Papu Pom Pom ଙ୍କ ନୂଆ କମେଡି ଦେଖିଲେ ହସି ହସି ଗଡ଼ିଯିବେ… ଦୟାକରି ଛୋଟ ଛୁଆ ଦେଖନ୍ତୁ ନାହିଁ ଏହି ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ସେଗୁଡିକ ଭିତରେ ଏମିତି କିଛି ଭିଡିଓ ଭାଇରାଲ ହେବାକୁ ଲାଗିଥାଏ ଯାହାକୁ ଦେଖିଲେ ଆପଣ ମାନେ ବହୁତ ଖୁସି ହୋଇଯିବେ | ତେବେ ସେହିଭଳି ଏକ ଦମଦାର କମେଡି ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି, ଆଉ ଯେଉଁଠି ନିଜର କମେଡିର ଝଲକ ଦେଖାଇବାରେ ଲାଗିଛନ୍ତି ଅଲିଉଡ ର ବେଶ ଜଣା ଶୁଣା କମେଡି ଲିଙ୍ଗ ପପୁ ପମ ପମ | ତେବେ ପପୁ ନକଲର କମେଡିରେ ସତରେ ରହିଛି କିଛି ଏମିତି ଯାଦୁ ଯାହାକୁ ଯିଏବି ଥରେ ଶୁଣିବ ନ ହସି ରହି ପାରିବ ନାହିଁ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ପପୁ ଙ୍କର କମେଡି ଉପରେ ଟିକିଏ ନଜର ପକାଇବା |

ତେବେ ଏଠାରେ ଦେଖିବାକୁ ମିଳିଛି କି ଏକ ଷ୍ଟେଜ ପ୍ରଗ୍ରାମ ରେ ମୁଖ୍ୟ ଅତିଥି ଭାବରେ ଯାଇଛନ୍ତି କମେଡି କିଙ୍ଗ ପପୁ ପମ ପମ | ଆଉ ଯେଉଁଠି କମେଡି ର ଯାଦୁ ରେ ସମସ୍ତଙ୍କୁ ଆତ୍ମହରା କରେଇଛନ୍ତି କମେଡି କିଙ୍ଗ ପପୁ |ତେବେ ଆପଣ ମାନେ ତ ଅନେକ ପ୍ରକାରର କମେଡି ଦେଖିଥିବେ ପପୁ ଙ୍କ ବିଷୟରେ, ଆଉ ଯାହା ପ୍ରାୟ ସମସ୍ତଙ୍କ ମନକୁ ଛୁଇଁବାକୁ ଲାଗିଥିବ |ପିଲା ଠାରୁ ଆରମ୍ଭ କରିକି ବୁଦ୍ଧ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଆଗ୍ରହର ସହିତ ପପୁ ଙ୍କର କମେଡି ର ଝଲକ ଦେଖିବାକୁ ଆପେକ୍ଷା କରିକି ରହିଥାନ୍ତି |

ବର୍ତ୍ତମାନ ସେହିଭଳି ଏକ ଷ୍ଟେଜ ଶୋ ରେ ଭାଗ ନେବାକୁ ଯାଇଛନ୍ତି କମେଡି କିଙ୍ଗ ପପୁ |ତେବେ ସେ ପ୍ରଥମେ ଆମ ଅଲିଉଡ ଫିଲ୍ମ ଇଣ୍ଡୋଷ୍ଟ୍ରି କଥା କିଛି କହିବାକୁ ଲାଗିଥିଲେ | ଆଉ ଯେଉଁଥିରେ ସେ କହିଥିଲେ କି ଆଜି ଯେଉଁ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ଦିନକୁ ଦିନ ତଳକୁ ଖୋସିବାକୁ ଲାଗୁଛି ଓ ତାହା ସହିତ ଅଲିଉଡ ଇଣ୍ଡୋଷ୍ଟ୍ରି କୁ ଆଗକୁ ନେବା ପାଇଁ ଅଧିକ ହଲ ଖୋଲିବା କଥା କୁହାଯାଉଛି | ସେହି କଥା କୁ ପ୍ରଡୁସର ମାନଙ୍କ ପୂରଣ କରିବା ପାଇଁ କୁହାଯାଉଛି | ଆଉ ଏଠାରେ ପପୁ କହିଛନ୍ତି କି ଦର୍ଶକ ମାନେ ହେଉଛନ୍ତି ତାଙ୍କର ହାଣ୍ଡି ଶାଳ | ଆଉ ଯଦି ଦର୍ଶକ ମାନଙ୍କର ଭଲ ପାଇବା ରହିଥିବ ତାହେଲେ ସେମାନେ ସବୁ କାର୍ଯ୍ୟ କୁ ସହଜରେ ପୂରଣ କରି ପାରିବେ ବୋଲି ମଧ୍ୟ କହିଛନ୍ତି |

ତେବେ ପପୁ ଦର୍ଶକ ମାନଙ୍କର ମନକୁ କିଣିବା ପାଇଁ ଅନେକ ପ୍ରକାରର କମେଡି କଥା କହିଛନ୍ତି | ଆଉ ଯେଉଁ କମେଡି କଥା ବିଷୟରେ ଆପଣ ମାନେ ମଧ୍ୟ ଶୁଣିଲେ ହସି ହସି ପାଗଳ ହୋଇଯିବେ | ଆଉ ପପୁ ଙ୍କ ର ଏହି ଭଳି କମେଡି ର ଝଲକ ରେ ମଧ୍ୟ ଉପସ୍ଥିତ ଦର୍ଶକ ମାନେ ମୋତୁଆଲା ହେବାକୁ ଲାଗିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment