Mr Kanehiya ନିୟୁ ଫିଲ୍ମ କମେଡି – ପ୍ରେମ ବର୍ଷା ଯନ୍ତ୍ର କାମ ଦବ… ଏମିତି ଜବରଦସ୍ତ ରୋମାଣ୍ଟିକ ସିନ କେବେ ଦେଖି ନଥିବେ…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିଲେ ମଧ୍ୟ ଯେତେବେଳେ କମେଡ଼ି କଥା ଉଠେ ସେତେବେଳେ ଜଣଙ୍କ କଥା ସବୁ ବେଳେ ଆମ ମନକୁ ଆସିଥାଏ ତାହା ହେଉଛି ପପୁ ପମ ପମ ଙ୍କ କଥା | ଆଉ ଏଠାରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ନିଜର ଅଭିନୟ ର ଯାଦୁ ସାଙ୍ଗକୁ କମେଡି ର ଝଲକ ଦେଖାଇବାରେ ଲାଗିଛନ୍ତି କମେଡିଆନ ପପୁ | ଆଉ ଯିଏ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାର ଜଣା ପଡିଛି | ତେବେ ପ୍ରେମ କବଚ କଥା ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ପପୁ ଙ୍କର ଏକ ନୂଆ ଫ୍ଲିମ ବର୍ତ୍ତମାନ ମାର୍କେଟ ରେ ଚହଳ ଖେଳାଇଛି | ଆଉ ଭାଇରାଲ ହେଉଥିବା ସେହି ଭିଡିଓ ଟି ହେଉଛି ଏକ କମେଡି ଭିଡିଓ | ଆଉ ଯେଉଁଥିରେ ଅଲିଉଡ ଇଣ୍ଡୋଷ୍ଟ୍ରି ର କମେଡି କିଙ୍ଗ ପପୁ ପମପମ ସୁନ୍ଦର ଭାବରେ ନିଜର କମେଡି କୁ ପ୍ରକାଶ କରିଛନ୍ତି ଏହି ଫ୍ଲିମ ରେ | ଆଉ ଯେଉଁଠି ପପୁ ଏକ ଆମେନ୍ସ କଲେଜ ରେ ଭର୍ତ୍ତି ହୋଇଛନ୍ତି ଓ ସେଠାରେ ପାଠ ପଢିବା ପାଇଁ ମଧ୍ୟ ବାହାରୁ ଥିବା ବେଳେ ପପୁ ଟିକିଏ ଡରି ଯାଉଛନ୍ତି | ଆଉ ତାଙ୍କର ସାଙ୍ଗ ମାନେ ତାଙ୍କୁ ପ୍ରେମ ର କବଚ ଦେଉଥିବାର ଦେଝିବାକୁ ମିଳିଛି |

ତେବେ ସବୁ ଝିଅ ଭିତରେ ପପୁ ଏକ ପୁଅ ଥିବାରୁ ପପୁ ଙ୍କର ବାଳୁଙ୍ଗା ପୁଅ ମାନେ ହଇରାଣ କରେଇବାକୁ ଲାଗିଛନ୍ତି ପପୁ ଙ୍କୁ | ଆଉ ଯେଉଁଠି ଦେଖିବାକୁ ମିଳିଛି କି କବଚ କୁ ସାଙ୍ଗରେ ନେଇକି ବାହାରିଛି ପପୁ ଆମେନ୍ସ କଲେଜ କୁ | ଆଉ ପପୁ ଙ୍କୁ ଦେଖିକି କଲେଜ ର ସମସ୍ତ ଝିଅ ମାନେ ମଧ୍ୟ ଖୁସି ହୋଇଯାଇଛନ୍ତି | ଆଉ ତାଙ୍କୁ ସାଙ୍ଗ ବୋଲି ମାନିବେ କହିଛନ୍ତି | ଆଉ ଯେଉଁଠି ପପୁ ଙ୍କ ର ହିରୋଇନ ଭାବବେ “କହେଁଇଆ ” ଫ୍ଲିମ ରେ ଅଭିନୟ କରୁଛନ୍ତି ଚୁଲବୁଲି ନାୟିକା ଝିଲ୍ଲୀକ | ଆଉ ସେ ତାଙ୍କର ଦମଦାର ପ୍ରଦର୍ଶନ କରିବାକୁ ଲାଗିଛନ୍ତି |

ଆଉ ଏହି କହେଁଇଆ ଫ୍ଲିମ ରେ ଦେଖିବାକୁ ମିଳିଛି କି ଝିଲ୍ଲୀକ କଲେଜ ରେ ପପୁ ଙ୍କର ୱେଲ କମ କରିବାକୁ ଚାହୁଁଛନ୍ତି | ଆଉ ତାଙ୍କୁ କଲେଜ କ୍ଲାସ ଭିର୍ତରେ ସାନିଟାଇଜର ପେଡ ଦେଇକି କରିବାକୁ ଲାଗିଛନ୍ତି ରେଗିଙ୍ଗ | ଆଉ କଳାପଟା ରେ ମଧ୍ୟ ବିଭିନ୍ନ କଥା ଲେଖିଛନ୍ତି | ତେବେ “କହେଁଇଆ ” ଫ୍ଲିମ ଟି ଏତେ ଭଲ ହୋଇଛି ଆଉ ଯେଉଁଥିରେ କମେଡି ଭରିକି ରହିଛି କି ତାହାକୁ ଯିଏ ଦେଖୁଛି ପ୍ରସଂଶା କରିବାକୁ ଲାଗୁଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment