା ଦେଖାଦେଉଥିଲା ମାତ୍ର ଆମର କାମ ପରିଶ୍ରମ, ଖରାପ ଜୀବନ ଶୈଳୀ, ଜଙ୍କ ଫୁଡ ଖାଇବା ଓ ଏକ୍ସସେରସାଇଜ ନ କରିବା ଆଦି କାରଣରୁ ବହୁତ କମ ବୟସରୁ ଏହି ଆଣ୍ଠୁଗଣ୍ଠି ଜନିତ ରୋଗ ଦେଖାଦେବା ସହିତ ଅନେକ ପ୍ରକାର ରୋଗ ମଧ୍ୟ୍ୟ ଦେଖା ଦେଉଛି |ବର୍ତମାନ ପିଲାମାନେ ରାତିରେ ମୋବଇଲ ଦେଖି ନିଜର ଶରୀରରୁ ଅନେକ ଶକ୍ତି ନଷ୍ଟ କରି ଦେଉଛନ୍ତି |

ମୁଁ ଆଜି ଆପଣଙ୍କୁ ଏହି ଆଣ୍ଠୁ ଗଣ୍ଠି ସମସ୍ୟା ର ସମାଧାନ ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବି ଯାହା ଆପଣଙ୍କ ଏହି ସମସ୍ୟାକୁ ସମ୍ପୂର୍ଣ ଭଲ କରିଦେବ ଏବଂ ଆପଣଙ୍କ ଶରୀରରୁ ନଷ୍ଟ ହେଉଥିବା ଶକ୍ତି ମଧ୍ୟ୍ୟ ବୃଦ୍ଧି କରିବ |ତେବେ ଆସନ୍ତୁ ଜାଣିବା ଏହି ଘରୋଇ ରିମିଡିର ବ୍ୟବହାର ଓ ଉପକାରିତା ବିଷୟରେ |

-ପ୍ରତି ଦିନ ଆପଣ ଶୁଇବା ପୂର୍ବରୁ ଏକ ତମ୍ବା ପାତ୍ର ନେଇ ସେଥିରେ ପାଣି ଭର୍ତ୍ତି କରିରଖନ୍ତୁ, ପରଦିନ ସକାଳ ଏହି ପାଣିକୁ ହାଲକା ଉଷମ କରି ପିଅନ୍ତୁ |ଏହି ପାଣି ଆପଣ ଲଗାତାର ପିଇଲେ ଆପଣଙ୍କ ଆଣ୍ଠୁ ଗାଣ୍ଠି ଜନିତ ସମସ୍ୟା ଦୂର ହୋଇଯିବ |

-ଏହା ପରେ ଆପଣ ଏକ ପାନ ପାତ୍ର ନିଅନ୍ତୁ, ଏହି ପାନ ପାତ୍ର ଆମ ଶରୀର ପାଇଁ ବହୁତ ଲାଭ ଦାୟକ ଅଟେ |ଆପଣ ଏକ ପାନ ପତ୍ର ଉପରେ ଗୋଟିଏ ଚାଉଳ ସଦୃଶ ଅଳ୍ପ ଚୂନ ନେଇ ଲଗାଇ ଦିଅନ୍ତୁ |ପ୍ରତିଦିନ ତମ୍ବା ପାତ୍ରର ପାଣି ପିଇ ସାରିବା ପରେ ଏହି ପାନକୁ ଚୁବାଇ ଖାଆନ୍ତୁ, ଏହି ପାନ ଓ ଚୂନ ଆପଣଙ୍କ ଶରୀର ପାଇଁ ବହୁତ ଉପକାରୀ ଅଟେ |

ଏହା ଆପଣଙ୍କ ଶରୀରରେ ରକ୍ତ ହୀନତା ଓ କ୍ୟାଲସିୟମ ର ଅଭାବକୁ ପୁରଣ କରିଥାଏ, ଯଦି ଆପଣଙ୍କର କୀଡୀନି ଷ୍ଟୋନ ରହିଛି ତେବେ ଆପଣ ଏହାର ବ୍ୟବହାର କରନ୍ତୁ ନାହିଁ |ଏହି ପାନ ଆପଣ ଲଗାତାର ଭାବରେ ଖାନ୍ତୁ ନାହିଁ, ଏହାକୁ ଆପଣ ଏକ ମାସ ପ୍ରଯ୍ୟନ୍ତ ଦିନେ ଛାଡି ଦିନେ ଖାଆନ୍ତୁ, ଅଧିକ ଦିନ ଏହାର ବ୍ୟବହାର କରନ୍ତୁ ନାହିଁ |ଏହାଦ୍ଵାର ଆପଣଙ୍କ ଆଣ୍ଠୁଗଣ୍ଠି ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ |

ଯେଉଁ ପୁରୁଷମାନଙ୍କର ଅଭ୍ୟନ୍ତରୀଣ ସମସ୍ୟା ଯୋଗୁଁ ଶରୀରର ସମସ୍ତ ଶକ୍ତି ନଷ୍ଟ ହୋଇଗଲାଣି ତେବେ ଆପଣ ଏକ ମିଠା ପାନ ପାତ୍ରନେଇ ସେଥିରେ ସମ୍ପୂର୍ଣ ସୁଦ୍ଧ ମହୁ ଲଗାଇ ଏବଂ ଏକ ରସୁଣ ଛେଞ୍ଚା ସେଥିରେ ପକାଇ ଏହାକୁ ପ୍ରତିଦିନ ସକାଳ ଖାଆନ୍ତୁ |ତାହା ସହିତ ଆପଣ ଏକାଗ୍ଲାସ ଉଷମ ପାଣିରେ ତ୍ରିଫଳା ଗୁଣ୍ଡ ମିଶାଇ ପିଅନ୍ତୁ , ଏହି ପାନ ଆପଣ ସେହିପରି ଏକମାସ ପ୍ରଯ୍ୟନ୍ତ ଦିନେ ଛାଡି ଦିନେ ଖାଆନ୍ତୁ ଦେଖିବେ ଆପଣଙ୍କ ଅଭ୍ୟନ୍ତରୀଣ ଶକ୍ତି ବୃଦ୍ଧି ପାଇବା ସହିତ ଆପନଙ୍କ ଶରୀରରେ ଅନେକ ସମସ୍ୟା ମଧ୍ୟ୍ୟ ଦୁର ହୋଇଯିବ |ଆପଣ ସର୍ବଦା ସୁସ୍ଥ ରହିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment